ପୁରୁଣା ଗୀତର ରିମେକ୍‌ରେ ଖୁସି ନାହାନ୍ତି ଲତା 

ମୁମ୍ବାଇ: ଫିଲ୍ମ ହେଉକି ଗୀତ ଆଜିକାଲି ସବୁ ପୁରୁଣା ଜନିଷକୁ ନୂଆ ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି। ପୁରୁଣା ଗୀତକୁ ରିମେକ୍ କରିବା ଆଜିକାଲି ଏକ ଟ୍ରେଣ୍ଡ ହେଇଗଲାଣି। କିନ୍ତୁ ଏହା କେତେ ଦୂର ଠିକ୍‌ ତାକୁ ନେଇ ଦ୍ୱିମତ ରହିଛି। କେହି ଏହାକୁ ସମର୍ଥନ କରୁଛନ୍ତି ତ ଆଉ କେହି ବିରୋଧ କରୁଛନ୍ତି। ନିକଟରେ ଏକ ଖବର କାଗଜରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାକ୍ଷାତକାର ପ୍ରକାଶ ପାଇଥିଲା। ଏଥିରେ ତାଙ୍କୁ ଗୀତ ରିମେକ୍ ସଂପର୍କରେ ପଚରା […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 02:01 PM IST

Sports

Latest News

ମୁମ୍ବାଇ: ଫିଲ୍ମ ହେଉକି ଗୀତ ଆଜିକାଲି ସବୁ ପୁରୁଣା ଜନିଷକୁ ନୂଆ ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି। ପୁରୁଣା ଗୀତକୁ ରିମେକ୍ କରିବା ଆଜିକାଲି ଏକ ଟ୍ରେଣ୍ଡ ହେଇଗଲାଣି। କିନ୍ତୁ ଏହା କେତେ ଦୂର ଠିକ୍‌ ତାକୁ ନେଇ ଦ୍ୱିମତ ରହିଛି। କେହି ଏହାକୁ ସମର୍ଥନ କରୁଛନ୍ତି ତ ଆଉ କେହି ବିରୋଧ କରୁଛନ୍ତି। ନିକଟରେ ଏକ ଖବର କାଗଜରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାକ୍ଷାତକାର ପ୍ରକାଶ ପାଇଥିଲା। ଏଥିରେ ତାଙ୍କୁ ଗୀତ ରିମେକ୍ ସଂପର୍କରେ ପଚରା ଯାଇଥିଲା। ପୁରୁଣା ଗୀତକୁ ରିମେକ୍‌ କରାଯିବା କଥାକୁ ସେ ପସନ୍ଦ କରି ନାହାନ୍ତି।

ଲତା ଏଥିରେ କହିଥିଲେ,“ମୋ ମତରେ ପୁରୁଣା ଗୀତର ରିମେକ୍ କରିବା ଠିକ୍ କଥା ନୁହେଁ। ସେ ଗୀତ ଗୁଡ଼ିକୁ ସଂଗୀତ ଦୁନିଆର ବଡ଼ ବଡ଼ ମହରାଥୀମାନେ ଲେଖିଥିଲେ ଓ ଗାଇ ଥିଲେ। ସେଗୁଡ଼ିକୁ ବଦଳାଇବା ଠିକ୍ ନୁହେଁ।”

lataବାଣୀ କପୁରଙ୍କ ଏକ ଆଲ୍‌ବମ୍ ଦେଖିଥିବେ। ସେ ଏଥିରେ ‘ନି ମେଁ ୟାର ମନାନା ନି, ଚାହେ ଲୋଗ ବୋଲିୟା ବୋଲେ...’ ଗୀତରେ ନାଚୁଛନ୍ତି। ପ୍ରକୃତରେ ଏହି ଗୀତଟି ଗାଇଥିଲେ ଲତା ମଙ୍ଗେସକର ଓ ମୀନୁ ପୁରୁଷୋତ୍ତମ। ୧୯୭୩ରେ ଫିଲ୍ମ ‘ଦାଗ’ ପାଇଁ ସେମାନେ ଏହି ଗୀତ ଗାଇ ଥିଲେ। ଏହାର ରିମେକ୍ ଯେଉଁଥିରେ ବାଣୀ କପରୁ ନାଚୁଛନ୍ତି ତାହାକୁ ଗାଇଛନ୍ତି ୟଶିତା ଶର୍ମା ଓ ହୀତେଶ ମୋଦକ।

ଏନେଇ ବି ଲତାଙ୍କୁ ତାଙ୍କ ମତାମତ ପଚରା ଯାଇଥିଲା। ସେ କହିଥିଲେ,“ମୁଁ ଏଥିରେ ଖୁସି ନାହିଁ। ମୁଁ ଏହାକୁ ଶୁଣିନି କି ଶୁଣିବାକୁ ଚାହୁଁନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story