ରାହୁଲ ସବୁପ୍ରକାର ସହଯୋଗ କରିଛନ୍ତି: ମାହୀରା

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହୀରା ଖାନ୍‌ ‘ରଇସ୍‌’ରେ କାମ କରିବା ପାଇଁ ଆସି ନିର୍ଦ୍ଦେଶକ ରାହୁଲ ଢୋଲକିଆଙ୍କ ଖୁବ୍‌ ପ୍ରଂଶସା କରିଛନ୍ତି। ‘ରଇସ’ରେ କାମ କରିବାର ଅନୁଭୂତି କିପରି ଥିଲା ସେ ସଂପର୍କରେ ମାହୀରା ଟ୍ୱିଟରରେ ଫ୍ୟାନ୍ସ ଓ ଅନୁଗାମୀମାନଙ୍କ ସହ ଲାଇଭ୍‌ ଚାଟ୍‌ କରିଛନ୍ତି। ବଲିଉଡରେ କାମ କରିବା ଅନୁଭୂତି ଖୁବ୍‌ ସୁନ୍ଦର ଥିଲା ବୋଲି ସେ କହିଥିଲେ। ତେବେ ଢ଼ୋଲକିଆଙ୍କ ସହ କାମ କରିବା କିପରି ଥିଲା ବୋଲି ଜଣେ ପ୍ରଂଶସକଙ୍କ ପ୍ରଶ୍ନର ଉତ୍ତରରେ […]

mahira-khan

mahira-khan

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 05:58 PM IST

Sports

Latest News

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହୀରା ଖାନ୍‌ ‘ରଇସ୍‌’ରେ କାମ କରିବା ପାଇଁ ଆସି ନିର୍ଦ୍ଦେଶକ ରାହୁଲ ଢୋଲକିଆଙ୍କ ଖୁବ୍‌ ପ୍ରଂଶସା କରିଛନ୍ତି। ‘ରଇସ’ରେ କାମ କରିବାର ଅନୁଭୂତି କିପରି ଥିଲା ସେ ସଂପର୍କରେ ମାହୀରା ଟ୍ୱିଟରରେ ଫ୍ୟାନ୍ସ ଓ ଅନୁଗାମୀମାନଙ୍କ ସହ ଲାଇଭ୍‌ ଚାଟ୍‌ କରିଛନ୍ତି।

ବଲିଉଡରେ କାମ କରିବା ଅନୁଭୂତି ଖୁବ୍‌ ସୁନ୍ଦର ଥିଲା ବୋଲି ସେ କହିଥିଲେ। ତେବେ ଢ଼ୋଲକିଆଙ୍କ ସହ କାମ କରିବା କିପରି ଥିଲା ବୋଲି ଜଣେ ପ୍ରଂଶସକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଅଭିନୟ କ୍ଷେତ୍ରରେ ରାହୁଲଙ୍କ ସବୁପ୍ରକାର ସହଯୋଗ ରହିଥିଲା। ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos