ୱେଷ୍ଟଙ୍କ ଠାରୁ ଛାଡ଼ପତ୍ର ଚାହାନ୍ତି କିମ୍‌

ମୁମ୍ବାଇ: ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍‌ ପିଟ୍‌ ପରେ ଏବେ କିମ୍‌ କାର୍ଦ୍ଦାଶିଆନ୍‌ ଏବଂ କେନ୍‌ ୱେଷ୍ଟ ମଧ୍ୟ ନିଜର ବୈବାହିକ ସଂପର୍କରୁ ଅଲଗା ହେବାକୁ ଯାଉଛନ୍ତି। ବଲିଉଡ ଡଟ୍‌କମ୍‌ ଖବର ମୁତାବକ ଉଭୟଙ୍କ ସଂପର୍କରେ କିଛିଦିନ ଧରି ବିବାଦ ଦେଖାଯାଇଛି। କିଛି ଦିନ ପୂର୍ବରୁ କେନ୍‌ ୱେଷ୍ଟ ଦେହ ଖରାପ କାରଣରୁ ହସପିଟାଲରେ ରହୁଥିଲେ। ୱେଷ୍ଟଙ୍କ କହିବା ମୁତାବକ କିମ୍‌ ତାଙ୍କର ଓ ପରିବାରର ଖୁବ୍‌ ଧ୍ୟାନ ରଖନ୍ତି। କିନ୍ତୁ ସେ ନିଜକୁ ପରିବାର ମଧ୍ୟରେ […]

kim-west

kim-west

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 02:06 PM IST

Sports

Latest News

ମୁମ୍ବାଇ: ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍‌ ପିଟ୍‌ ପରେ ଏବେ କିମ୍‌ କାର୍ଦ୍ଦାଶିଆନ୍‌ ଏବଂ କେନ୍‌ ୱେଷ୍ଟ ମଧ୍ୟ ନିଜର ବୈବାହିକ ସଂପର୍କରୁ ଅଲଗା ହେବାକୁ ଯାଉଛନ୍ତି। ବଲିଉଡ ଡଟ୍‌କମ୍‌ ଖବର ମୁତାବକ ଉଭୟଙ୍କ ସଂପର୍କରେ କିଛିଦିନ ଧରି ବିବାଦ ଦେଖାଯାଇଛି। କିଛି ଦିନ ପୂର୍ବରୁ କେନ୍‌ ୱେଷ୍ଟ ଦେହ ଖରାପ କାରଣରୁ ହସପିଟାଲରେ ରହୁଥିଲେ।

ୱେଷ୍ଟଙ୍କ କହିବା ମୁତାବକ କିମ୍‌ ତାଙ୍କର ଓ ପରିବାରର ଖୁବ୍‌ ଧ୍ୟାନ ରଖନ୍ତି। କିନ୍ତୁ ସେ ନିଜକୁ ପରିବାର ମଧ୍ୟରେ ବାନ୍ଧି ହେଲା ପରି ଅନୁଭବ କରନ୍ତି। ସେ ଲମ୍ବା ସମୟ ପର୍ଯ୍ୟନ୍ତ ବୈବାହିକ ବନ୍ଧନରେ ବାନ୍ଧି ରହିବାକୁ ଚାହୁଁ ନାହାଁନ୍ତି। ଅନ୍ୟପଟେ କିମ୍‌ ଛାଡ଼ପତ୍ର ବ୍ୟତୀତ ନିଜର ଦୁଇ ପିଲାଙ୍କୁ ପାଖରେ ରଖିବାକୁ ଚାହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos