ଛୋଟ ପରଦାକୁ ପୁଣି ଫେରୁଛନ୍ତି ଶ୍ୱେତା ତିୱାରୀ

ମୁମ୍ବାଇ: ଆଜିକାଲି ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜ ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବେ ଶ୍ୱେତା ନିଜ ସ୍ୱାମୀ ଅଭିନବ କୋହଲିଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଯାହାପରେ ତାଙ୍କ ସ୍ୱାମୀ ପୁଲିସ୍‌ ହାଜତରେ ଥିଲେ। ଅବଶ୍ୟ ପରେ ଜାମିନ୍‌ରେ ସେ ବାହାରିଯାଇଥିଲେ। ତେବେ ଏସବୁ ଭିତରେ ଶ୍ୱେତାଙ୍କର ଛୋଟପରଦାରେ ଏକ ନୂଆ ଶୋ’ ଆସିବାକୁ ଯାଉଛି। ଖୁବ୍‌ଶୀଘ୍ର ଶ୍ୱେତାଙ୍କୁ ଏକ ନୂଆ ସିରିୟଲରେ ମୁଖ୍ୟ ଭୂମିକାରେ ଦେଖିବାକୁ […]

sweta

sweta

Chinmayee Roy
  • Published: Sunday, 15 September 2019
  • Updated: 15 September 2019, 12:59 PM IST

Sports

Latest News

ମୁମ୍ବାଇ: ଆଜିକାଲି ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜ ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବେ ଶ୍ୱେତା ନିଜ ସ୍ୱାମୀ ଅଭିନବ କୋହଲିଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଯାହାପରେ ତାଙ୍କ ସ୍ୱାମୀ ପୁଲିସ୍‌ ହାଜତରେ ଥିଲେ। ଅବଶ୍ୟ ପରେ ଜାମିନ୍‌ରେ ସେ ବାହାରିଯାଇଥିଲେ। ତେବେ ଏସବୁ ଭିତରେ ଶ୍ୱେତାଙ୍କର ଛୋଟପରଦାରେ ଏକ ନୂଆ ଶୋ’ ଆସିବାକୁ ଯାଉଛି। ଖୁବ୍‌ଶୀଘ୍ର ଶ୍ୱେତାଙ୍କୁ ଏକ ନୂଆ ସିରିୟଲରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

https://www.instagram.com/p/Bh9MtUfBQ0r/?utm_source=ig_web_copy_link

ସୂଚନା ଅନୁଯାୟୀ ଶ୍ୱେତା ‘ମେରେ ଡ୍ୟାଡ୍‌ କି ଦୁଲହନ୍‌’ ନାଁରେ ଏକ ନୂଆ ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଶୋ’ରେ ଶ୍ୱେତାଙ୍କ ବ୍ୟତୀତ ଟିଭି ଅଭିନେତା ବରୁଣ ବଡୋଲା ଲିଡ୍‌ ରୋଲ୍‌ରେ ଅଭିନୟ କରିବେ।  ଏହି ଶୋ’କୁ ଡିଜେ-ଏ-କ୍ରିଏଟିଭ୍ ୟୁନିଟ୍ ପ୍ରଯୋଜନା କରୁଛି। ସୂଚନା ମୁତାବକ ଏହି ଶୋ’ଟି ଏକ ବାପ-ଝିଅର କାହାଣୀ ଉପରେ ଆଧାରିତ। ଏଥିରେ ଝିଅକୁ ଯେବେ ନିଜ ବାପାଙ୍କର ଏକାପଣ ଅନୁଭୂତ ହେଉଛି, ସେ ତାଙ୍କ ପାଇଁ ଜଣେ ପର୍ଫେକ୍ଟ ପାର୍ଟନର ଖୋଜିବା ଆରମ୍ଭ କରିଦେଇଛି। ତେବେ ସିରିୟଲର ନାଁରୁ ହିଁ ଏହାର କାହାଣୀ ବିଷୟରେ ଜଣାପଡ଼ିଯାଉଛି।

https://www.instagram.com/p/B120neIpiMl/?utm_source=ig_web_copy_link

ପୂର୍ବ ସିରିୟଲ ‘ବେଗୁସରାୟ’ରେ ଶ୍ୱେତା ଦମ୍‌ଦାର ରୋଲ୍ କରିବା ପରେ, ତାଙ୍କର ଏହି ନୂଆ ଚରିତ୍ରଟି କେମିତି ହେବ ଏହା ଦେଖିବାକୁ ଦର୍ଶକ ବେଶ୍‌ ଉତ୍ସାହିତ। ଶ୍ୱେତା 'କସୌଟି ଜିନ୍ଦେଗି କି‘ରେ ପ୍ରେରଣା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଏହି ଶୋ’ ଯୋଗୁ ଶ୍ୱେତା ପ୍ରେରଣା ନାଁରେ ବେଶ୍‌ ଲୋକପ୍ରିୟ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story