ମାଆଙ୍କ ରାସ୍ତାରେ ଜାହ୍ନବୀ!

ମୁମ୍ବାଇ:  ବଲିଉଡରେ  ଅଭିନୟର ଯାଦୁ ଦେଖାଇଥିବା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ବଲିଉଡରେ ପାଦ ଥାପି ବାକୁ ଯାଉଛନ୍ତି। ଏବେ ଜାହ୍ନବୀଙ୍କୁ ତାଙ୍କ ମା’ ଶ୍ରୀଦେବୀଙ୍କ ସହ ବିଭିନ୍ନ ପାର୍ଟି ଓ ଫଙ୍କସନ୍‌ରେ ଦେଖିବାକୁ ମିଳୁଛନ୍ତି। ଗୁରୁବାର  ଡିଜାଇନର ମନୀଷ ମଲହ୍ରୋତାଙ୍କ ଘରେ ଏକ ଡିନର ପାର୍ଟିରେ  ଶ୍ରୀଦେବୀଙ୍କ ସହ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା। ପାର୍ଟିରେ ମନୀଷଙ୍କ ହାତ ଗଣତି କିଛି ବନ୍ଧୁ  ଉପସ୍ଥିତ ଥିଲେ। କିନ୍ତୁ ସମସ୍ତ ନଜର ଥିଲା ୧୯ ‍ବର୍ଷୀୟ ଜାହ୍ନବୀଙ୍କ ଉପରେ। […]

manish-malhotra_

manish-malhotra_

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 11:42 AM IST

Sports

Latest News

ମୁମ୍ବାଇ:  ବଲିଉଡରେ  ଅଭିନୟର ଯାଦୁ ଦେଖାଇଥିବା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ବଲିଉଡରେ ପାଦ ଥାପି ବାକୁ ଯାଉଛନ୍ତି। ଏବେ ଜାହ୍ନବୀଙ୍କୁ ତାଙ୍କ ମା’ ଶ୍ରୀଦେବୀଙ୍କ ସହ ବିଭିନ୍ନ ପାର୍ଟି ଓ ଫଙ୍କସନ୍‌ରେ ଦେଖିବାକୁ ମିଳୁଛନ୍ତି।

ଗୁରୁବାର  ଡିଜାଇନର ମନୀଷ ମଲହ୍ରୋତାଙ୍କ ଘରେ ଏକ ଡିନର ପାର୍ଟିରେ  ଶ୍ରୀଦେବୀଙ୍କ ସହ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା। ପାର୍ଟିରେ ମନୀଷଙ୍କ ହାତ ଗଣତି କିଛି ବନ୍ଧୁ  ଉପସ୍ଥିତ ଥିଲେ। କିନ୍ତୁ ସମସ୍ତ ନଜର ଥିଲା ୧୯ ‍ବର୍ଷୀୟ ଜାହ୍ନବୀଙ୍କ ଉପରେ। ଶ୍ରୀଦେବୀ, ଜାହ୍ନବୀଙ୍କ ସହ ପାର୍ଟି ସୋନାକ୍ଷୀ ସିହ୍ନା, ରବୀନା ଟଣ୍ଡନ ଓ କୃତି  ସେନନ୍‌  ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos