କାହିଁକି କାନ୍ଦିଲେ କରଣ?

ମୁମ୍ବାଇ: ବଲିଉଡ୍‌ରେ ପାଦ ଥାପିଛନ୍ତି ସନ୍ନି ଦେଓଲଙ୍କ ପୁଅ କରଣ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ‘ପଲ୍‌ପଲ୍ ଦିଲ୍‌ କେ ପାସ୍‌’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେଓଲ। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତେବେ ଜାଣିଛନ୍ତି, ଡେବ୍ୟୁ ଫିଲ୍ମର ପ୍ରଥମ ଦିନର ଶୁଟିଂ ବେଳେ କାନ୍ଦି ପକାଇଥିଲେ କରଣ। ଏକ ସାକ୍ଷାତକାରରେ ସେ ନିଜେ ଏ କଥା କହିଥିଲେ। https://www.instagram.com/p/B0z8RP8pkhc/?utm_source=ig_web_copy_link କରଣ କହିଥିଲେ,“ଶୁଟିଂ ସେଟ୍‌ର […]

sunny

sunny

Chinmayee Roy
  • Published: Wednesday, 04 September 2019
  • Updated: 04 September 2019, 01:46 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ପାଦ ଥାପିଛନ୍ତି ସନ୍ନି ଦେଓଲଙ୍କ ପୁଅ କରଣ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ‘ପଲ୍‌ପଲ୍ ଦିଲ୍‌ କେ ପାସ୍‌’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେଓଲ। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତେବେ ଜାଣିଛନ୍ତି, ଡେବ୍ୟୁ ଫିଲ୍ମର ପ୍ରଥମ ଦିନର ଶୁଟିଂ ବେଳେ କାନ୍ଦି ପକାଇଥିଲେ କରଣ। ଏକ ସାକ୍ଷାତକାରରେ ସେ ନିଜେ ଏ କଥା କହିଥିଲେ।

https://www.instagram.com/p/B0z8RP8pkhc/?utm_source=ig_web_copy_link

କରଣ କହିଥିଲେ,“ଶୁଟିଂ ସେଟ୍‌ର ପ୍ରଥମ ଦିନକୁ ମୁଁ କେବେ ଭୁଲି ପାରିବିନି। ମୋର ଏକ ଡ୍ରାଇଭିଂ ଶଟ୍‌ ଥିଲା ଓ ମୋତେ ଗାଡ଼ି ଅଟକାଇ କିଛି ଡାଏଲଗ୍‌ କହିବାର ଥିଲା। ମୁଁ ହିମାଳୟର ରାସ୍ତାରେ ଗାଡ଼ି ଚଲାଉଥିଲି। ହଠାତ୍‌ ମୋ କାର୍‌ରେ କିଛି ସମସ୍ୟା ଦେଖାଗଲା। ଫଳରେ ଶଟ୍‌ ଠିକ୍ ଭାବେ ନିଆଯାଇ ପାରିଲା ନାହିଁ। ପୁଣି ଶଟ୍ ନିଆଗଲା। ତଥାପି ହେଲାନି। ଏହା ପରେ ମୋତେ ଲାଗିଲା ଯେ ମୋ ଦ୍ୱାରା ଏସବୁ ହୋଇପାରିବ ନାହିଁ। ସେଟ୍‌ରେ ମୋର ଜଣେ ସମ୍ପର୍କୀୟ ଥିଲେ। ମୁଁ ତାଙ୍କ ପାଖକୁ ଗଲି ଓ ନିରାଶ ହୋଇ କାନ୍ଦି ପକାଇଲି ଏବଂ କହିଲି, ମୋ ଦ୍ୱାରା ଏ ସବୁ ହେଇପାରିବନି। ମୁଁ ଏସବୁ ଜିନିଷ ପାଇଁ ଫିଟ୍‌ ନୁହେଁ। ତା’ପରେ ସେ ମୋତେ ବୁଝାଇଥିଲେ ଓ ମୁଁ ଶାନ୍ତ ହୋଇଥିଲି। ବାସ୍ତବରେ ମୁଁ ବହୁତ ଡରି ଯାଇଥିଲି।”

https://www.instagram.com/p/B15XoXRprjK/?utm_source=ig_web_copy_link

ଏହି ଫିଲ୍ମରେ ବହୁତ ବଢ଼ିଆ ବଢ଼ିଆ ସିନ୍‌ ରହିଛି ବୋଲି କୁହାଯାଉଛି। ତା’ସହିତ କରଣଙ୍କର ବହୁତ ଷ୍ଟଣ୍ଟ୍ ମଧ୍ୟ ରହିଛି। ଅବଶ୍ୟ ଫିଲ୍ମରେ କରଣଙ୍କ ଷ୍ଟଣ୍ଟ ଦେଖି ନିଜେ ସନ୍ନି ଦେଓଲ ଡରି ଯାଇଥିଲେ। ଏକ ସିନ୍‌ରେ କରଣ ୪୦୦ ଫୁଟ୍ ଉଚ୍ଚରୁ ତଳକୁ ପଡ଼ିଥିଲେ। ଖୁବ୍ ସାବଧାନତାର ସହିତ ଏହି ସିନ୍‌କୁ ଶୁଟ୍ କରାଯାଇଥିଲା। ତେବେ ବାପା ହିସାବରେ ସନ୍ନି ଡରି ଯାଇଥିଲେ।

https://www.instagram.com/p/B10g17eJgHH/?utm_source=ig_web_copy_link

ଏହି ଫିଲ୍ମରେ କରଣଙ୍କ ନାୟିକା ହୋଇଛନ୍ତି ସହେର୍‌ ବାମ୍ବା। ସହେରଙ୍କର ମଧ୍ୟ ଏହା ଡେବ୍ୟୁ ଫିଲ୍ମ। ନିକଟରେ ଫିଲ୍ମର ଟାଇଟଲ୍ ଟ୍ରାକ୍‌ ରିଲିଜ୍‌ ହୋଇଛି। ଏହା ବେଶ୍ ରୋମାଣ୍ଟିକ୍ ହୋଇଛି। ଏଥିରେ କରଣ ଓ ସହେର୍‌ଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଗୀତକୁ ହିମାଚଳ ପ୍ରଦେଶରେ ଶୁଟିଂ କରାଯାଇଛି। ଫିଲ୍ମଟି ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ।

https://youtu.be/lgTHGZF3BQw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story