ଦିନେ ଥଟ୍ଟା କରୁଥିଲେ ସାଥୀ ପିଲା, ଆଉ ଆଜି...

ମୁମ୍ବାଇ: ତାଙ୍କର ଟିକେ ଝଲକ୍‌ ପାଇବାକୁ ଏବେ ଯୁବପିଢ଼ି ପାଗଳ। ଏମିତିକି ଗୁଗଲ୍‌ରେ ସର୍ବାଧିକ ଖୋଜା ଯାଉଥିବା ନାଁ ବି ହେଉଛି ତାଙ୍କର। ସନ୍ନି ଲିଓନି। ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ଜଣକ ଏବେ ଚର୍ଚ୍ଚାରେ। ଜାଣିଛନ୍ତି, ଏହି ଲୋକପ୍ରିୟ ଅଭିନେତ୍ରୀ ଜଣଙ୍କର ଆଦ୍ୟ ଜୀବନ କେମିତି କଟିଥିଲା? ଆଜି ଯାହାଙ୍କ ରୂପ ପାଇଁ ଯୁବପିଢ଼ି ପାଗଳ ହୋଇ ଯାଉଛନ୍ତି ଦିନେ ତାଙ୍କ ଦେହ ହିଁ ତାଙ୍କର ଥିଲା ଶତ୍ରୁ। ଏହି ଭାରତୀୟ […]

deha

deha

Rakesh Mallick
  • Published: Friday, 06 July 2018
  • Updated: 06 July 2018, 07:47 PM IST

Sports

Latest News

ମୁମ୍ବାଇ: ତାଙ୍କର ଟିକେ ଝଲକ୍‌ ପାଇବାକୁ ଏବେ ଯୁବପିଢ଼ି ପାଗଳ। ଏମିତିକି ଗୁଗଲ୍‌ରେ ସର୍ବାଧିକ ଖୋଜା ଯାଉଥିବା ନାଁ ବି ହେଉଛି ତାଙ୍କର। ସନ୍ନି ଲିଓନି। ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ଜଣକ ଏବେ ଚର୍ଚ୍ଚାରେ। ଜାଣିଛନ୍ତି, ଏହି ଲୋକପ୍ରିୟ ଅଭିନେତ୍ରୀ ଜଣଙ୍କର ଆଦ୍ୟ ଜୀବନ କେମିତି କଟିଥିଲା? ଆଜି ଯାହାଙ୍କ ରୂପ ପାଇଁ ଯୁବପିଢ଼ି ପାଗଳ ହୋଇ ଯାଉଛନ୍ତି ଦିନେ ତାଙ୍କ ଦେହ ହିଁ ତାଙ୍କର ଥିଲା ଶତ୍ରୁ।

ଏହି ଭାରତୀୟ ଅଭିନେତ୍ରୀଙ୍କ ପିଲାବେଳ ବିଦେଶରେ କଟିଥିବା ବେଳେ ସ୍କୁଲରେ ସାଙ୍ଗମାନେ ତାଙ୍କ ଶରୀର ଗଠନ ପାଇଁ ତାଙ୍କୁ ଅନେକ ପରିହାସ କରୁଥିଲେ। ନିଜ ଶରୀରକୁ ଠିକ୍‌ ଢଙ୍ଗରେ ସଜେଇବାକୁ ତାଙ୍କ ପାଖରେ ଏତେ ଅର୍ଥ ବି ନ ଥିଲା। ଭାରି ଦୁର୍ଦ୍ଦିନରେ କଟିଥିଲା ତାଙ୍କ ଆଦ୍ୟ ଜୀବନ।

ଖାଲି ଏତିକି ନୁହେଁ, ଆହୁରି ଅନେକ ଏମିତି କଥା, ଯାହା ସନ୍ନିଙ୍କ ସମ୍ପର୍କରେ ଆପଣ ଜାଣି ନ ଥିବେ ଖୁବ୍‌ଶୀଘ୍ର ସେ ସବୁ ଜାଣିବାକୁ ପାଇବେ। ଅଭିନେତ୍ରୀ ସନ୍ନି ଲିଓନିଙ୍କ ବାୟୋପିକ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ୱେବ ସିରିଜ୍‌ ‘କରଣଜୀତ୍‌ କୌର- ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ସନ୍ନି ଲିଓନି’ ଜରିଆରେ ଅାଡଲ୍ଟ ଷ୍ଟାରରୁ ବଲିଉଡ୍‌ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଦର୍ଶାଯାଇଛି। ଯାହାର ଟ୍ରେଲର ରିଲିଜ୍‌ ହୋଇସାରିଛି। ସନ୍ନିଙ୍କ ପିଲାଦିନ, ପରିବାର ଓ ପର୍ଣ୍ଣ ଷ୍ଟାର୍ ହେବାର ଯାତ୍ରା ଏଥିରେ ଦର୍ଶାଯାଇଛି। ଫିଲ୍ମଟି ଜୁଲାଇ ୧୬ରେ G5 ଆପ୍‌ରେ ଲିରିଜ୍‌ ହେବ।

ସେ କେମିତି ପର୍ଣ୍ଣ ଇଣ୍ଡଷ୍ଟ୍ରୀ ଛାଡ଼ି ବଲିଉଡ୍‌ରେ ପ୍ରବେଶ କରନ୍ତି ଆଉ ବିବାଦରେ ଘେରି ଯାଆନ୍ତି, ସେ କାହାଣୀ ବି ପରଦାରେ ଦେଖାଯିବ। ସନ୍ନି ନିଜେ ହିଁ ଟ୍ୱିଟ୍‌ କରି ନିଜ ଫିଲ୍ମ ବିଷୟରେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story