୨୨ ବର୍ଷ ଧରି ରାଣୀଙ୍କର ଥିଲା ଏଇ ଦୋଷ: ସ୍ଵାମୀ ବି ଥିଲେ ଅନ୍ଧାରରେ

ମୁମ୍ବାଇ: ଖୁବ୍‌ଶୀଘ୍ର  ଅଭିନେତ୍ରୀ ରାଣୀ ମୂଖାର୍ଜୀ ତାଙ୍କ ଅପ୍‌କମିଂ ଫିଲ୍ମ ‘ହିଚ୍‌କି’ରେ ନଜର ଆସିବେ। ସେହି ଫିଲ୍ମରେ ତାଙ୍କୁ ଥଙ୍ଗେଇ ଥଙ୍ଗେଇ କହୁଥିବା ଦେଖିବାକୁ ମିଳିବ। ଦୀର୍ଘ ସମୟ ପରେ ରାଣୀ ବଡ଼ ପରଦାରେ ନଜର ଆସିବେ। ରାଣୀଙ୍କ ପ୍ରଫେସନାଲ ଓ ପର୍ସନାଲ୍‌ ଲାଇଫ୍‌ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। କିନ୍ତୁ ରାଣୀଙ୍କୁ ଏମିତି ଏକ ସମସ୍ୟା ହୋଇଥିଲା, ଯାହା ଫ୍ୟାନ୍‌ କଥା ଛାଡନ୍ତୁ ସ୍ଵାମୀ ଆଦିତ୍ୟ ଚୋପ୍ରାଙ୍କୁ ମଧ୍ୟ ଜଣା ନଥିଲା। ଦର୍ଶକଙ୍କ ହୃଦୟରେ […]

rani.....

rani.....

Rakesh Mallick
  • Published: Friday, 15 December 2017
  • Updated: 15 December 2017, 02:48 PM IST

Sports

Latest News

ମୁମ୍ବାଇ: ଖୁବ୍‌ଶୀଘ୍ର  ଅଭିନେତ୍ରୀ ରାଣୀ ମୂଖାର୍ଜୀ ତାଙ୍କ ଅପ୍‌କମିଂ ଫିଲ୍ମ ‘ହିଚ୍‌କି’ରେ ନଜର ଆସିବେ। ସେହି ଫିଲ୍ମରେ ତାଙ୍କୁ ଥଙ୍ଗେଇ ଥଙ୍ଗେଇ କହୁଥିବା ଦେଖିବାକୁ ମିଳିବ। ଦୀର୍ଘ ସମୟ ପରେ ରାଣୀ ବଡ଼ ପରଦାରେ ନଜର ଆସିବେ। ରାଣୀଙ୍କ ପ୍ରଫେସନାଲ ଓ ପର୍ସନାଲ୍‌ ଲାଇଫ୍‌ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। କିନ୍ତୁ ରାଣୀଙ୍କୁ ଏମିତି ଏକ ସମସ୍ୟା ହୋଇଥିଲା, ଯାହା ଫ୍ୟାନ୍‌ କଥା ଛାଡନ୍ତୁ ସ୍ଵାମୀ ଆଦିତ୍ୟ ଚୋପ୍ରାଙ୍କୁ ମଧ୍ୟ ଜଣା ନଥିଲା।

rani-mukerjiଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ରାଣୀ ବିଗତ ୨୨ ବର୍ଷ ହେବ ଏହି ସମସ୍ୟାର ସାମ୍ନା କରୁଥିଲେ। ରାଣୀଙ୍କର ଏହି ସମସ୍ୟା ବିଷୟରେ କାହାକୁ କିଛି ଜଣା ନଥିଲା। ବଡ କଥା ହେଉଛି ଫିଲ୍ମ ‘ହିଚ୍‌କି’ରେ ରାଣୀଙ୍କ ଚରିତ୍ର ତାଙ୍କ ରିଅଲ ଲାଇଫ୍‌ ଚରିତ୍ର ସହ ମିସି ଯାଉଛି। କାହିଁକିନା ଫିଲ୍ମରେ ଥଙ୍ଗେଇବା ସହ ବସ୍ତବ ଜୀବନରେ ମଧ୍ୟ ରାଣୀ  ଥଙ୍ଗଉଥିଲେ। ଯାହା ଉପରେ ସେ ଏବେ କାବୁ ପାଇ ସାରିଲେଣି। ଏକଥା ରାଣୀ ନିଜେ ସ୍ୱୀକାର କରିଛନ୍ତି। ରାଣୀ କହିଥିଲେ ଏ ସଂପର୍କରେ ଅନେକ ବର୍ଷ ପର୍ଯ୍ୟନ୍ତ କାହାକୁ ଜଣା ନଥିଲା। ଏମିତି କି ଆଦିତ୍ୟ ବି ନଥିଲେ। ସୁଟିଂ ସମୟରେ ସବୁ ଲାଇନ୍ ମନେ ରଖି କ୍ୟାମେରା ଆଗକୁ ଯାଉଥିଲେ। ରାଣୀ କହିଥିଲେ ଏବେ ତାଙ୍କର ଆଉଁ କୌଣସି ଅସୁବିଧା ନାହିଁ ।

ରାଣୀଙ୍କ ଫିଲ୍ମ ‘ହିଚ୍‌କି’ ଆସନ୍ତା ବର୍ଷ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story