ମୋତେ କିଣିବାକୁ ବଲିଉଡର ଦମ୍‌ ନାହିଁ: ମହେଶ ବାବୁ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ। ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ୍‌ ହଙ୍କ। ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରେ। ସାଉଥ ଠାରୁ ଆରମ୍ଭ କରି ବଲିଉଡ ସବୁଠି ମହେଶ ବାବୁଙ୍କ କ୍ରେଜ ରହିଛି। ତାଙ୍କ ଫ୍ୟାନ୍‌ ଫଲୋଇଂ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଯେତେବେଳେ ବି ମହେଶ ଫିଲ୍ମ ରିଲିଜ ହୁଏ ହଲ୍‌ ହାଉସଫୁଲ୍‌ ହୋଇଯାଏ। ଟଲିଉଡର ଏହି ଚର୍ଚ୍ଚିତ ଅଭିନେତା ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ ନେଇ ଦେଇଥିବା ଏକ […]

Mahesh Babu

Mahesh Babu

Madhupriya Mistry
  • Published: Tuesday, 10 May 2022
  • Updated: 10 May 2022, 01:45 PM IST

Sports

Latest News

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ। ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ୍‌ ହଙ୍କ। ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରେ। ସାଉଥ ଠାରୁ ଆରମ୍ଭ କରି ବଲିଉଡ ସବୁଠି ମହେଶ ବାବୁଙ୍କ କ୍ରେଜ ରହିଛି। ତାଙ୍କ ଫ୍ୟାନ୍‌ ଫଲୋଇଂ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଯେତେବେଳେ ବି ମହେଶ ଫିଲ୍ମ ରିଲିଜ ହୁଏ ହଲ୍‌ ହାଉସଫୁଲ୍‌ ହୋଇଯାଏ। ଟଲିଉଡର ଏହି ଚର୍ଚ୍ଚିତ ଅଭିନେତା ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ ନେଇ ଦେଇଥିବା ଏକ ବୟାନ ପାଇଁ ଟ୍ୱିଟ୍‌ରରେ ଟ୍ରେଣ୍ଡ କରୁଛନ୍ତି ମହେଶ ବାବୁ।

ନିକଟରେ ବଲିଉଡକୁ ନେଇ ଏକ ବଡ ବୟାନ ଦେଇଛନ୍ତି ମହେଶ ବାବୁ। ନିକଟରେ ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ବଲିଉଡରେ କାମ କରିବାକୁ ମୋର ଇଚ୍ଛା ନାହିଁ। ବଲିଉଡ ମୋତେ ଅଫୋର୍ଡ କରିପାରିବନି, ମୋତେ କିଣିବାକୁ ବଲିଉଡ ପାଖରେ ଦମ୍ ନାହିଁ। ସେ ମୋ ଖର୍ଚ୍ଚ ଉଠାଇ ପାରିବ ନାହିଁ। ମୋତେ ହିନ୍ଦୀ ଫିଲ୍ମରୁ ଅନେକ ଅଫର ମିଳୁଛି। ମୋ ମତରେ ବଲିଉଡର କ୍ୟାରିୟର କରିବା ସମୟ ବର୍ବାଦ କରିବା ସହ ସମାନ। ମୁଁ ଏମିତି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁନି, ଯିଏ ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ। ସାଉଥରୁ ମୋତେ ବହୁତ ଭଲପାଇବା ମିଳିଛି। ମୋତେ ଯେଉଁ ଷ୍ଟାରଡମ୍ ଓ ସମ୍ମାନ ଏବଂ ଭଲପାଇବା ସାଉଥରୁ ମିଳିଛି, ତାହା ମୋ ପାଇଁ ବହୁତ ବଡ କଥା। ଏହି କାରଣରୁ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡି କୌଣସି ଅନ୍ୟ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁନି।'

ମହେଶ ବାବୁ ଆହୁରି କହିଛନ୍ତି, 'ମୁଁ ସର୍ବଦା ଫିଲ୍ମରେ କାମ କରିବାକୁ ଓ ବଡ ହେବାକୁ ଚାହେଁ। ମୁଁ ମୋ ଜୀବନରେ ଯେତିକି ସଫଳତା ହାସଲ କରିବା କଥା କରିସାଲିଲିଣି । ଯେତିକି ସଫଳତାରେ ପାହାଚ ଚଢିବା କଥା ଚଢି ସାରିଲିଣି । ଆଉ ଅଧିକ ସୁଖ ଦରକାର ନାହିଁ । କାରଣ ମୋର ବିଶ୍ୱାସ ଅଛି ଆଗକୁ ମୋର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ ହେବ।'

ମହେଶ ବାବୁଙ୍କ ଏଭଳି ବୟାନକୁ ନେଇ ଏବେ ଫିଲ୍ମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାହାକୁ ତାଙ୍କର ଏଭଳି ବୟାନ ଭଲ ଲାଗିଥିବା ବେଳେ ଆଉ କେତେ ଜଣ ତାଙ୍କର ଏହି ବୟାନକୁ ନାପସନ୍ଦ କରିଛନ୍ତି।

୨୦୨୦ରେ ରିଲିଜ ହୋଇଥିବା ଫିଲ୍ମ 'ସରାଇଲେରୁ ନିକେୟେଭରୁ' ଫିଲ୍ମରେ ମହେଶ ବାବୁଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଖୁବ୍‌ଶୀଘ୍ର ସେ ତାଙ୍କ ଅପ୍‌କମିଂ ଫିଲ୍ମ 'ସରକାରୁ ଭାରି ପାଟା'ରେ ନଜର ଆସିବେ। ମେ' ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ। ଏଥିରେ ମହେଶ ବାବୁ ଲିଡ୍‌ ରୋଲ୍‌ରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ କ୍ରିର୍ତ୍ତି ସୁରେଶ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story