ମୁଁ ପାକିସ୍ତାନ ଆସି ବହୁତ ଖୁସି: ପୂଜା ଭଟ୍ଟ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିମାନ ଚଳାଚଳ ଏବେ ବି ଜାରି ରହିଛି। ଯେଉଁ ଅଭିନେତା ଯେତେବେଳେ ଚାହିଁବେ ଦୁଇ ଦେଶକୁ ଯାତାୟାତ କରିପାରିବେ ବୋଲି ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ କହିଛନ୍ତି। ଆଜି କରାଚୀରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ଉରୀ ଆତଙ୍କୀ ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବା ଦାବି ଜୋର ଧରିଥିବା ବେଳେ ପୂଜା ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ପୂର୍ବରୁ […]

pooja-bhatt

pooja-bhatt

Rakesh Mallick
  • Published: Friday, 28 October 2016
  • Updated: 28 October 2016, 06:28 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିମାନ ଚଳାଚଳ ଏବେ ବି ଜାରି ରହିଛି। ଯେଉଁ ଅଭିନେତା ଯେତେବେଳେ ଚାହିଁବେ ଦୁଇ ଦେଶକୁ ଯାତାୟାତ କରିପାରିବେ ବୋଲି ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ କହିଛନ୍ତି। ଆଜି କରାଚୀରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ଉରୀ ଆତଙ୍କୀ ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବା ଦାବି ଜୋର ଧରିଥିବା ବେଳେ ପୂଜା ଏପରି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି,“ପୂର୍ବରୁ ମଧ୍ୟ ବହୁତ ଥର ମୁଁ ଏଠାକୁ ଆସିଛି। ମୁଁ ପାକିସ୍ତାନ ଆସି ବହୁତ ଖୁସି ଅଛି।”

ପୂଜାଙ୍କ ଦାଦା ମୁକେଶ ଭଟ୍ଟ କିଛିଦିନ ପୂର୍ବେ କହିଥିଲେ ଯେ ୭ ଜନ୍ମ ପର୍ଯ୍ୟନ୍ତ ପାକିସ୍ତନୀ କଳାକାରଙ୍କୁ ଫିଲ୍ମରେ ନିଆଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story