‘କାବିଲ’ର ତିନିଦିନ ଆୟ ୩୮.୮୭ କୋଟି 

ମୁମ୍ବାଇ: ୨୫ ଜାନୁଆରୀରେ ରିଲିଜ୍‌ ହୋଇଥିବା ହ୍ରିତିକ୍‌ଙ୍କ ଫିଲ୍ମ “କାବିଲ” ବକ୍ସ ଅଫିସରେ  ଭଲ ଆୟ କରିଛି। ଫିଲ୍ମଟି ତିନି ଦିନରେ ୩୮.୮୭ କୋଟି ଟଙ୍କା  ଆୟ କରିଛି ବୋଲି ଫିଲ୍ମ ସମୀକ୍ଷକ  ତରଣ ଆଦର୍ଶ ଟ୍ୱିଟ୍‌ କହିଛନ୍ତି।   ଫିଲ୍ମଟି ପ୍ରଥମ ଦିନରେ  ୧୦.୪୩ କୋଟି ଆୟ କରିଥିଲା ବେଳେ  ଦ୍ୱିତୀୟ ଦିନରେ ୧୮.୬୭ କୋଟି ଓ ତୃତୀୟ ଦିନରେ  ୯.୭୭ କୋଟି  ଟଙ୍କା ଆୟ କରିଛି। ଏହି ଫିଲ୍ମରେ ହ୍ରିତିକ୍‌ ରୋସନ ଓ ୟାମୀ ଗୌତମ […]

kaabil-

kaabil-

Rakesh Mallick
  • Published: Sunday, 29 January 2017
  • Updated: 29 January 2017, 02:47 PM IST

Sports

Latest News

ମୁମ୍ବାଇ: ୨୫ ଜାନୁଆରୀରେ ରିଲିଜ୍‌ ହୋଇଥିବା ହ୍ରିତିକ୍‌ଙ୍କ ଫିଲ୍ମ “କାବିଲ” ବକ୍ସ ଅଫିସରେ  ଭଲ ଆୟ କରିଛି। ଫିଲ୍ମଟି ତିନି ଦିନରେ ୩୮.୮୭ କୋଟି ଟଙ୍କା  ଆୟ କରିଛି ବୋଲି ଫିଲ୍ମ ସମୀକ୍ଷକ  ତରଣ ଆଦର୍ଶ ଟ୍ୱିଟ୍‌ କହିଛନ୍ତି।   ଫିଲ୍ମଟି ପ୍ରଥମ ଦିନରେ  ୧୦.୪୩ କୋଟି ଆୟ କରିଥିଲା ବେଳେ  ଦ୍ୱିତୀୟ ଦିନରେ ୧୮.୬୭ କୋଟି ଓ ତୃତୀୟ ଦିନରେ  ୯.୭୭ କୋଟି  ଟଙ୍କା ଆୟ କରିଛି।

ଏହି ଫିଲ୍ମରେ ହ୍ରିତିକ୍‌ ରୋସନ ଓ ୟାମୀ ଗୌତମ ଅନ୍ଧ ଭାବରେ ନଜର ଆସୁଛନ୍ତି।

କିଙ୍ଗ୍‌ ଖାନ୍‌ଙ୍କ ’ରଇସ୍” ହ୍ରିତିକ୍‌ଙ୍କ ଫିଲ୍ମ “କାବିଲ” ବକ୍ସ ଅଫିସରେ ଟକ୍କର ହୋଇଛି।  ‘କାବିଲ’ ଠାରୁ  ‘ରଇସ’ ବକ୍ସ ଅଫିସରେ ୨୦ କୋଟି ଟଙ୍କା ଅଧିକ ଆୟ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos