କ’ଣ ଏମିତି ଘଟିଲା? ପରସ୍ପରର ମୁହଁ ବି ଦେଖୁ ନାହାନ୍ତି ଏହି ଦୁଇ କଳାକାର

ମୁମ୍ବାଇ: ଦୀର୍ଘଦିନ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କ ଯୋଡ଼ିକୁ। ଦୁହେଁ ପ୍ରଥମେ ଫିଲ୍ମ  ‘ଇସକ୍‌ଜାଦେ’ରେ କାମ କରିଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ ଖୁବ୍‌ ସଫଳ ହୋଇଥିଲା। ଏବେ ପୁଣି ଦୁହେଁ ଫିଲ୍ମ ‘ସନ୍ଦିପ୍‌ ଓର୍‌ ପିଙ୍କି ଫେରାର୍’ରେ ଏକାଠି ନଜର ଆସିବେ। କିନ୍ତୁ ଏକ ଅଜବ କଥା ସାମ୍ନାକୁ ଆସିଛି। ଫିଲ୍ମ ସାଇନ୍‌ କରିବା ପରେ  ଅର୍ଜୁନ ଓ ପରିଣୀତିଙ୍କ ମଧ୍ୟରେ କଥା ବାର୍ତ୍ତା ବନ୍ଦ ହୋଇ […]

arjun

arjun

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 12:49 PM IST

Sports

Latest News

ମୁମ୍ବାଇ: ଦୀର୍ଘଦିନ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କ ଯୋଡ଼ିକୁ। ଦୁହେଁ ପ୍ରଥମେ ଫିଲ୍ମ  ‘ଇସକ୍‌ଜାଦେ’ରେ କାମ କରିଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ ଖୁବ୍‌ ସଫଳ ହୋଇଥିଲା। ଏବେ ପୁଣି ଦୁହେଁ ଫିଲ୍ମ ‘ସନ୍ଦିପ୍‌ ଓର୍‌ ପିଙ୍କି ଫେରାର୍’ରେ ଏକାଠି ନଜର ଆସିବେ। କିନ୍ତୁ ଏକ ଅଜବ କଥା ସାମ୍ନାକୁ ଆସିଛି। ଫିଲ୍ମ ସାଇନ୍‌ କରିବା ପରେ  ଅର୍ଜୁନ ଓ ପରିଣୀତିଙ୍କ ମଧ୍ୟରେ କଥା ବାର୍ତ୍ତା ବନ୍ଦ ହୋଇ ଯାଇଛି। ଦୁହେଁ ପରସ୍ପର ସହ ମିଳାମିଶା କରିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି। ଦୁହିଁଙ୍କ ମଧ୍ୟରେ ଏତେ ଭଲ ବନ୍ଧୁତା ଥିଲେ ମଧ୍ୟ ଏବେ କାହିଁକି ପରସ୍ପରର ମୁହଁ ଚାହିଁବାକୁ ଚାହୁଁ ନାହାନ୍ତି ବୋଲି ବି’ ଟାଉନ୍‌ରେ ଆଲୋଚନା ହେଉଛି।

ପ୍ରକୃତ କଥା ହେଉଛି ଦୁହିଁଙ୍କୁ ଅଲଗା କରିବା ପଛରେ ଫିଲ୍ମ ନିର୍ଦ୍ଦେଶକ ଦିବାକର ବାନାର୍ଜୀଙ୍କର ରହିଛି ହାତ। ଦିବାକର ସୁଟିଂ ପୂର୍ବରୁ ଦୁହିଁଙ୍କ ଉପରେ ଦେଖା କରିବା ଓ କଥା ହେବା ନେଇ କଟକଣା ଜାରି କରିଛନ୍ତି।  ଏମିତି କରିବାର କାରଣ ହେଉଛି ତାଙ୍କ ଫିଲ୍ମର କାହାଣୀ।

ଫିଲ୍ମରେ ଆରମ୍ଭରୁ ଅର୍ଜୁନ ଓ ପରିଣୀତି ପରସ୍ପରକୁ ଘୃଣା କରୁଥିବା ନଜର ଆସିବେ। ତେଣୁ ଫିଲ୍ମରେ ସେମାନଙ୍କ ମଧ୍ୟରେ ସେହି ଫିଲିଂ ଆଣିବା ପାଇଁ ନିର୍ଦ୍ଦେଶକ ଏପରି କରିଛନ୍ତି। ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଦିବାକର ସେମାନଙ୍କୁ ଏ ବିଷୟରେ ସ୍ପଷ୍ଟ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story