‘ଲିପ୍‌ଷ୍ଟିକ ଅଣ୍ଡର ମାଇଁ ବୁର୍ଖା’କୁ ‘ଏ’ ଦିଅ

ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡ୍ ମୁଭି ‘ଲିପ୍‌ଷ୍ଟିକ ଅଣ୍ଡର ମାଇଁ ବୁର୍ଖା’। ଅତ୍ୟଧିକ ଅଶ୍ଳୀଳ ଏବଂ ଆପତ୍ତିଜନକ ସିନ୍‌କୁ ନେଇ ବିବାଦ ଘେରକୁ ଆସିଛି  ଏହି ଫିଲ୍ମ। ଫିଲ୍ମକୁ ସାର୍ଟିଫିକେଟ ଅନୁମୋଦନକୁ ନେଇ ସୃଷ୍ଟି ହୋଇଛି ଝଡ଼। ଏପରିକି ଏହି ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡ଼ ‘ଏ’ ସାର୍ଟିଫିକେଟ ଦେବାକୁ ମନା କରିଦେଇଥିଲା। ଏହାକୁ ନେଇ  ଦି ଫିଲ୍ମ ସାର୍ଟିଫିକେଶନ ଆପଲେଟ ଟ୍ରିବ୍ୟୁନାଲ (ଏଫସିଏଟ) ଏବଂ ସେଣ୍ଟ୍ରାଲ ବୋର୍ଡ଼ ଅଫ ଫିଲ୍ମ ସାର୍ଟିଫିକେଶନ(ସିବିଏଫସି) ମୁହାଁମୁହିଁ ହୋଇଛନ୍ତି। ଏହି ସିନେମାକୁ  ଏ […]

lipstick-1

lipstick-1

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 08:49 AM IST

Sports

Latest News

ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡ୍ ମୁଭି ‘ଲିପ୍‌ଷ୍ଟିକ ଅଣ୍ଡର ମାଇଁ ବୁର୍ଖା’। ଅତ୍ୟଧିକ ଅଶ୍ଳୀଳ ଏବଂ ଆପତ୍ତିଜନକ ସିନ୍‌କୁ ନେଇ ବିବାଦ ଘେରକୁ ଆସିଛି  ଏହି ଫିଲ୍ମ। ଫିଲ୍ମକୁ ସାର୍ଟିଫିକେଟ ଅନୁମୋଦନକୁ ନେଇ ସୃଷ୍ଟି ହୋଇଛି ଝଡ଼। ଏପରିକି ଏହି ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡ଼ ‘ଏ’ ସାର୍ଟିଫିକେଟ ଦେବାକୁ ମନା କରିଦେଇଥିଲା। ଏହାକୁ ନେଇ  ଦି ଫିଲ୍ମ ସାର୍ଟିଫିକେଶନ ଆପଲେଟ ଟ୍ରିବ୍ୟୁନାଲ (ଏଫସିଏଟ) ଏବଂ ସେଣ୍ଟ୍ରାଲ ବୋର୍ଡ଼ ଅଫ ଫିଲ୍ମ ସାର୍ଟିଫିକେଶନ(ସିବିଏଫସି) ମୁହାଁମୁହିଁ ହୋଇଛନ୍ତି।

ଏହି ସିନେମାକୁ  ଏ ସାର୍ଟିଫିକେଟ ଦେବାକୁ ଏଫସିଏଟ ପକ୍ଷରୁ ସିବିଏଫସିକୁ ନିର୍ଦେଶ ଦିଆଯାଇଛି। ଏହି ଫିଲ୍ମଟି ମହିଳାଙ୍କ ଜୀବନଶୈଳୀ ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ଏଥିରେ ଅଧିକ ଅଶ୍କୀଳ ସିନ ଥିବା କୁହାଯାଉଛି। ସେହିପରି ଏହି ଫିଲ୍ମରେ ସେକ୍ସକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା ବେଳେ  ଅସଭ୍ୟ ଭାଷାକୁ ବ୍ୟବହାର କରାଯାଇଛି। ଅଳଙ୍କ୍ରିତା ଶ୍ରୀବାସ୍ତବ ଏଥିରେ ନିର୍ଦ୍ଦେଶନା ଦେଇଥିବା ବେବେଳେ ପ୍ରଯୋଜନା କରିଛନ୍ତି ପ୍ରକାଶ ଝା । ଫିଲ୍ମରେ ଲିଡ୍‌ ରୋଲରେ କୋନକୋନା ସେନ୍ ଶର୍ମା, ରତନ ପାଠକ ଏବଂ ଆହାନା କୁମାର ଅଛନ୍ତି। ଏହି ଫିଲ୍ମକୁ ସାର୍ଟିଫିକେଟ ଦେବାକୁ ସେନ୍‌ସର ବୋର୍ଡ଼ ମନା କରିଦେବା ପରେ ପ୍ରଯୋଜକ ଏଫସିଏଟ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ପରେ ଏଫସିଏଟ ପକ୍ଷରୁ ଯାଞ୍ଚ କରାଯାଇଥିଲା। ‘ଏ’ ସାର୍ଟିଫିକେଟ ପାଇଁ ଥିବା ଗାଇଡଲାଇନକୁ ଏହି ଫିଲ୍ମରେ ଉଲ୍ଲଂଘନ କରାଯାଇ ନ ଥିବା ଏଫସିଏଟ ପକ୍ଷରୁ କୁହାଯାଇଛି।  ତେବେ କେତେକ ସ୍ଥାନରେ ଥିବା ଉତ୍ତେଜନା ସୃଷ୍ଟିକାରୀ ସିନକୁ ବାଦ ଦେବାକୁ ଏଫସିଏଟ ପକ୍ଷରୁ କୁହାଯାଇଛି।  ଏହା ପରେ ଏହି ଫିଲ୍ମକୁ ‘ଏ’ ସାର୍ଟିଫିକେଟ ଦେବାକୁ ଏଫସିଏଟ ପକ୍ଷରୁ ସେନ୍ସର ବୋର୍ଡ଼କୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story