ଡିଡିଏଲ୍‌ଜେରେ କାହିଁକି ଛୋଟ ସ୍କଟ୍ ପିନ୍ଧିଥିଲେ କାଜଲ ! 

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡିକ ଭିତରୁ ସର୍ବଗ୍ରେ ନାଁ ଆସେ ଡିଡିଏଲ୍‌ଜର। ୨୦ ବର୍ଷ ତଳେ ୧୯ ଅକ୍ଟୋବର  ୧୯୯୫ରେ ପ୍ରେକ୍ଷାଳୟ ଗୁଡିକରେ ଏହି ଚଳଚ୍ଚିତ୍ର ସେତେବେଳେ ବେଶ୍ ଚହଳ ପକାଇଥିଲା। କାଜଲ, ଶାହାରୁଖଙ୍କ ପ୍ରେମ କହାଣୀକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ। କାଜଲଙ୍କ ସେଇ ଛୋଟ ସ୍କଟ୍ ଆଉ ବର୍ଷାଭିଜା ନୃତ୍ୟର ମତୁଆଲା ଚିତ୍ର ଆଜିବି ମନରେ ରୋମାଞ୍ଚ ସୃଷ୍ଟି କରେ। ଅନେକ ପାଠକ ଆଜି ବି ଜାଣି ନ ଥିବେ ସେ ଛୋଟ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 02:32 PM IST

Sports

Latest News

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡିକ ଭିତରୁ ସର୍ବଗ୍ରେ ନାଁ ଆସେ ଡିଡିଏଲ୍‌ଜର। ୨୦ ବର୍ଷ ତଳେ ୧୯ ଅକ୍ଟୋବର  ୧୯୯୫ରେ ପ୍ରେକ୍ଷାଳୟ ଗୁଡିକରେ ଏହି ଚଳଚ୍ଚିତ୍ର ସେତେବେଳେ ବେଶ୍ ଚହଳ ପକାଇଥିଲା। କାଜଲ, ଶାହାରୁଖଙ୍କ ପ୍ରେମ କହାଣୀକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ। କାଜଲଙ୍କ ସେଇ ଛୋଟ ସ୍କଟ୍ ଆଉ ବର୍ଷାଭିଜା ନୃତ୍ୟର ମତୁଆଲା ଚିତ୍ର ଆଜିବି ମନରେ ରୋମାଞ୍ଚ ସୃଷ୍ଟି କରେ। ଅନେକ ପାଠକ ଆଜି ବି ଜାଣି ନ ଥିବେ ସେ ଛୋଟ ସ୍କଟ୍ ପଛରେ ଥିବା କାହାଣୀ। ତା ହେଲେ ଆସନ୍ତୁ ଜାଣିବା ଡିଡିଏଲ୍‌ଜେର କାହିଁକି ଛୋଟ ସ୍କଟ ପିନ୍ଧିଥିଲେ କାଜଲ !

kajol-skirt2ବଲିଉଡର ବ୍ଲାକ ବିଉଟି କାଜଲ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ବେଶ୍ ପରିଚିତ। ତାଙ୍କର ଅଭିନୟ  ଯାଦୁ  ପାଇଁ ସେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ କରନ୍ତି। ସମ୍ଭବତଃ ଡିଡିଏଲ୍‌ଜେ କାଜଲଙ୍କ ସବୁଠାରୁ ଶ୍ରେଷ୍ଠ ଚଳଚ୍ଚିତ୍ର ଏକଥାରେ ଦ୍ୱିମତ ନାହିଁ। ଆଦିତ୍ୟ ଚୋପ୍ରା ନିର୍ଦ୍ଦେଶିତ ଏହି ସିନେମା ବକ୍ସ ଅଫିସରେ ସୁପର ଡୁପର ହିଟ ହେବା ସହ ଗିନିଜ ୱର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା। ଫିଲ୍ମର ସୁପରହିଟ ଗୀତଟିଏ ହେଉଛି ‘ମେରି ଖାବୋମେ ଯୋ ଆଏ’। ଏହି  ଗୀତରେ  କାଜଲ ଖୁବ ଛୋଟ ସ୍କଟ୍ ପିନ୍ଧି ନୃତ୍ୟ କରୁଥିଲେ। ସତ କହିବାକୁ ଗଲେ ସ୍କଟ୍‌ ଛୋଟ ନ ଥିଲା। କାଜଲଙ୍କ ଶରୀର ତୁଳନାରେ ଏହା ଢେର ବଡ଼ ଥିବାରୁ ଆଦିତ୍ୟ ଏହାକୁ ଛୋଟ କରିବା ପାଇଁ ଚଳଚ୍ଚିତ୍ରର ଡିଜାଇନର ମନିସ ମଲହୋଦ୍ରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ ସେହି ସ୍କଟ୍ ଛୋଟ କରିବା ଚକ୍କରରେ ଏହା ବହୁତ ଛୋଟ ହୋଇଗଲା। ଆଉ ଶେଷରେ ସେହି ଛୋଟ ସ୍କଟ୍‌ରେ ସୁଟିଂ ହୋଇଥିଲା ଗୀତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story