ମରାଠୀ ଭାଷାରେ ଗୀତ ଗାଇବେ କିରନ୍‌

ମୁମ୍ବାଇ: ମରାଠୀରେ ଭାଷାରେ ଗୀତ ଗାଇବେ ଆମୀରଙ୍କ ପତ୍ନୀ କିରଣ ରାଓ। ଜଳ ସଂରକ୍ଷଣକୁ ନେଇ ଆରମ୍ଭ କରାଯାଇଥିବା ଗ୍ଧସତ୍ୟ ମେବ ଜୟତେ ୱାଟର କପ୍‌ଗ୍ଦ ଅଭିଯାନରେ ଜନଜାଗରଣ ପାଇଁ ଆମୀର ଖାନ୍‌ଓ ତାଙ୍କ ପତ୍ନୀ କିରଣ ରାଓ ଏକ ମ୍ୟୁଜିକ୍‌ଭିଡିଓ ପ୍ରସ୍ତୁତିର ଘୋଷଣା କରିଛନ୍ତି।

ଏହି ଗୀତକୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବିଖ୍ୟାତ ଗୀତିକାର ଗୁରୁ ଠାକୁର ଲେଖିଥିବା ବେଳେ ଅଜୟ-ଅତୁଲ ଏହାକୁ କମ୍ପୋଜ କରିଛନ୍ତି। ଏହି ଭିଡ଼ିଓରେ ମରାଠୀ ଫିଲ୍ମ ଅଭିନେତା ଆକାଶ ୟୋସର ଏବଂ ଅଭିନେତ୍ରୀ ରିଙ୍କୁ ରାଜଗୁରୁ ନଜର ଆସିବେ। ଗତବର୍ଷ ଆମୀର ଓ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ଜଳ ଶିବିର ଅଭିଯାନରେ ସାମିଲ ହୋଇ ଥିଲେ।

 

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌

ଟେଲିଭିଜନ୍ ଅଭିନେତ୍ରୀଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ନେପୋଟିଜମ୍‌ ପାଇଁ ହାତରୁ ଚାଲିଯାଇଥିଲା ଫିଲ୍ମ, ରାତି ସାରା କାନ୍ଦିଥିଲେ ପିସି

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି; ୫୫୦ ପରିବାରକୁ ଖାଇବାକୁ ଦେବେ ଭୂମି

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା

ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍