ପରଲୋକରେ ସାଉଥ୍‌ କମେଡିଆନ୍‌ ଭେନୁ ମାଧବ

ହାଇଦ୍ରାବାଦ: ଦର୍ଶକଙ୍କୁ ପରଦାରେ ହସାଇ ହସାଇ ବେଦମ୍‌ କରାଇ ପାରୁଥିବା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର କମେଡିଆନ ଭେନୁ ମାଧବ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି  ମଧ୍ୟାହ୍ନ ୧୨ଟା ୨୧ ମିନିଟ୍‌ରେ ଭେନୁ ଆଖି ବୁଜିଛନ୍ତି ।  ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଲିଭର୍‌ ଓ କିଡ୍‌ନୀ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିଲେ।  ଗୁରୁତର ହୋଇପଡ଼ିଥିବା […]

Venu_Madhav_1

Venu_Madhav_1

Niharika Rout
  • Published: Wednesday, 25 September 2019
  • Updated: 25 September 2019, 02:42 PM IST

Sports

Latest News

ହାଇଦ୍ରାବାଦ: ଦର୍ଶକଙ୍କୁ ପରଦାରେ ହସାଇ ହସାଇ ବେଦମ୍‌ କରାଇ ପାରୁଥିବା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର କମେଡିଆନ ଭେନୁ ମାଧବ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି  ମଧ୍ୟାହ୍ନ ୧୨ଟା ୨୧ ମିନିଟ୍‌ରେ ଭେନୁ ଆଖି ବୁଜିଛନ୍ତି ।  ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଲିଭର୍‌ ଓ କିଡ୍‌ନୀ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିଲେ।  ଗୁରୁତର ହୋଇପଡ଼ିଥିବା ଭେନୁଙ୍କୁ ଲାଇଭ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇ ଚିକିତ୍ସା  କରାଯାଉଥିଲା।  

୧୯୭୯ ମସିହାରେ ତେଲେଙ୍ଗାନା ରାଜ୍ୟର କୋଡ଼ାଡ଼ରେ ଜନ୍ମ ଗ୍ରହଣ କରିଥିବା ଭେନୁ ଜଣେ ପ୍ରସିଦ୍ଧ ମିମିକ୍ରି ଆର୍ଟିଷ୍ଟ ଥିଲେ। ୧୯୯୬ ମସିହାରେ ‘ସମ୍ପ୍ରଦାୟମ୍‌’ ଫିଲ୍ମ  ଜରିଆରେ ସେ ଟଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।  ଏହା ପର ବର୍ଷ ତାଙ୍କୁ ‘ମାଷ୍ଟର୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା।  ହାସ୍ୟ ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଅଭିନେତା ବହୁ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ବହୁ ଟେଲିଭିଜନ୍ ପ୍ରୋଗ୍ରାମରେ ସେ ହୋଷ୍ଟ ଭାବେ ଦର୍ଶକଙ୍କ ତାଳି ସାଉଣ୍ଟିଛନ୍ତି।

ଖୁବ୍‌ କମ୍‌ ବୟସରୁ ସଫଳତାର ସ୍ୱାଦ ଚାଖିଥିବା ଏହି ହାସ୍ୟ ଅଭିନେତା ଅସୁସ୍ଥତା ହେତୁ ଦୀର୍ଘ ଦିନ ହେଲା ରୁପେଲି ପରଦାରୁ ଦୂରେଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story