‘କାଜୋଲଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ’

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ କାଜୋଲ ଓ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବନ୍ଧୁତା  ଫିଲ୍ମ ‘‘ଦିଲବାଲେ ଦୁଲନିହାରେ”  ଦେଖିବାକୁ ମିଳିଥିଲା। ଉଭୟଙ୍କ  ମଧ୍ୟରେ  ବନ୍ଧୁତା ଏତେ ଗଭୀର ଥିଲା ଯେ ‘କୁଛ୍‌-କୁଛ୍‌ ହୋତା ହେ’ ଫିଲ୍ମରେ କାଜୋଲଙ୍କୁ କରଣ ହୀରୋଇନ୍‌  ଭାବେ ନେଇଥିଲେ। ତେବେ ଏବେ ଉଭୟଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। କରଣଙ୍କ ଫିଲ୍ମ ‘ଏ ଦିଲ୍‌ ହେ ମୁସକିଲ୍‌’ ଏବଂ ଅଜୟ ଦେବଗନଙ୍କ ‘ଶିବାୟ’କୁ ନେଇ  ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା […]

karan-kajol-stor

karan-kajol-stor

Rakesh Mallick
  • Published: Friday, 13 January 2017
  • Updated: 13 January 2017, 12:21 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ କାଜୋଲ ଓ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବନ୍ଧୁତା  ଫିଲ୍ମ ‘‘ଦିଲବାଲେ ଦୁଲନିହାରେ”  ଦେଖିବାକୁ ମିଳିଥିଲା। ଉଭୟଙ୍କ  ମଧ୍ୟରେ  ବନ୍ଧୁତା ଏତେ ଗଭୀର ଥିଲା ଯେ ‘କୁଛ୍‌-କୁଛ୍‌ ହୋତା ହେ’ ଫିଲ୍ମରେ କାଜୋଲଙ୍କୁ କରଣ ହୀରୋଇନ୍‌  ଭାବେ ନେଇଥିଲେ।

ତେବେ ଏବେ ଉଭୟଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। କରଣଙ୍କ ଫିଲ୍ମ ‘ଏ ଦିଲ୍‌ ହେ ମୁସକିଲ୍‌’ ଏବଂ ଅଜୟ ଦେବଗନଙ୍କ ‘ଶିବାୟ’କୁ ନେଇ  ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।

କରଣ ଜୋହର  ନିଜର ବାୟୋଗ୍ରାଫି ‘ଆନ୍ ଅନ୍‌ସୁଇଟେବଲ୍‌ ବୟ’ରେ ଲେଖିଛନ୍ତି “ କାଜୋଲ ପ୍ରଥମେ  ମୋ  ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲେ।  କିନ୍ତୁ ଏବେ  ତାହା ନାହିଁ। କାଜୋଲ  ମୋର ୨୫ ବର୍ଷର ଇମୋସନ୍‌  ଶେଷ କରି ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story