କସମେଟିକ ସର୍ଜରୀ ନେଲା ଜୀବନ, ଆଖି ବୁଜିଲେ ଅଭିନେତ୍ରୀ

ଚେନ୍ନାଇ: କସମେଟିକ ସର୍ଜରୀ ନେଲା ଜୀବନ। ଏପରି ସର୍ଜରୀ କରି ଆଖି ବୁଜିଲେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜ। ଚେତନାଙ୍କ ବିୟୋଗ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ସର୍ଜରୀ ସମୟରେ ଫୁସଫୁସରେ ପାଣି ଜମିଯିବାରୁ ତାହା ତାଙ୍କ ପାଇଁ ଘାତକ ସାଜିଲା ବୋଲି କୁହାଯାଉଛି । ଏଥିପାଇଁ ତାଙ୍କ ବାପାମା’ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ମାମଲା ରୁଜୁ କରିଛନ୍ତି । ଚେତନା ଗତକାଲି ବାଙ୍ଗାଲୋରର ସେଟ୍ଟି […]

chetna-raj-

chetna-raj-

Niharika Rout
  • Published: Tuesday, 17 May 2022
  • Updated: 17 May 2022, 01:51 PM IST

Sports

Latest News

ଚେନ୍ନାଇ: କସମେଟିକ ସର୍ଜରୀ ନେଲା ଜୀବନ। ଏପରି ସର୍ଜରୀ କରି ଆଖି ବୁଜିଲେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜ। ଚେତନାଙ୍କ ବିୟୋଗ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ସର୍ଜରୀ ସମୟରେ ଫୁସଫୁସରେ ପାଣି ଜମିଯିବାରୁ ତାହା ତାଙ୍କ ପାଇଁ ଘାତକ ସାଜିଲା ବୋଲି କୁହାଯାଉଛି । ଏଥିପାଇଁ ତାଙ୍କ ବାପାମା’ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ମାମଲା ରୁଜୁ କରିଛନ୍ତି ।

ଚେତନା ଗତକାଲି ବାଙ୍ଗାଲୋରର ସେଟ୍ଟି କସମେଟିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ଲିପୋସକ୍ସନ୍ ସର୍ଜରୀ ହୋଇଥିଲା। ଶରୀରରୁ ଚର୍ବି କମାଇବାକୁ ଏହି ସର୍ଜରୀ କରାଯାଇଥାଏ । ମାତ୍ର ଏହାପରେ ତାଙ୍କ ଫୁସଫୁସରେ ପାଣି ଜମିବା ସହ ଅବସ୍ଥା ଗୁରୁତର ହେବାରେ ଲାଗିଲା। ଏହାପରେ ତାଙ୍କ ମୃତ୍ୟୁ ହୋଇଥିଲା। ସର୍ଜରୀ ନିମନ୍ତେ ଚେତନା ନିଜ ସାଙ୍ଗମାନଙ୍କ ସହ ହସ୍ପିଟାଲ ଯାଇଥିବା ବେଳେ ଏନେଇ ନିଜ ପରିବାର ଲୋକଙ୍କୁ ଜଣାଇ ନ ଥିଲେ। ମେଡିକାଲ ତରଫରୁ ମଧ୍ୟ ଏ ନେଇ ଚେତନାଙ୍କ ପରିବାର ଲୋକଙ୍କୁ କୌଣସି ଖବର ଦିଆଯାଇ ନ ଥିଲା।

[caption id="attachment_734778" align="aligncenter" width="650"]chetna-raj କନ୍ନଡ ଅଭିନେତ୍ରୀ ଚେତନା ରାଜ ।[/caption]

କସମେଟିକ ସର୍ଜରୀ ନିମନ୍ତେ ଝିଅ ସେମାନଙ୍କ ନିକଟରୁ କୌଣସି ଅନୁମତି ଆଣି  ନଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ବି ସେମାନଙ୍କୁ ଅବଗତ କରି ନ ଥିବା ଚେତନାଙ୍କ ବାପାମା’ ଅଭିଯୋଗ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଝିଅର ଜୀବନ ଗଲା ବୋଲି ତାଙ୍କ ବାପାମା’ ଅଭିଯୋଗ କରିବା ସହ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଚେତନାଙ୍କ ମୃତଦେହ ହସ୍ପିଟାଲରେ ଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story