ଆମୀରଙ୍କ ବିଷୟରେ ଏମିତି ସବୁ କଥା କହିଲେ ମାନୁଷୀ...

ଏବେ ଯୁଆଡ଼େ ଦେଖ ମାନୁଷୀ ଚିଲ୍ଲରଙ୍କୁ  ନେଇ ଚର୍ଚ୍ଚା। ମିସ୍ ୱାର୍ଲ୍ଡର ଟାଇଟଲ ଜିତିବା ପରେ ମାନୁଷୀଙ୍କୁ ପ୍ରଶ୍ନଟିଏ ପଚରା ଯାଇଥିଲା ଯେ, ସେ ବଲିଉଡ୍‌ରେ କେବେ ଏଣ୍ଟ୍ରି କରିବେ। ଉତ୍ତରରେ ସେ କହିଥିଲେ, “ ଜଣେ ଡାକ୍ତର ଭାବେ ପ୍ରଥମେ ମୋର ଲକ୍ଷ୍ୟ ହେଉଛି, ଲୋକଙ୍କ ସେବା କରିବା ତେଣୁ ମୁଁ ବଲିଉଡ୍‌ରେ ଏଣ୍ଟ୍ରି କରିବା କଥା ଏଯାଏଁ କିଛି ଭାବିନି।” ହେଲେ ଏକ ଜାତୀୟ ଗଣ ମାଧ୍ୟମକୁ ସାକ୍ଷାତକାର ଦେଇ ମାନୁଷି କହିଛନ୍ତି ଯେ, […]

manushi-aamir

manushi-aamir

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 03:14 PM IST

Sports

Latest News

ଏବେ ଯୁଆଡ଼େ ଦେଖ ମାନୁଷୀ ଚିଲ୍ଲରଙ୍କୁ  ନେଇ ଚର୍ଚ୍ଚା। ମିସ୍ ୱାର୍ଲ୍ଡର ଟାଇଟଲ ଜିତିବା ପରେ ମାନୁଷୀଙ୍କୁ ପ୍ରଶ୍ନଟିଏ ପଚରା ଯାଇଥିଲା ଯେ, ସେ ବଲିଉଡ୍‌ରେ କେବେ ଏଣ୍ଟ୍ରି କରିବେ। ଉତ୍ତରରେ ସେ କହିଥିଲେ, “ ଜଣେ ଡାକ୍ତର ଭାବେ ପ୍ରଥମେ ମୋର ଲକ୍ଷ୍ୟ ହେଉଛି, ଲୋକଙ୍କ ସେବା କରିବା ତେଣୁ ମୁଁ ବଲିଉଡ୍‌ରେ ଏଣ୍ଟ୍ରି କରିବା କଥା ଏଯାଏଁ କିଛି ଭାବିନି।” ହେଲେ ଏକ ଜାତୀୟ ଗଣ ମାଧ୍ୟମକୁ ସାକ୍ଷାତକାର ଦେଇ ମାନୁଷି କହିଛନ୍ତି ଯେ, ସେ ବଲିଉଡ୍‌ର ‘ମିଷ୍ଟର ପରଫେକ୍‌ସନିଷ୍ଟ’ ଆମୀର ଖାନ୍‌ଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି। ଏହା ତାଙ୍କର ଏକ ବଡ଼ ଆଶା।

ତେବେ ଏ କଥା ଶୁଣି ଏପରି ଲାଗୁଛି ଯେ, ପ୍ରିୟଙ୍କା ଓ ଐଶ୍ୱର୍ଯ୍ୟାଙ୍କ ପରି ମାନୁଷୀ ମଧ୍ୟ ବଲିଉଡ୍‌ ଆଡ଼କୁ ମନ ବଳାଇଲେଣି। ମାନୁଷୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ତାଙ୍କୁ ଆମୀର ଖାନ୍‌ଙ୍କ ସହ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳେ ତେବେ ସେ ନିଶ୍ଚୟ କରିବେ। ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କେବଳ ଆମୀର୍ କ’ଣ ପାଇଁ? ସଲମାନ୍ କି ଶାହାରୁଖ୍ କାହିଁକି ନୁହେଁ? ଏହାର ଉତ୍ତର ଦେଇ ସେ କହିଥିଲେ, “ଆମୀର ମୋତେ ବ୍ୟକ୍ତିଗତ ଭାବେ ଭଲ ଲାଗନ୍ତି। କାରଣ ତାଙ୍କ ଫିଲ୍ମର ବିଷୟ ବସ୍ତୁ ସମାଜକୁ ପ୍ରେରଣା ଦେଇଥାଏ।” ଦେଖିବାକୁ ବାକି ରହିଲା ଯେ ମାନୁଷୀଙ୍କ ଇଚ୍ଛା ପୂରଣ ହେଉଛି କି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story