ଫଟୋ ପୋଷ୍ଟ୍‌ କରି ଓମ୍‌ ପୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସଲମାନ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଓମ୍‌ ପୁରୀଙ୍କର ଆଜି ଦୃହଘାତରେ ପରଲୋକ ଘଟିବା ପରେ ଦେଶ ତଥା ଦେଶ ବାହାରେ ତାଙ୍କ ସହ ଜଡିତ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସନ୍ଧ୍ୟା ୬ଟାରେ ତାଙ୍କ ଅନ୍ତିମ ସଂସ୍କାରରେ ଫିଲ୍ମ ଜଗତର ବହୁ କଳାକାରଙ୍କଠାରୁ ଆରମ୍ଭ କରି ପ୍ରୟୋଜକ, ନିର୍ଦ୍ଦେଶକ ଓ ଫ୍ୟାନ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ସଲମାନ ଖାନ ମଧ୍ୟ ଓମ ପୁରୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସଲମାନ ତାଙ୍କ ଟ୍ୱିଟର ପେଜ୍‌ରେ […]

Omm-puri-salman

Omm-puri-salman

Rakesh Mallick
  • Published: Friday, 06 January 2017
  • Updated: 07 January 2017, 07:33 AM IST

Sports

Latest News

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଓମ୍‌ ପୁରୀଙ୍କର ଆଜି ଦୃହଘାତରେ ପରଲୋକ ଘଟିବା ପରେ ଦେଶ ତଥା ଦେଶ ବାହାରେ ତାଙ୍କ ସହ ଜଡିତ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସନ୍ଧ୍ୟା ୬ଟାରେ ତାଙ୍କ ଅନ୍ତିମ ସଂସ୍କାରରେ ଫିଲ୍ମ ଜଗତର ବହୁ କଳାକାରଙ୍କଠାରୁ ଆରମ୍ଭ କରି ପ୍ରୟୋଜକ, ନିର୍ଦ୍ଦେଶକ ଓ ଫ୍ୟାନ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ।

ସଲମାନ ଖାନ ମଧ୍ୟ ଓମ ପୁରୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସଲମାନ ତାଙ୍କ ଟ୍ୱିଟର ପେଜ୍‌ରେ ଓମ୍‌ ପୁରୀ ଏବଂ ତାଙ୍କର ଏକ ବିଶେଷ ସମୟର ଫଟୋ ପୋଷ୍ଟ କରିଛନ୍ତି।

ସଲମାନ ଓମ୍‌ ପୁରୀଙ୍କ ସହ ‘ଟ୍ୟୁବଲାଇଟ’ କରୁଥିଲେ। ଏହି ଫିଲ୍ମ ଇଦ୍‌କୁ ରିଲିଜ ହେବ। କବିର ଖାନା ଏହାର ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story