‘ଜଲି ଏଲଏଲବି୨’ର ଗୀତ ‘ଗୋ ପାଗଲ୍‌’ର ଟିଜର ରିଲିଜ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ‘ଜଲି ଏଲଏଲବି୨’ର ଟ୍ରେଲର ରିଲିଜ ହେବା ପରେ ଏକ ଗୀତ ‘ଗୋ ପାଗଲ୍‌’ର ଟିଜର ରିଲିଜ କରାଯାଇଛି। ଏହି ଟିଜରକୁ ଅକ୍ଷୟ କୁମାର ମଧ୍ୟ ଟ୍ୱିଟ୍‌ କରିଛନ୍ତି।

ତେବେ ଏହି ‘ଗୋ ପାଗଲ’ ସଂପୁର୍ଣ୍ଣ ଗୀତଟି ଆସନ୍ତା ୪ତାରିଖରେ ରିଲିଜ କରାଯିବ। ଫିଲ୍ମର କାହାଣୀ ୟୁପିରେ ରହୁଥିବା ଜଣେ ମଧ୍ୟବିତ୍ତ ବର୍ଗର ଓକିଲଙ୍କ ପାରିବାରିକ କାହାଣୀ ଉପରେ ନିର୍ମାଣ କରାଯାଇଛି।