‘ମାରିୟପ୍ପନ’ର ପୋଷ୍ଟର ରିଲିଜ୍‌ କଲେ ଶାହାରୁଖ

ମୁମ୍ବାଇ: ଐଶ୍ୱର୍ଯ୍ୟ ଧନୁଷ ରଜନୀକାନ୍ତଙ୍କ ଅପ୍‌କମିଂ ତାମିଲ ଫିଲ୍ମ ‘ମରିୟପ୍ପାନ’ର ପୋଷ୍ଟର ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାନ ରିଲିଜ କରିଛନ୍ତି। ୨୦୧୬ରେ ରିଓରେ ଆୟୋଜିତ ପାରା ଅଲିମ୍ପିକର ହାଇଜମ୍ପରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ମରିୟପ୍ପାନ ଥାଙ୍ଗାୱେଲୁଙ୍କ ଜୀବନୀ ଉପରେ ଏହା ଆଧାରିତ। ଶାହାରୁଖ ଟ୍ୱିଟରରେ ‘ମରିୟପ୍ପାନ’ର ପୋଷ୍ଟର ପୋଷ୍ଟ କରିବା ସହ ଉଲ୍ଲେଖ କରିଛନ୍ତି,“ଆମ ରାଷ୍ଟ୍ରୀୟ ନାୟକ ମରିୟପ୍ପାନ ଥାଙ୍ଗାୱେଲୁଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର।” ଏହାସହ ସେ ଐଶ୍ୱର୍ଯ୍ୟଙ୍କୁ ଶୁଭକାମନା ଦେଇଛନ୍ତି।

marriyampam

marriyampam

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 08:59 PM IST

Sports

Latest News

ମୁମ୍ବାଇ: ଐଶ୍ୱର୍ଯ୍ୟ ଧନୁଷ ରଜନୀକାନ୍ତଙ୍କ ଅପ୍‌କମିଂ ତାମିଲ ଫିଲ୍ମ ‘ମରିୟପ୍ପାନ’ର ପୋଷ୍ଟର ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାନ ରିଲିଜ କରିଛନ୍ତି। ୨୦୧୬ରେ ରିଓରେ ଆୟୋଜିତ ପାରା ଅଲିମ୍ପିକର ହାଇଜମ୍ପରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ମରିୟପ୍ପାନ ଥାଙ୍ଗାୱେଲୁଙ୍କ ଜୀବନୀ ଉପରେ ଏହା ଆଧାରିତ।

ଶାହାରୁଖ ଟ୍ୱିଟରରେ ‘ମରିୟପ୍ପାନ’ର ପୋଷ୍ଟର ପୋଷ୍ଟ କରିବା ସହ ଉଲ୍ଲେଖ କରିଛନ୍ତି,“ଆମ ରାଷ୍ଟ୍ରୀୟ ନାୟକ ମରିୟପ୍ପାନ ଥାଙ୍ଗାୱେଲୁଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର।” ଏହାସହ ସେ ଐଶ୍ୱର୍ଯ୍ୟଙ୍କୁ ଶୁଭକାମନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story