ରିୟଲ ଲାଇଫ୍ କପଲ୍‌ ନୁହଁନ୍ତି ଶାନ୍ତନୁ ଓ ନିତ୍ୟାମୀ: ମିଛ କହି 'ନଚବଲିଏ-୯'ରେ ନେଲେ ଏଣ୍ଟ୍ରି

ମୁମ୍ବାଇ: ଟେଲିଦୁନିଆରେ ଏବେ ସେଲେବ୍ରିଟି ଡ୍ୟାନ୍ସ ରିୟାଲିଟି ଶୋ’ ‘ନଚବଲିଏ-୯’କୁ ନେଇ ଚର୍ଚ୍ଚା। ଏହି ଶୋ’ର ଲୋକପ୍ରିୟତା ବେଶ୍ ଅଧିକ ବଢ଼ିଗଲାଣି। ଏଥର ‘ନଚ ବଲିଏ’ରେ ଡ୍ୟାନ୍ସ ଅପେକ୍ଷା ଅଧିକ ଡ୍ରାମା ଦେଖିବାକୁ ମିଳୁଛି। ଏଥର ଶୋ’ରେ କିଛି ମ୍ୟାରେଡ୍, ଅନ୍‌ମ୍ୟାରେଡ୍ ଓ ଏକ୍ସ କପଲ୍ ଆସିଛନ୍ତି। ଏବେ ଏକ କପଲକୁ ନେଇ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୂଚନା ଅନୁଯାୟୀ ଶୋ’ର ଯୋଡ଼ି, ଶାନ୍ତନୁ ମାହେଶ୍ୱରୀ ଓ ନିତ୍ୟାମୀ ସିର୍‌କେ ବାସ୍ତବରେ […]

SHANTANU-NITYAMI

SHANTANU-NITYAMI

Chinmayee Roy
  • Published: Wednesday, 11 September 2019
  • Updated: 11 September 2019, 12:01 PM IST

Sports

Latest News

ମୁମ୍ବାଇ: ଟେଲିଦୁନିଆରେ ଏବେ ସେଲେବ୍ରିଟି ଡ୍ୟାନ୍ସ ରିୟାଲିଟି ଶୋ’ ‘ନଚବଲିଏ-୯’କୁ ନେଇ ଚର୍ଚ୍ଚା। ଏହି ଶୋ’ର ଲୋକପ୍ରିୟତା ବେଶ୍ ଅଧିକ ବଢ଼ିଗଲାଣି। ଏଥର ‘ନଚ ବଲିଏ’ରେ ଡ୍ୟାନ୍ସ ଅପେକ୍ଷା ଅଧିକ ଡ୍ରାମା ଦେଖିବାକୁ ମିଳୁଛି। ଏଥର ଶୋ’ରେ କିଛି ମ୍ୟାରେଡ୍, ଅନ୍‌ମ୍ୟାରେଡ୍ ଓ ଏକ୍ସ କପଲ୍ ଆସିଛନ୍ତି। ଏବେ ଏକ କପଲକୁ ନେଇ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୂଚନା ଅନୁଯାୟୀ ଶୋ’ର ଯୋଡ଼ି, ଶାନ୍ତନୁ ମାହେଶ୍ୱରୀ ଓ ନିତ୍ୟାମୀ ସିର୍‌କେ ବାସ୍ତବରେ କପଲ୍‌ ନୁହଁନ୍ତି।

https://www.instagram.com/p/B1gvcQglNT-/?utm_source=ig_web_copy_link

ଖବର ଅନୁଯାୟୀ ଏହି ଶୋ’ରେ ଭାଗନେବା ପାଇଁ ଏହି ଯୋଡ଼ି ସମସ୍ତଙ୍କୁ ମିଛ କିହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ବାସ୍ତବ ଜୀବନରେ ଶାନ୍ତନୁ ଓ ନିତ୍ୟାମୀ ପରସ୍ପରକୁ ଭଲପାଆନ୍ତି ନାହିଁ।  କେବଳ ‘ନଚ୍‌ବଲିଏ-୯’ରେ ଭାଗ ନେବା ପାଇଁ ଏମାନେ ଏକ ମିଛ ସମ୍ପର୍କ ତିଆରି କରିଛନ୍ତି। ଶୋ’ର ନିୟମ ଅନୁଯାୟୀ ଏଥିରେ କେବଳ ସ୍ୱାମୀସ୍ତ୍ରୀ, ଲଭର୍ସ ଓ ଏକ୍ସ କପଲ୍‌ ହିଁ  ଭାଗ ନେଇପାରିବେ।

https://www.instagram.com/p/B1Jk4k5FjFd/?utm_source=ig_web_copy_link

ଅବଶ୍ୟ ଏହି ମାମଲାରେ ଦୁହେଁ କ’ଣ କହୁଛନ୍ତି ତାହା ଆଗକୁ ଜଣାପଡ଼ିବ। ହେଲେ ଏହି ଖବର ଶାନ୍ତନୁ ଓ ନିତ୍ୟାମୀଙ୍କ ଫାନ୍‌ମାନଙ୍କୁ ନିରାଶ କରିଛି। ସମସ୍ତଙ୍କ ମନରେ ବାସ୍ ଗୋଟିଏ ପ୍ରଶ୍ନ ଯେ ଏହି କପଲ ଏତେ ବଡ଼ ମିଛ କ’ଣ ପାଇଁ କହିଲେ?

https://www.instagram.com/p/B0lj7XVH7-H/?utm_source=ig_web_copy_link

ଶାନ୍ତନୁ ଓ ନିତ୍ୟାମୀଙ୍କ ଯୋଡ଼ି ଶୋ’ରେ ନିଜ ଡ୍ୟାନ୍ସ ଜରିଆରେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି। ଦୁହିଁଙ୍କୁ ଶୋ’ର ସବୁଠୁ ମଜଭୁତ ଯୋଡ଼ି ବୋଲି କୁହାଯାଉଛି। କିଛିଦିନ ତଳେ ନିତ୍ୟାମୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ତଥାପି ଦୁହେଁ ଏଭଳି ଡ୍ୟାନ୍ସ କରିଥିଲେ ଯେ ସେଠାରେ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story