ନୂଆ ବୟଫ୍ରେଣ୍ଡଙ୍କ ସହ ଲିଭ୍‌ ଇନ୍‌ରେ ରହିପାରନ୍ତି କରିଶ୍ମା

ମୁମ୍ବାଇ: ସ୍ୱାମୀ ସଞ୍ଜୟଙ୍କ ସହ ଛାଡ଼ପତ୍ର ପରେ କରିଶ୍ମା ଏବେ ନିଜର ଅଧିକାଂଶ ସମୟ ପରିବାର ଓ ନୂଆ ବୟଫ୍ରେଣ୍ଡ ସନ୍ଦୀପ ତୋସନିବାଲଙ୍କ ସହ କାଟୁଛନ୍ତି। ଖବର ମୁତାବକ କରିଶ୍ମା ସନ୍ଦୀପଙ୍କୁ ବର୍ତ୍ତମାନ ଡେଟ୍‌ କରୁଛନ୍ତି। ସନ୍ଦୀପ ମଧ୍ୟ ଖବୁ ଶୀଘ୍ର ନିଜର ପତ୍ନୀ ଅଶ୍ରୀତାଙ୍କ ଠାରୁ ଛାଡ଼ପତ୍ର ନେବାକୁ ଯାଉଛନ୍ତି। ଏହାପରେ ସେ ଏକ ବଡ଼ ଘର ନେଇ କରିଶ୍ମା ଓ ତାଙ୍କ ଦୁଇ ସନ୍ତାନଙ୍କୁ ପାଖରେ ରଖିବେ ବୋଲି ଶୁଣିବାକୁ ମିଳୁଛି। ତେବେ କରିଶ୍ମା […]

karisma-sandeep

karisma-sandeep

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 05:41 PM IST

Sports

Latest News

ମୁମ୍ବାଇ: ସ୍ୱାମୀ ସଞ୍ଜୟଙ୍କ ସହ ଛାଡ଼ପତ୍ର ପରେ କରିଶ୍ମା ଏବେ ନିଜର ଅଧିକାଂଶ ସମୟ ପରିବାର ଓ ନୂଆ ବୟଫ୍ରେଣ୍ଡ ସନ୍ଦୀପ ତୋସନିବାଲଙ୍କ ସହ କାଟୁଛନ୍ତି। ଖବର ମୁତାବକ କରିଶ୍ମା ସନ୍ଦୀପଙ୍କୁ ବର୍ତ୍ତମାନ ଡେଟ୍‌ କରୁଛନ୍ତି।

ସନ୍ଦୀପ ମଧ୍ୟ ଖବୁ ଶୀଘ୍ର ନିଜର ପତ୍ନୀ ଅଶ୍ରୀତାଙ୍କ ଠାରୁ ଛାଡ଼ପତ୍ର ନେବାକୁ ଯାଉଛନ୍ତି। ଏହାପରେ ସେ ଏକ ବଡ଼ ଘର ନେଇ କରିଶ୍ମା ଓ ତାଙ୍କ ଦୁଇ ସନ୍ତାନଙ୍କୁ ପାଖରେ ରଖିବେ ବୋଲି ଶୁଣିବାକୁ ମିଳୁଛି। ତେବେ କରିଶ୍ମା ଛାଡ଼ପତ୍ର ପରଠାରୁ ନିଜ ପିଲାଙ୍କୁ ନେଇ ବାପା ରଣଧୀର କପୁରଙ୍କ ସହ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story