ପ୍ରଥମ ଫିଲ୍ମରେ ମିସ୍ ୱାର୍ଲ୍ଡ ମାନୁଷୀଙ୍କୁ ରାଣୀ ଚରିତ୍ର

ମୁମ୍ବାଇ: ବି-ଟାଉନ୍‌ରେ ଏବେ ମିସ୍‌ ୱର୍ଲ୍ଡ ମାନୁଷୀ ଚିଲ୍ଲରଙ୍କୁ ନେଇ ଚାଲିଛି ଖୁବ୍ ଚର୍ଚ୍ଚା। ସେ ବଲିଉଡ୍‌ରେ ପାଦ ଥାପିବେ ବୋଲି କୁହାଯାଉଛି। ଶୁଣିବାକୁ ମିଳିଛି, ବଲିଉଡ୍‌ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଅପ୍‌କମିଂ ଫିଲ୍ମ ‘ପୃଥ୍ୱୀରାଜ ଚୌହାନ’ରେ ମାନୁଷୀଙ୍କୁ ଲିଡ୍‌ ରୋଲ୍‌ ଦେବାକୁ ନିଷ୍ପତ୍ତି ହୋଇସାରିଛି। ଏହି ଫିଲ୍ମରେ ଅକ୍ଷୟ କୁମାର ‘ପୃଥ୍ୱୀରାଜ୍‌ ଚୌହାନ’ଙ୍କ ଭୂମିକାରେ ଅଭିନୟ କରିବେ। ସେହିପରି ଖଳନାୟକ ମହମ୍ମଦ ଘୋରିଙ୍କ ଭୂମିକାରେ ମାନବ ବିଜ୍ ଅଭିନୟ କରିବେ। ଏହି ଫିଲ୍ମରେ ଦର୍ଶକ ରାଜା […]

manushi

manushi

Chinmayee Roy
  • Published: Sunday, 01 September 2019
  • Updated: 01 September 2019, 03:30 PM IST

Sports

Latest News

ମୁମ୍ବାଇ: ବି-ଟାଉନ୍‌ରେ ଏବେ ମିସ୍‌ ୱର୍ଲ୍ଡ ମାନୁଷୀ ଚିଲ୍ଲରଙ୍କୁ ନେଇ ଚାଲିଛି ଖୁବ୍ ଚର୍ଚ୍ଚା। ସେ ବଲିଉଡ୍‌ରେ ପାଦ ଥାପିବେ ବୋଲି କୁହାଯାଉଛି। ଶୁଣିବାକୁ ମିଳିଛି, ବଲିଉଡ୍‌ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଅପ୍‌କମିଂ ଫିଲ୍ମ ‘ପୃଥ୍ୱୀରାଜ ଚୌହାନ’ରେ ମାନୁଷୀଙ୍କୁ ଲିଡ୍‌ ରୋଲ୍‌ ଦେବାକୁ ନିଷ୍ପତ୍ତି ହୋଇସାରିଛି। ଏହି ଫିଲ୍ମରେ ଅକ୍ଷୟ କୁମାର ‘ପୃଥ୍ୱୀରାଜ୍‌ ଚୌହାନ’ଙ୍କ ଭୂମିକାରେ ଅଭିନୟ କରିବେ। ସେହିପରି ଖଳନାୟକ ମହମ୍ମଦ ଘୋରିଙ୍କ ଭୂମିକାରେ ମାନବ ବିଜ୍ ଅଭିନୟ କରିବେ।

ଏହି ଫିଲ୍ମରେ ଦର୍ଶକ ରାଜା ପୃଥ୍ୱୀରାଜ ଚୌହାନଙ୍କର ପରାକ୍ରମ ସହ ତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ। କନୌଜର ରାଜକୁମାରୀ ସଂଯୋଗୀତାଙ୍କ ପ୍ରେମରେ ପୃଥ୍ୱୀରାଜ  ପଡ଼ିଥିଲେ।

https://www.instagram.com/p/BzLEISynjmp/?utm_source=ig_web_copy_link

ଯଦି ଇତିହାସକୁ ମାନିବା, ତା’ହେଲେ ପୃଥ୍ୱୀରାଜଙ୍କର ୪ ଜଣ ରାଣୀ ଥିଲେ। ହେଲେ ଫିଲ୍ମରେ କେବଳ ୨ ଜଣ ରାଣୀଙ୍କୁ ଦେଖିବାକୁ ମିଳିବ। ମୂଖ୍ୟ ରାଣୀ ସଂଯୋଗୀତାଙ୍କ ଚରିତ୍ରରେ ମାନୁଷୀ ଚିଲ୍ଲର ଅଭିନୟ କରିବେ। ଅନ୍ୟ ରାଣୀଙ୍କ ଭୂମିକା ପାଇଁ ଜଣେ ଟେଲି ଅଭିନେତ୍ରୀଙ୍କୁ ନିଆଯିବ ବୋଲି ଜଣାପଡ଼ିଛି। ଦ୍ୱିତୀୟ ରାଣୀଙ୍କର ମାତ୍ର ଚାରି ପାଞ୍ଚଟି ସିନ୍ ରହିବ। ସୂଚନା ଅନୁଯାୟୀ, ରାଜସ୍ଥାନ ଓ ଉତ୍ତର ଭାରତର କିଛି ରାଜ୍ୟରେ ଏହି ଫିଲ୍ମର ଶୁଟିଂ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story