‘ଲୈଲା ମେ ଲୈଲା’ ପାଇଁ ସନିଙ୍କୁ ଚାରି କୋଟିର ଅଫର୍‌

ମୁମ୍ବାଇ: ‘ରଇସ୍‌’ର ‘ଲୈଲା ମେ ଲୈଲା’ ଗୀତ ପାଇଁ ଅଭିନେତ୍ରୀ ସନି ଲିଓନୀ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିସମାସ ଓ ନୂଆବର୍ଷ ଉପଲକ୍ଷେ ଏହି ଗୀତରେ ଲାଇଭ ପରଫରମାନ୍ସ ପାଇଁ ସନିଙ୍କୁ ୪କୋଟି ଟଙ୍କାର ଅଫର ଦିଆଯାଇଛି। ତାଙ୍କୁ ଏହି ଅଫର ‘ରଇସ’ର ଟ୍ରେଲର ରିଲିଜ ପରେ ମିଳିଛି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା। ଦର୍ଶକଙ୍କୁ ଟ୍ରେଲର କାଫି ପସନ୍ଦ ଆସିଥିବା ବେଳେ ଟ୍ରେଲରରେ ‘ଲୈଲା ମେ ଲୈଲା’ ଗୀତର ରିମେକ୍‌ ଭର୍ସନ୍‌ର […]

lela-o-lela

lela-o-lela

Rakesh Mallick
  • Published: Wednesday, 21 December 2016
  • Updated: 22 December 2016, 02:51 PM IST

Sports

Latest News

ମୁମ୍ବାଇ: ‘ରଇସ୍‌’ର ‘ଲୈଲା ମେ ଲୈଲା’ ଗୀତ ପାଇଁ ଅଭିନେତ୍ରୀ ସନି ଲିଓନୀ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିସମାସ ଓ ନୂଆବର୍ଷ ଉପଲକ୍ଷେ ଏହି ଗୀତରେ ଲାଇଭ ପରଫରମାନ୍ସ ପାଇଁ ସନିଙ୍କୁ ୪କୋଟି ଟଙ୍କାର ଅଫର ଦିଆଯାଇଛି। ତାଙ୍କୁ ଏହି ଅଫର ‘ରଇସ’ର ଟ୍ରେଲର ରିଲିଜ ପରେ ମିଳିଛି।

କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା। ଦର୍ଶକଙ୍କୁ ଟ୍ରେଲର କାଫି ପସନ୍ଦ ଆସିଥିବା ବେଳେ ଟ୍ରେଲରରେ ‘ଲୈଲା ମେ ଲୈଲା’ ଗୀତର ରିମେକ୍‌ ଭର୍ସନ୍‌ର କିଛି ଝଲକ ଦେଖିବାକୁ ମିଳିଛି। ଗୀତରେ ସନିଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story