ତୈମୁରର ଜନ୍ମ ପରେ କ୍ରିସମାସ ପାର୍ଟି ମନାଇଲେ କରୀନା

ମୁମ୍ବାଇ: ପୁଅ ତୈମୁରର ଜନ୍ମ ପରେ ଏବେ କରୀନା ପାର୍ଟି କରିବା ମୁଡରେ ଆସିଗଲେଣି। କ୍ରିସମାସ ଉପଲକ୍ଷେ କରୀନା ଓ ସୈଫ୍‌ ନିଜର ଖାସ୍‌ ବନ୍ଧୁମାନଙ୍କ ସହ କ୍ରିସମାସ ପାର୍ଟିର ମଜା ନେବାର ଦେଖାଯାଇଛି। ଏହି ପାର୍ଟିକୁ କରୀନା ଲାଲ୍‌ ରଙ୍ଗର ଗାଉନ୍‌ ପିନ୍ଧି ଆସିଥିଲେ। ଏହି ଗାଉନରେ ସେ ଖୁବ୍‌ ଆକର୍ଷଣୀୟ ମଧ୍ୟ ଦେଖାଯାଉଥିଲେ। ମା’ ହେବା ପରେ ଏହା ଥିଲା କରୀନାଙ୍କ ପ୍ରଥମ ପାର୍ଟି, ଯାହାର ସେ ଖୁବ୍‌ ମଜା ମଧ୍ୟ ଉଠାଇଛନ୍ତି। ପାର୍ଟିରେ […]

karishma-salman-saif-kareena

karishma-salman-saif-kareena

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 04:39 PM IST

Sports

Latest News

ମୁମ୍ବାଇ: ପୁଅ ତୈମୁରର ଜନ୍ମ ପରେ ଏବେ କରୀନା ପାର୍ଟି କରିବା ମୁଡରେ ଆସିଗଲେଣି। କ୍ରିସମାସ ଉପଲକ୍ଷେ କରୀନା ଓ ସୈଫ୍‌ ନିଜର ଖାସ୍‌ ବନ୍ଧୁମାନଙ୍କ ସହ କ୍ରିସମାସ ପାର୍ଟିର ମଜା ନେବାର ଦେଖାଯାଇଛି। ଏହି ପାର୍ଟିକୁ କରୀନା ଲାଲ୍‌ ରଙ୍ଗର ଗାଉନ୍‌ ପିନ୍ଧି ଆସିଥିଲେ। ଏହି ଗାଉନରେ ସେ ଖୁବ୍‌ ଆକର୍ଷଣୀୟ ମଧ୍ୟ ଦେଖାଯାଉଥିଲେ।

ମା’ ହେବା ପରେ ଏହା ଥିଲା କରୀନାଙ୍କ ପ୍ରଥମ ପାର୍ଟି, ଯାହାର ସେ ଖୁବ୍‌ ମଜା ମଧ୍ୟ ଉଠାଇଛନ୍ତି। ପାର୍ଟିରେ କରୀନାଙ୍କ ସହ ତାଙ୍କ ଭଉଣୀ କରିଶ୍ମା ଏବଂ ଦୁଇ ସାଙ୍ଗ ଅମୃତା ଓ ମଲାଇକା ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story