କାହିଁକି ୧୪ ଥର ବେହୋସ୍ ହୋଇଯାଇଥିଲେ ଆଲିଆ?

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର’କୁ ଗତ ଅକ୍ଟୋବର ୧୯ ତାରିଖ ଦିନ ପାଞ୍ଚ ବର୍ଷ ପୂରିଗଲା। କରଣ ଏହି ଫିଲ୍ମରେ ତିନୋଟି ନୂଆ ଚେହେରା ଆଲିଆ ଭଟ୍ଟ୍, ବରୁଣ ଧୱନ୍ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଲଞ୍ଚ୍ କରିଥିଲେ। ଆଜି ଏହି ତିନି ଜଣ ଷ୍ଟାର ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ୍ ପ୍ରତିଷ୍ଠିତ। ହେଲେ ଆପଣ ଜାଣନ୍ତି କି ଏହି ଫିଲ୍ମର ସୁଟିଂ ସମୟରେ ଆଲିଆ ୧୪ଥର ବେହୋସ ହୋଇଯାଇଥିଲେ। ଏହି […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 01:49 PM IST

Sports

Latest News

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର’କୁ ଗତ ଅକ୍ଟୋବର ୧୯ ତାରିଖ ଦିନ ପାଞ୍ଚ ବର୍ଷ ପୂରିଗଲା। କରଣ ଏହି ଫିଲ୍ମରେ ତିନୋଟି ନୂଆ ଚେହେରା ଆଲିଆ ଭଟ୍ଟ୍, ବରୁଣ ଧୱନ୍ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଲଞ୍ଚ୍ କରିଥିଲେ। ଆଜି ଏହି ତିନି ଜଣ ଷ୍ଟାର ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ୍ ପ୍ରତିଷ୍ଠିତ। ହେଲେ ଆପଣ ଜାଣନ୍ତି କି ଏହି ଫିଲ୍ମର ସୁଟିଂ ସମୟରେ ଆଲିଆ ୧୪ଥର ବେହୋସ ହୋଇଯାଇଥିଲେ।

ଏହି ଫିଲ୍ମ ସୁଟିଂ ସମୟରେ ଆଲିଆ ୧୯ ବର୍ଷ ବୟସର ହୋଇଥିଲେ। ସୂଚନା ଅନୁଯାୟୀ ସେହି ସମୟରେ ଆଲିଆ ଅସୁସ୍ଥ ଥିଲେ। ତେଣୁ ସେ ବେହୋସ୍ ହୋଇଯାଇଥିଲେ। ଏକ ରିଆଲିଟି ସୋ’ରେ ଆଲିଆ କହିଥିଲେ ଯେ ଫିଲ୍ମର ‘ଇଶ୍କ ବାଲା ଲଭ୍’ ଗୀତ ସୁଟିଂ ବେଳେ ସେ ଦୁଇ ଥର ବେହୋସ୍ ହୋଇଯାଇଥିଲେ।

ସେ ସମୟରେ ଆଲିଆ ଏବଂ ବରୁଣଙ୍କ ରିଲେସନ୍‌କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଏହାପରେ ତାଙ୍କ ନାଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଯୋଡ଼ା ଯାଇଥିଲା। କୁହାଯାଉଛି ଯେ ଏହି ଦୁଇଜଣ ଏବେ ବି ରିଲେସନସିପ୍‌ରେ ଅଛନ୍ତି। ହେଲେ ଦୁଇଜଣଙ୍କ ମଧ୍ୟରୁ କେହି ବି ଏହାକୁ ଅଫିସିଆଲ୍‌ କରିନାହାନ୍ତି। ଅନ୍ୟପକ୍ଷରେ ଫିଲ୍ମ ‘୨ଷ୍ଟେଟ୍ସ୍’ ସମୟରେ ଆଲିଆଙ୍କ ନାଁ ଅର୍ଜୁନ୍ କପୁରଙ୍କ ସହ ଓ ଫିଲ୍ମ ‘ଜେଣ୍ଟିଲ୍ ମ୍ୟାନ୍’ ସମୟରେ ସିଦ୍ଧାର୍ଥଙ୍କ ନାଁ ଜ୍ୟାକଲିନ୍ ଫର୍ନାଣ୍ଡେଜ୍ ସହ ଯୋଡ଼ା ଯାଇଥିଲା।

‘ଷ୍ଟୁଡେଣ୍ଟ ଅଫ ଦି ଇୟର’କୁ ପାଞ୍ଚ ବର୍ଷ ପୂରିବା ଉପଲକ୍ଷେ କରଣ ଟ୍ୱିଟ୍ କରି ଲେଖିଥିଲେ ଯେ ଏହି ଫିଲ୍ମ ମୋତେ ସାରା ଜୀବନ ପାଇଁ ୩ଟି ଭଲ ବନ୍ଧୁ ଦେଇଛି। ଆଲିଆ ମଧ୍ୟ ଟ୍ୱିଟ୍ କରି କରଣଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଓ ଲେଖିଥିଲେ ଯେ ଏହାଠୁ ବଡ଼ ଆଉ କୌଣସି ଜାଗା ଆମ ସମ୍ପର୍କର ଆରମ୍ଭ ପାଇଁ ଭଲ ହୋଇ ନଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story