୨୦୧୮ରେ ଆରମ୍ଭ ହେବ ‘କିକ୍‌-୨’ର ସୁଟିଂ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ୨୦୧୪ ସୁପରହିଟ୍‌ ଫିଲ୍ମ ‘କିକ୍‌’ର ସିକ୍ୱେଲ ‘କିକ୍‌-୨’ର ସୁଟିଂ କାମ ଆରମ୍ଭ ହେବ ୨୦୧୮ରେ। ନିର୍ଦ୍ଦେଶକ ସାଜିଦ୍‌ ନଦିଆଦୱାଲା ଓ ସଲମାନ ଉଭୟ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ‘କିକ୍‌-୨’ର ସୁଟିଂ କାମ ଆରମ୍ଭ ନେଇ କୌଣସି ସୂଚନା ମିଳିପାରୁ ନଥିଲା। ଖବର ମୁତାବକ ଫିଲ୍ମର ସ୍କ୍ରିପ୍ଟ ସଲମାନଙ୍କୁ ଖୁବ୍‌ପସନ୍ଦ ଆସିଛି। ଗତବର୍ଷର ଖବର ଅନୁଯାୟୀ ଫିଲ୍ମର ସୁଟିଂ ୨୦୧୭ରେ ଆରମ୍ଭ ହେବାର ଥିଲା। ସିକ୍ୱେଲ ପାଇଁ ଷ୍ଟାର ଚୟନ ଏବେ ପର୍ଯ୍ୟନ୍ତ […]

salman_khan_kick

salman_khan_kick

Rakesh Mallick
  • Published: Wednesday, 25 January 2017
  • Updated: 25 January 2017, 05:45 PM IST

ମୁମ୍ବାଇ: ସଲମାନ ଖାନ୍‌ଙ୍କ ୨୦୧୪ ସୁପରହିଟ୍‌ ଫିଲ୍ମ ‘କିକ୍‌’ର ସିକ୍ୱେଲ ‘କିକ୍‌-୨’ର ସୁଟିଂ କାମ ଆରମ୍ଭ ହେବ ୨୦୧୮ରେ। ନିର୍ଦ୍ଦେଶକ ସାଜିଦ୍‌ ନଦିଆଦୱାଲା ଓ ସଲମାନ ଉଭୟ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ‘କିକ୍‌-୨’ର ସୁଟିଂ କାମ ଆରମ୍ଭ ନେଇ କୌଣସି ସୂଚନା ମିଳିପାରୁ ନଥିଲା।

ଖବର ମୁତାବକ ଫିଲ୍ମର ସ୍କ୍ରିପ୍ଟ ସଲମାନଙ୍କୁ ଖୁବ୍‌ପସନ୍ଦ ଆସିଛି। ଗତବର୍ଷର ଖବର ଅନୁଯାୟୀ ଫିଲ୍ମର ସୁଟିଂ ୨୦୧୭ରେ ଆରମ୍ଭ ହେବାର ଥିଲା। ସିକ୍ୱେଲ ପାଇଁ ଷ୍ଟାର ଚୟନ ଏବେ ପର୍ଯ୍ୟନ୍ତ ହୋଇ ନାହିଁ। ‘କିକ୍‌’ରେ ସଲମାନ ଖାନ୍‌ଙ୍କ ସହିତ ଲିଡ୍‌ରୋଲରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ରଣଦୀପ ହୁଡ୍ଡା ଏବଂ ନୱାଜୁଦ୍ଦିନ୍‌ ସିଦ୍ଦିକି ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story