ନୂଆବର୍ଷର ଅଭିନନ୍ଦନ ସହ ‘ଜଲି ଏଲ୍‌ଏଲ୍‌ବି-୨’ ଟେଲର ଦେଖିବାକୁ କହିଲେ ଅକ୍ଷୟ

ମୁମ୍ବାଇ: ପୁଣି ଏକ ନୂଆ ଅନ୍ଦାଜରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି। ୪ ମିନିଟ୍‌ର ଏକ ଭିଡିଓ ଅକ୍ଷୟ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ନୂଆବର୍ଷ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ନେଇ ଆସୁ ବୋଲି କହୁଥିବା ଦେଖିବାକୁ ମିଳିଛି। ଏହାସହ ସେ ଜାନୁଆରୀ ୪ ତାରିଖରେ ରିଲିଜ ହେବାକୁ ଥିବା ‘ଜଲି ଏଲ୍‌ଏଲ୍‌ବି-୨’ର ଟ୍ରେଲରକୁ ଅପେକ୍ଷା କରିବାକୁ କହିଛନ୍ତି।

akhya

akhya

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 05:54 PM IST

Sports

Latest News

ମୁମ୍ବାଇ: ପୁଣି ଏକ ନୂଆ ଅନ୍ଦାଜରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି।

୪ ମିନିଟ୍‌ର ଏକ ଭିଡିଓ ଅକ୍ଷୟ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ନୂଆବର୍ଷ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ନେଇ ଆସୁ ବୋଲି କହୁଥିବା ଦେଖିବାକୁ ମିଳିଛି। ଏହାସହ ସେ ଜାନୁଆରୀ ୪ ତାରିଖରେ ରିଲିଜ ହେବାକୁ ଥିବା ‘ଜଲି ଏଲ୍‌ଏଲ୍‌ବି-୨’ର ଟ୍ରେଲରକୁ ଅପେକ୍ଷା କରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos