ମହେଶ ଭଟ୍ଟଙ୍କ ମୃତ୍ୟୁ ଖବର ମିଛ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ଅନ୍ୟତମ ହିଟ୍ ଫିଲ୍ମ ‘ସଡ଼କ୍‌’ର ସ୍ୱିକେଲ୍‌ ନିର୍ମାଣ କରୁଛନ୍ତି। ଏହା ସହିତ ସେ ଦୀର୍ଘ ୨୦ ବର୍ଷ ପରେ ପୁଣି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ଏହାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତୀବ୍ର ବେଗରେ ଖବର ପ୍ରଚାରିତ ହୋଇଥିଲା। ଅବଶ୍ୟ ଏହା କେବଳ ଗୁଜବ ବୋଲି ପୂଜା ଭଟ୍ଟ ସ୍ପଷ୍ଟ କରିବା ସହିତ ତାଙ୍କ ବାପା ସୁସ୍ଥ […]

bhatt

bhatt

Chinmayee Roy
  • Published: Saturday, 07 September 2019
  • Updated: 07 September 2019, 11:05 AM IST

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ଅନ୍ୟତମ ହିଟ୍ ଫିଲ୍ମ ‘ସଡ଼କ୍‌’ର ସ୍ୱିକେଲ୍‌ ନିର୍ମାଣ କରୁଛନ୍ତି। ଏହା ସହିତ ସେ ଦୀର୍ଘ ୨୦ ବର୍ଷ ପରେ ପୁଣି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ଏହାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତୀବ୍ର ବେଗରେ ଖବର ପ୍ରଚାରିତ ହୋଇଥିଲା। ଅବଶ୍ୟ ଏହା କେବଳ ଗୁଜବ ବୋଲି ପୂଜା ଭଟ୍ଟ ସ୍ପଷ୍ଟ କରିବା ସହିତ ତାଙ୍କ ବାପା ସୁସ୍ଥ ଅଛନ୍ତି ବୋଲି କହିଥିଲେ। ତା’ସହିତ ସେ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ମହେଶ ଭଟ୍ଟଙ୍କର ଦୁଇଟି ଫଟୋ ପୋଷ୍ଟ୍ କରିଥିଲେ।

https://twitter.com/PoojaB1972/status/1169990801172115456

ପୂଜା ଫଟୋ ଦୁଇଟି ପୋଷ୍ଟ୍ କରି ଲେଖିଥିଲେ,“ଯେଉଁମାନେ ଗୁଜବ ସୃଷ୍ଟି କରିଥିଲେ ଓ ଯେଉଁମାନେ ସତରେ ମୋ ବାପାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଚିନ୍ତିତ ହୋଇପଡ଼ିଥିଲେ, ସେମାନଙ୍କ ପାଇଁ ଏହା ପ୍ରଚୁର ପ୍ରମାଣ ଯେ ସେ ପୂର୍ବଭଳି ଅଛନ୍ତି।”

ସୂଚନାଯୋଗ୍ୟ, ଆଲିଆ ଭଟ୍ଟ, ପୂଜା ଭଟ୍ଟ ଓ ମହେଶ ଭଟ୍ଟ ପ୍ରଥମ ଥର ପାଇଁ ‘ସଡ଼କ ୨’ରେ ଏକାଠି କାମ କରିବେ। ପୂଜା ଭଟ୍ଟ ମଧ୍ୟ ଅନେକ ଦିନ ପରେ ଏହି ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ଏଥିରେ ସଞ୍ଜୟ ଦତ୍ତ ବି ଅଛନ୍ତି। ୧୯୯୧ରେ ରିଲିଜ୍ ହୋଇଥିବା ‘ସଡ଼କ୍‌’ରେ ପୂଜା ଓ ସଞ୍ଜୟ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ମହେଶ ଭଟ୍ଟ ଦେଇଥିଲେ। ‘ସଡ଼କ୍‌ ୨’ର ନିର୍ଦ୍ଦେଶନା ବି ସେ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story