ପରଦାକୁ ଆସିଲା ‘ଗପ ହେଲେ ବି ସତ’

ଭୁବନେଶ୍ୱର: ଆସୁଛି ରଜ । ଆଉ ଏହି ରଜ ଅବସରରେ ଓଲିଉଡ ମାର୍କେଟକୁ ଆସିଛି ତରଙ୍ଗ ସିନେ ପ୍ରଡକ୍ସନର ରଜ ଭେଟି ‘ଗପ ହେଲେବି ସତ’। ଆଜି ପରଦାକୁ ଆସିଛି ଏହି ରିୟଲ ଯୋଡିଙ୍କ ରିଲ ରୋମାନ୍ସରେ ଭରା ନୂଆ ଧରଣର ରୋମାଣ୍ଟିକ ଫିଲ୍ମ। ରଜ ବଜାରକୁ ଟାର୍ଗେଟ କରିଛି ଏହି ପ୍ରଯୋଜନା ସଂସ୍ଥା। ଫିଲ୍ମ ଗପ ହେଲେ ବି ସତରେ ଦେଖିବାକୁ ମିଳୁଛି ସିନେ ଇଣ୍ଡଷ୍ଟ୍ରୀର ଟ୍ୟାଲେଣ୍ଟେଡ ଆକ୍ଟର ଅନୁଭବଙ୍କ ଭିନ୍ନ ଧରଣର ଅଭିନୟ । […]

GAPA HELEBI SATA

GAPA HELEBI SATA

Rakesh Mallick
  • Published: Friday, 12 June 2015
  • Updated: 12 June 2015, 04:30 PM IST

Sports

Latest News

ଭୁବନେଶ୍ୱର: ଆସୁଛି ରଜ । ଆଉ ଏହି ରଜ ଅବସରରେ ଓଲିଉଡ ମାର୍କେଟକୁ ଆସିଛି ତରଙ୍ଗ ସିନେ ପ୍ରଡକ୍ସନର ରଜ ଭେଟି ‘ଗପ ହେଲେବି ସତ’। ଆଜି ପରଦାକୁ ଆସିଛି ଏହି ରିୟଲ ଯୋଡିଙ୍କ ରିଲ ରୋମାନ୍ସରେ ଭରା ନୂଆ ଧରଣର ରୋମାଣ୍ଟିକ ଫିଲ୍ମ। ରଜ ବଜାରକୁ ଟାର୍ଗେଟ କରିଛି ଏହି ପ୍ରଯୋଜନା ସଂସ୍ଥା। ଫିଲ୍ମ ଗପ ହେଲେ ବି ସତରେ ଦେଖିବାକୁ ମିଳୁଛି ସିନେ ଇଣ୍ଡଷ୍ଟ୍ରୀର ଟ୍ୟାଲେଣ୍ଟେଡ ଆକ୍ଟର ଅନୁଭବଙ୍କ ଭିନ୍ନ ଧରଣର ଅଭିନୟ । ବୟସର ଭିନ୍ନ ଭିନ୍ନ ପହାଚରେ ଦେଖିବାକୁ ମିଳୁଛି ଏହି ମେଗାଷ୍ଟାରଙ୍କ ଲଭ୍ ରୋମାନ୍ସ। ଆଉ ଏହି ରୋମାଣ୍ଟିକ ଫିଲ୍ମରେ ତାଙ୍କ ସାଥ ଦେଇଛନ୍ତି ଲେଡି ଲଭ ଚୁଲବୁଲି ବର୍ଷା।

ନିଚ୍ଛକ ଓଡିଆ କହାଣୀ, ନ୍ୟାଚୁରାଲ ବ୍ୟାକଡ୍ରପରେ ସୁଟିଂ, ମିହିର ଦାସ ଏବଂ ଅନୁଭବଙ୍କ କମ୍ୱିନେସନ ସେଥିରେ ପୁଣି ଚୁଲବୁଲି ବର୍ଷାଙ୍କ ସିମ୍ପ୍ଲିସିଟି ନୂଆ ଫିଲ୍ମ ଗପ ହେଲେ ବି ସତରେ ଭରି ଦେଇଛି ଏଣ୍ଟରଟେନମେଣ୍ଟର ତଡକା। ଫିଲ୍ମର ଦୁଇଟି ଗୀତ ମନାଲିରେ ସୁଟିଂ ହେଇଛି । ସୁନ୍ଦର ପ୍ରାକୃତିକ ପରିବେଶ ଏବଂ ପ୍ରେମ ଆନନ୍ଦଙ୍କ କମ୍ପୋଜିସନ ଗୀତରେ ଭରିଦେଇଛି ଲଭ ରୋମାନ୍ସର  ନୂଆ ରଙ୍ଗ। ଫିଲ୍ମର ଗୀତଗୁଡିକରେ ରହିଛି ନିଚ୍ଛକ ଓଡିଆ ଫ୍ଲେଭର। ଭୁବନେଶ୍ୱରରେ ଗୀତ ସୁଟିଂ ବେଳେ ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ଥିଲାବେଳେ ମନାଲିରେ ସୁଟିଂ ସମୟରେ ତାପମାତ୍ରା ଶୂନ ଡିଗ୍ରୀରୁ କମଥିଲା। ତଥାପି ବହୁ ଅସୁବିଧା ସୁବିଧା ମଧ୍ୟରେ ଗୀତଗୁଡିକୁ ଶେଷ କରିବାକୁ ପଡିଥିଲା ମନାଲି ଲୋକେସନରେ।

ତରଙ୍ଗ ସିନେ ପ୍ରଡକସନସର ଦ୍ୱିତୀୟ ଅବଦାନ ହେଉଛି ଗପ ହେଲେବି ସତ। ଆସନ୍ତା ରଜ ବଜାରରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ପୁଣିଥରେ ହିଷ୍ଟ୍ରୀ କ୍ରିଏଟ କରିବାକୁ ଯାଉଛି ଏହି ରୋମାଣ୍ଟିକ ଫିଲ୍ମ। ନିଚ୍ଛକ ଓଡିଆ କାହାଣୀ ସହିତ ଗ୍ରାମ୍ୟ ଜୀବନର ପ୍ରତିଛବି ଦେଖିବାକୁ ମିଳୁଛି ଫିଲ୍ମ ଗପ ହେଲେ ବି ସତରେ । ଆଉ ଏହି ଫିଲ୍ମର  ମୁଖ୍ୟ ଆକର୍ଷଣ ହେଉଛି ଅନୁଭବଙ୍କ ଷ୍ଟାଇଲ ସାଙ୍ଗକୁ ବର୍ଷାଙ୍କ ସ୍ମାଇଲ୍ । ଓଲିଉଡର ଏହି ସୁପରହିଟ ରିୟଲ ଯୋଡି କମାଲ କରୁଛନ୍ତି ରିଲରେ। ଏହି କମ୍ୱିନେସନକୁ ନେଇ ଓଲିଉଡରେ ଆଗରୁ ଅନେକ  ପରୀକ୍ଷା ନିରୀକ୍ଷା ସରିଛି। ପ୍ରାୟ ସବୁ ଏକ୍ସପେରିମେଣ୍ଟରେ ସଫଳ ହୋଇଛନ୍ତି ଏହି ରିୟଲ ଯୋଡି। ଏବେ ଗପ ହେଲେ ବି ସତରେ ଦେଖିବାକୁ ମିଳୁଛି ଏମାନଙ୍କ ରିୟଲ ଲାଇଫର ରିଲ କେମେଷ୍ଟ୍ରୀ। ଦୀର୍ଘଦିନ ପରେ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ ଅନୁଭବ ମହାନ୍ତି ଏବଂ ମିହିର ଦାସଙ୍କ କମ୍ୱିନେସନ। ଚରିତ୍ରଟି ଛୋଟ ହେଲେ ବି ଗୋଟେ ଇମ୍ପୋଟାଣ୍ଟ ରୋଲରେ ଅଛନ୍ତି  ଭେଟେରାନ ଆକ୍ଟର ମିହିର ଦାସ ।  ବହୁ ଦିନ ପରେ କ୍ଲିନ ସେଭ ଏବଂ ହ୍ୟାଣ୍ଡସମ ଲୁକରେ ଅଭିନୟ କରିଛନ୍ତି ଏହି ରୋମାଣ୍ଟିକ ଓଡିଆ ହିରୋ।

ଏହି ଫିଲ୍ମର ନିର୍ଦେଶନା କେ. ମୂରଲୀକ୍ରିଷ୍ଣା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ଡ.ନିର୍ମଳ ନାୟକ। ଲିରିକ୍ସ ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିର୍ମଳ ନାୟକ ଏବଂ ଜୟନ୍ତ ଦାସ କରିଥିବା ବେଳେ ସଂଗୀତରେ ସଜେଇଛନ୍ତି ପ୍ରେମାନନ୍ଦ। ଗୀତଗୁଡିକରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଇରା ମହାନ୍ତି, ଟି ସୌରୀ, କୁମାର ବାପି, ସୋହିନି ମିଶ୍ର, ସସ୍ମିତା ଏବଂ ହ୍ୟୁମାନ ସାଗର। ବହୁ ସୁନ୍ଦର ଭାବେ ଏହି ଫିଲ୍ମର ପିକ୍ଚରାଇଜେସନ୍ କରିଛନ୍ତି ସିନେମାଟୋଗ୍ରାଫର ଅଭିରାମ ମିଶ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story