ଫ୍ୟାନ୍‌ଙ୍କ ପାଗଳାମି; ପସନ୍ଦର କଳାକାରଙ୍କ ପାଇଁ କରିପକାନ୍ତି ଅଜବଗଜବ କାମ

ବଲିଉଡ୍‌ର ସବୁ କଳାକାରଙ୍କର ନିର୍ଦ୍ଦିଷ୍ଟ ଫ୍ୟାନ୍‌ ଅଛନ୍ତି। ସେହି କଳାକାରମାନଙ୍କୁ ସେମାନେ ବିଶେଷ ଭାବେ ପସନ୍ଦ କରନ୍ତି। ତେବେ ଏହି ଫ୍ୟାନ୍‌ ମାନଙ୍କ ମଧ୍ୟରୁ କେହି କେହି ଏମିତି ପାଗଳାମି କରି ବସନ୍ତି ଯାହା ସେମାନଙ୍କୁ ଚର୍ଚ୍ଚାର ପରିସରଭୁକ୍ତ କରିଦିଏ। ଆସନ୍ତୁ ଜାଣିବା ଏମିତି କିଛି ଫ୍ୟାନ୍‌ ଓ ସେମାନଙ୍କ ଅଜବଗଜବ କାରନାମା ସଂପର୍କରେ ଯାହା ସେମାଙ୍କର ମନପସନ୍ଦର କଳାକାରଙ୍କୁ ବି ଆଶ୍ଚର୍ଯ୍ୟ କରିଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନ– ବିଶ୍ଵ ସୁନ୍ଦରୀ ଐଶ୍‌ଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। […]

amitav

amitav

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 11:29 AM IST

ବଲିଉଡ୍‌ର ସବୁ କଳାକାରଙ୍କର ନିର୍ଦ୍ଦିଷ୍ଟ ଫ୍ୟାନ୍‌ ଅଛନ୍ତି। ସେହି କଳାକାରମାନଙ୍କୁ ସେମାନେ ବିଶେଷ ଭାବେ ପସନ୍ଦ କରନ୍ତି। ତେବେ ଏହି ଫ୍ୟାନ୍‌ ମାନଙ୍କ ମଧ୍ୟରୁ କେହି କେହି ଏମିତି ପାଗଳାମି କରି ବସନ୍ତି ଯାହା ସେମାନଙ୍କୁ ଚର୍ଚ୍ଚାର ପରିସରଭୁକ୍ତ କରିଦିଏ। ଆସନ୍ତୁ ଜାଣିବା ଏମିତି କିଛି ଫ୍ୟାନ୍‌ ଓ ସେମାନଙ୍କ ଅଜବଗଜବ କାରନାମା ସଂପର୍କରେ ଯାହା ସେମାଙ୍କର ମନପସନ୍ଦର କଳାକାରଙ୍କୁ ବି ଆଶ୍ଚର୍ଯ୍ୟ କରିଥିଲା।

aishଐଶ୍ୱର୍ଯ୍ୟା ରାୟ ବଚ୍ଚନ- ବିଶ୍ଵ ସୁନ୍ଦରୀ ଐଶ୍‌ଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ସେ ବିବାହ କରିବା ପରେ ତାଙ୍କର ଅନେକ ଫ୍ୟାନ୍‌ଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଶ୍ରୀଲଙ୍କାରେ ରହୁଥିବା ନିରୋସନ୍‌ ଦେବ ପ୍ରିୟ ନାମକ ଜଣେ ଫ୍ୟାନ୍‌ ଐଶ୍‌ଙ୍କ ବିବାହକୁ ଆଦୌ ବରଦାସ୍ତ କରିପାରି ନଥିଲେ। ସେ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ଖାଲି ଏତିକି ନୁହେଁ, ସେ ଐଶ୍‌ଙ୍କ ଉପରେ କେସ୍‌ କରିବାକୁ ଚାହୁଁଥିଲେ। ଐଶ୍‌ ତାଙ୍କ ଫ୍ୟାନ୍‌ଙ୍କ ଏଭଳି ପାଗଳାମିରେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

salmanସଲମାନ ଖାନ- ଥରେ ମୌଲିକ୍‌ ବାବୁ ଭାଇ ନାମକ ଜଣେ ଫ୍ୟାନ୍‌ ସଲମାନଙ୍କୁ ଦେଖା କରିବା ପାଇଁ ଓ ତାଙ୍କ ସହ ଫଟୋ ଉଠାଇବା ପାଇଁ ଖାଇବା ପିଇବା ବନ୍ଦ କରି ଧାରଣାରେ ବସିଥିଲେ। ଏହାଛଡ଼ା ସଲମାନଙ୍କ ଫିଲ୍ମ ‘ଦବଙ୍ଗ’ର ରିଲିଜ୍‌ ବେଳେ ତାଙ୍କର ଆଉ ଜଣେ ଫ୍ୟାନ୍‌ ପ୍ରଥମ ଶୋ’ର ୧୨୦ଟି ସିଟ୍‌ ଆଡ୍‌ଭାନ୍ସ ବୁକ୍ କରି ଚର୍ଚ୍ଚାର ପରିସରକୁ ଆସିଥିଲେ।

କ୍ୟାଟ୍ରିନା କୈଫ- ବଲିଉଡ୍‌ର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ୍‌ଙ୍କ ଜଣେ ଫ୍ୟାନ୍‌ ତାଙ୍କର ଟିକେ ଝଲକ ପାଇବା ପାଇଁ ଥରେ ତାଙ୍କ ପିଛା କରିଥିଲେ। କ୍ୟାଟ୍ରିନ୍‌ଙ୍କ ପିଛା କରି କରି ସେ ତାଙ୍କ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଯାଇଥିଲେ। ବଡ଼ କଷ୍ଟରେ ସେ କ୍ୟାଟ୍ରିନାଙ୍କ ପିଛା ଛାଡ଼ି ଥିଲେ।

hrithikroshanହ୍ରିତିକ୍‌ ରୋଶନ- ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନଙ୍କ ଫ୍ୟାନ୍‌ ସଂଖ୍ୟା କିଛି କମ୍‌ ନୁହେଁ। ଥରେ ତାଙ୍କର ଜଣେ ଫ୍ୟାନ  ଫିଲ୍ମ ‘କାବିଲ’ ରିଲଜ୍ ସମୟରେ ପ୍ରଥମ ଶୋ’ର ୭୦ଟି ଟିକେଟ କିଣି ଥିଲେ।

kareenakapoorକରୀନା କପୁର ଖାନ୍‌- କରୀନାଙ୍କ ଜଣେ ଫ୍ୟାନ୍‌ଙ୍କ ପାଗଳାମି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ତାଙ୍କୁ ହୀରାର ଏକ ହାର କରୀନାଙ୍କୁ ଉପହାର ଦେଇଥିଲେ। ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ଥିଲା। ଏଥିରେ କରୀନା ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

priyankachopraପ୍ରିୟଙ୍କା ଚୋପ୍ରା- ଏମିତିତ ପ୍ରିୟଙ୍କାଙ୍କ ଫ୍ୟାନ୍‌ ସାରା ବିଶ୍ଵରେ ଅଛନ୍ତି। କିନ୍ତୁ ସୌରଭ କାନ୍ତ ଟିକେ ଅଲଗା। ସେ ନିଜେ ପ୍ରିୟଙ୍କାଙ୍କ ୫ ଫୁଟ୍‌ ଉଚ୍ଚର ଚିତ୍ର ବନାଇଥିଲେ। ଏହାକୁ ଦେଖି ପ୍ରିୟଙ୍କା ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ।

amitabhbachchanଅମିତାଭ ବଚ୍ଚନ- ମହାନାୟକ ଅମିତାଭଙ୍କର ଅଛନ୍ତି ଅଗଣିତ ଫ୍ୟାନ୍‌। କିନ୍ତୁ ତାଙ୍କର ଜଣେ ଫ୍ୟାନ୍‌ଙ୍କ ପାଗଳାମି ଏତେ ବଢିଯାଇଥିଲା ନିଜେ ଅମିତାଭ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଥରେ ସେହି ଫ୍ୟାନ୍‌ ଏକ ଟ୍ରକରେ ସିଙ୍ଗଡ଼ା ଭର୍ତ୍ତି କରି ତାଙ୍କ ପାଖକୁ ପଠାଇଥିଲେ। ଅମିତାଭ ତାଙ୍କର ଅନ୍ୟ ଫ୍ୟାନ୍‌ଙ୍କ ମଧ୍ୟରେ ଏହାକୁ ବାଣ୍ଟି ଦେଇଥିଲେ।

Deepikaଦୀପିକା ପାଦୁକୋନ୍‌- ଦୀପିକାଙ୍କ ଜଣେ ଫ୍ୟାନ୍‌ ତାଙ୍କ ପାଇଁ ଏମିତି କିଛି କରିଥିଲେ ଯେଉଁଥିରେ ସେ ଆଶ୍ଟର୍ଯ୍ୟ ହୋଇ ଯାଇଥିଲେ। ଦୀପିକାଙ୍କ ଜନ୍ମଦିନରେ ସେ ତାଙ୍କ ନାଁରେ ଏକ ୱେବସାଇଟ୍‌ ଖୋଲିଥିଲେ। ଏଥିରେ ଦୀପିକାଙ୍କ ସହ ଜଡ଼ିତ ଅନେକ କଥା ଓ ଫଟୋ ରହିଥିଲା।

kanganaକଙ୍ଗନା ରଣାୱତ- ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନାଙ୍କୁ ତାଙ୍କର ଜଣେ ଫ୍ୟାନ୍‌ ଏକ ଲେଟର ପଠାଇଥିଲେ। ସେଥିରେ ସେ କଙ୍ଗନାଙ୍କୁ ନିଜ ଗାର୍ଲ ଫ୍ରେଣ୍ଡ ବୋଲି ଉଲ୍ଲେଖ କରିଥିଲେ। ଏହା କଙ୍ଗନାଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟ କରିଥିଲା।

ସଞ୍ଜୟ ଦତ୍ତ- ‘ଭୂମି’ ଫିଲ୍ମ ସୁଟିଂ ବେଳର କଥା। ସଞ୍ଜୟ ଦତ୍ତଙ୍କ ଜଣେ ଫ୍ୟାନ୍‌ ବାଇକ୍‌ରେ ସୁଟ୍ଂ ସେଟ୍‌ରେ ପହଞ୍ଚିଥିଲେ। ସେ ସଞ୍ଜୟଙ୍କୁ ତାଙ୍କ ସହ ଡ୍ରାଇଭ୍‌ରେ ଯିବାକୁ କହିଥିଲେ। ସଞ୍ଜୟ ତାଙ୍କ କଥା କାଟି ପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story