ମରାଠୀ ଭାଷାରେ ଗୀତ ଗାଇବେ କିରନ୍‌

ମୁମ୍ବାଇ: ମରାଠୀରେ ଭାଷାରେ ଗୀତ ଗାଇବେ ଆମୀରଙ୍କ ପତ୍ନୀ କିରଣ ରାଓ। ଜଳ ସଂରକ୍ଷଣକୁ ନେଇ ଆରମ୍ଭ କରାଯାଇଥିବା ଗ୍ଧସତ୍ୟ ମେବ ଜୟତେ ୱାଟର କପ୍‌ଗ୍ଦ ଅଭିଯାନରେ ଜନଜାଗରଣ ପାଇଁ ଆମୀର ଖାନ୍‌ଓ ତାଙ୍କ ପତ୍ନୀ କିରଣ ରାଓ ଏକ ମ୍ୟୁଜିକ୍‌ଭିଡିଓ ପ୍ରସ୍ତୁତିର ଘୋଷଣା କରିଛନ୍ତି। ଏହି ଗୀତକୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବିଖ୍ୟାତ ଗୀତିକାର ଗୁରୁ ଠାକୁର ଲେଖିଥିବା ବେଳେ ଅଜୟ-ଅତୁଲ ଏହାକୁ କମ୍ପୋଜ କରିଛନ୍ତି। ଏହି ଭିଡ଼ିଓରେ ମରାଠୀ ଫିଲ୍ମ ଅଭିନେତା ଆକାଶ ୟୋସର […]

kiran-rao

kiran-rao

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 02:01 PM IST

ମୁମ୍ବାଇ: ମରାଠୀରେ ଭାଷାରେ ଗୀତ ଗାଇବେ ଆମୀରଙ୍କ ପତ୍ନୀ କିରଣ ରାଓ। ଜଳ ସଂରକ୍ଷଣକୁ ନେଇ ଆରମ୍ଭ କରାଯାଇଥିବା ଗ୍ଧସତ୍ୟ ମେବ ଜୟତେ ୱାଟର କପ୍‌ଗ୍ଦ ଅଭିଯାନରେ ଜନଜାଗରଣ ପାଇଁ ଆମୀର ଖାନ୍‌ଓ ତାଙ୍କ ପତ୍ନୀ କିରଣ ରାଓ ଏକ ମ୍ୟୁଜିକ୍‌ଭିଡିଓ ପ୍ରସ୍ତୁତିର ଘୋଷଣା କରିଛନ୍ତି।

ଏହି ଗୀତକୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବିଖ୍ୟାତ ଗୀତିକାର ଗୁରୁ ଠାକୁର ଲେଖିଥିବା ବେଳେ ଅଜୟ-ଅତୁଲ ଏହାକୁ କମ୍ପୋଜ କରିଛନ୍ତି। ଏହି ଭିଡ଼ିଓରେ ମରାଠୀ ଫିଲ୍ମ ଅଭିନେତା ଆକାଶ ୟୋସର ଏବଂ ଅଭିନେତ୍ରୀ ରିଙ୍କୁ ରାଜଗୁରୁ ନଜର ଆସିବେ। ଗତବର୍ଷ ଆମୀର ଓ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ଜଳ ଶିବିର ଅଭିଯାନରେ ସାମିଲ ହୋଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story