ଫିଲ୍ମ ଅଫର ଦେଇ ମହିଳାଙ୍କ ସହ ଖରାପ କାମ, ଫସିଲେ ବିଜୟ ବାବୁ

କୋଚି: ମଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି।  କେରଳ ପୁଲିସ ତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି। ଜଣେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଏର୍ଣ୍ଣାକକୁଲମ ସାଉଥ୍‌ ପୁଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ କହିବା ଅନୁଯାୟୀ, ଗତ ଏପ୍ରିଲ ୨୨ ତାରିଖରେ ରେ ବିଜୟ ବାବୁଙ୍କ ବରୋଧରା ଅଭିଯୋଗ ଆସିଥିଲା। ଅଭିଯୋଗକାରିଣୀଙ୍କ କହିବା ଅନୁଯାଇ ବିଜୟ ବାବୁ  ତାଙ୍କୁ କୋଚିର ଏକ […]

vijay

vijay

Tapas Behera
  • Published: Wednesday, 27 April 2022
  • Updated: 27 April 2022, 09:42 AM IST

Sports

Latest News

କୋଚି: ମଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି।  କେରଳ ପୁଲିସ ତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି। ଜଣେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଏର୍ଣ୍ଣାକକୁଲମ ସାଉଥ୍‌ ପୁଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ କହିବା ଅନୁଯାୟୀ, ଗତ ଏପ୍ରିଲ ୨୨ ତାରିଖରେ ରେ ବିଜୟ ବାବୁଙ୍କ ବରୋଧରା ଅଭିଯୋଗ ଆସିଥିଲା।

ଅଭିଯୋଗକାରିଣୀଙ୍କ କହିବା ଅନୁଯାଇ ବିଜୟ ବାବୁ  ତାଙ୍କୁ କୋଚିର ଏକ ଫ୍ଲାଟରେ ଯୌନ ନିର୍ଯାତନା ଦେଇଛନ୍ତି। ଥରେ ନୁହେଁ ବିଜୟ ବାବୁ ତାଙ୍କ ସହ ବାରମ୍ବାର ଖରାପ କାମ କରିଛନ୍ତି। ସିନେମାରେ ଅଭିନୟ ପାଇଁ ସୁଯୋଗ ଅଫର ଦେଇ ତାଙ୍କ ସହ ଖରାପ କାମ କରିଛନ୍ତି। କେରଳର କୋଝିକୋଡେ ଜିଲ୍ଲାରେ ଏହି ଅଭିଯୋଗ ହୋଇଛି। ହେଲେ ପୁଲିସ ଏଯାଏଁ  ବିଜୟ ବାବୁଙ୍କୁ ପଚରାଉଚରା କରି ନାହିଁ କି ତାଙ୍କୁ ଗିରଫ  କରି ନାହିଁ।

ଫ୍ରାଇଡେ ଡେ ଫିଲ୍ମ ହାଉସର ପ୍ରତିଷ୍ଠାତା ହେଉଛନ୍ତି ବିଜୟ ବାବୁ। ଯାହା ଏକ ସିନେମା ନିର୍ମାଣକାରୀ କମ୍ପାନୀ । ମଲାୟାଲମ ସିନେମା ଜଗତରେ ଜଣା ଜଣାଣୁଣା ଅଭିନେତା ଭାବେ  ବିଜୟ ବାବୁଙ୍କ ବେଶ ପ୍ରସିଦ୍ଧି ରହିଛି।  ବଳିଷ୍ଠ ଅଭିନୟ ପାଇଁ ସେ ବହୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି।  ଶିଶୁ ଚଳଚ୍ଚିତ୍ର ଭାବେ ତାଙ୍କ ଦ୍ୱାରା ନିର୍ମିତ  ଫିଲିପ୍‌ ଏବଂ ଦି ମଙ୍କି ଶ୍ରେଷ୍ଠ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story