ମିସ୍ ଓ୍ୱାଲର୍ଡ଼ଙ୍କ ମର୍ମସ୍ପର୍ଷୀ ଉତ୍ତର: ଦୁନିଆରେ ମା’ଠୁ ଅଧିକ କେହି କାମ କରି ନ ଥାଆନ୍ତି , ତା’ଶ୍ରମର ମୂଲ୍ୟ ଅକଳନୀୟ

ନୂଆଦିଲ୍ଲୀ: ମାନୁଷୀ ଛିଲ୍ଲର ମିସ୍ ଓ୍ୱାଲର୍ଡ ହେବା ପରେ ପୁରା ଦେଶରେ ଖୁସିର ଲହରି ଖେଳି ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ୍ ଓ ପୁରା ବଲିଉଡ ଟାଉନ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ୧୭ ବର୍ଷ ପରେ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି ମାନୁଷୀ।  ତେବେ ଫାଇନାଲ୍ ରାଉଣ୍ଡରେ ତାଙ୍କ ଉତ୍ତର ଥିଲା ବେଶ୍ ହୃଦୟସ୍ପର୍ଶୀ।  ଯାହାକି ବିଚାରକମଣ୍ଡଳୀକୁ ଭାବପ୍ରବଣ କରି ଦେଇଥିଲା। ତାଙ୍କୁ ପଚରାଯାଇଥିଲା କେଉଁ ବୃତ୍ତିରେ ସବୁଠୁ ଅଧିକ […]

1511015131-manushi_miss_1

1511015131-manushi_miss_1

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 08:10 PM IST

Sports

Latest News

ନୂଆଦିଲ୍ଲୀ: ମାନୁଷୀ ଛିଲ୍ଲର ମିସ୍ ଓ୍ୱାଲର୍ଡ ହେବା ପରେ ପୁରା ଦେଶରେ ଖୁସିର ଲହରି ଖେଳି ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ୍ ଓ ପୁରା ବଲିଉଡ ଟାଉନ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ୧୭ ବର୍ଷ ପରେ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି ମାନୁଷୀ।  ତେବେ ଫାଇନାଲ୍ ରାଉଣ୍ଡରେ ତାଙ୍କ ଉତ୍ତର ଥିଲା ବେଶ୍ ହୃଦୟସ୍ପର୍ଶୀ।  ଯାହାକି ବିଚାରକମଣ୍ଡଳୀକୁ ଭାବପ୍ରବଣ କରି ଦେଇଥିଲା।

ତାଙ୍କୁ ପଚରାଯାଇଥିଲା କେଉଁ ବୃତ୍ତିରେ ସବୁଠୁ ଅଧିକ ଦରମା ମିଳିବା କଥା ଓ କାହିଁକି ? ଏହାର ଉତ୍ତରରେ ମାନୁଷୀ କହିଥିଲେ ପ୍ରତ୍ୟେକ ମା’ଙ୍କୁ ସବୁଠୁ ଅଧିକ ପ୍ରୋତ୍ସାହନ ମିଳିବା କଥା। ମା’ଙ୍କୁ ତ ଦରମା ଦେଇହେବ ନାହିଁ। ବରଂ ତାଙ୍କୁ ପ୍ରଚୁର ସମ୍ମାନ ଓ ଭଲ ପାଇବା ଦେବା ଆବଶ୍ୟକ। କାରଣ ଦୁନିଆରେ ମା ଠାରୁ ଅଧିକ କାମ କେହି କରିନ ଥାଆନ୍ତି । ତାଙ୍କ ମା’ ହିଁ ତାଙ୍କ ପାଇଁ ସବୁଠୁ ବଡ଼ ଆଦର୍ଶ । ମାନୁଷୀଙ୍କ ଏଭଳି ଉତ୍ତର ବିଚାରକମଣ୍ଡଳୀକୁ ଭାବପ୍ରବଣ କରିବା ସହ ବାପାଙ୍କ ଆଖିରେ ଲୁହ ଭରି ଦେଇଥିଲା ୧୧୭ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଓ୍ୱାଲର୍ଡ ହେବା ପରେ ମାନୁଷୀଙ୍କୁ ଅଭିନନ୍ଦନର ସୁଅ ଛଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କ୍ରୀଡ଼ାବିତ ଓ ଫିଲ୍ମ ଜଗତର କଳାକାରମାନେ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି।

ମାନୁଷୀଙ୍କ ଏଭଳି ସଫଳତାକୁ ନେଇ କେବଳ ତାଙ୍କ ଘରୋଇ ରାଜ୍ୟ ହରିୟାଣା ନୁହେଁ ପୁରା ଦେଶ ସେଲିବ୍ରେଶନ କରୁଛି।  ଦେଶକୁ ଗର୍ବିତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ୧୯୬୬ ମସିହାରେ ପ୍ରଥମ ଭାରତୀୟ ଭାବେ ମିସ ଓ୍ୱାଲର୍ଡ  ହୋଇଥିଲେ ରିତା ଫାରିଆ। ଏହାପରେ ୧୯୯୪ରେ ଐଶ୍ଚର୍ଯ୍ୟା ରାୟ, ୧୯୯୭ରେ ଯୁକ୍ତା ମୁଖୀ ହୋଇଥିଲେ ମିସ ଓ୍ୱାଲର୍ଡ। ଶେଷଥର ପାଇଁ ୨୦୦୦ ମସିହାରେ ମିସ୍ ଓ୍ୱାଲର୍ଡର ମୁକୁଟ ପିନ୍ଧିଥିଲେ ପ୍ରିୟଙ୍କା ଚୋପ୍ରା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story