ବଡ଼ ହେବ ପିସିଙ୍କ ପରିବାର !

ମୁମ୍ବାଇ: ଶୀର୍ଷକଟି ପଢ଼ି କିଛି ବୁଝିପାରିଲେ ନା ନାହିଁ ? ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅର୍ଥାତ୍ ପିସି ମା’ ହେବାକୁ ଯାଉଛନ୍ତି- ଏ କଥା ଆପଣଙ୍କ ମନକୁ ଆସିଲା କି? ତା’ହେଲେ ଆପଣ ସମ୍ପୂର୍ଣ୍ଣ ଭୁଲ୍ ନୁହନ୍ତି। ଆପଣଙ୍କ ଭାବିବାଟା ପାଖାପାଖି ଠିକ୍। ଯଦିଓ ପିସି ମା’ ହେବାକୁ ଯାଉ ନାହାନ୍ତି, ତେବେ ସେ ମା’ ହେବା ପାଇଁ ମନ ବଳାଇ ସାରିଲେଣି। ସେ ଦେଇଥିବା ମନ୍ତବ୍ୟରୁ ତ ଏହା ବୁଝାପଡ଼ୁଛି। ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ […]

priyanka

priyanka

Jitendra Garnayak
  • Published: Saturday, 12 October 2019
  • Updated: 12 October 2019, 11:12 AM IST

Sports

Latest News

ମୁମ୍ବାଇ: ଶୀର୍ଷକଟି ପଢ଼ି କିଛି ବୁଝିପାରିଲେ ନା ନାହିଁ ? ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅର୍ଥାତ୍ ପିସି ମା’ ହେବାକୁ ଯାଉଛନ୍ତି- ଏ କଥା ଆପଣଙ୍କ ମନକୁ ଆସିଲା କି? ତା’ହେଲେ ଆପଣ ସମ୍ପୂର୍ଣ୍ଣ ଭୁଲ୍ ନୁହନ୍ତି। ଆପଣଙ୍କ ଭାବିବାଟା ପାଖାପାଖି ଠିକ୍। ଯଦିଓ ପିସି ମା’ ହେବାକୁ ଯାଉ ନାହାନ୍ତି, ତେବେ ସେ ମା’ ହେବା ପାଇଁ ମନ ବଳାଇ ସାରିଲେଣି। ସେ ଦେଇଥିବା ମନ୍ତବ୍ୟରୁ ତ ଏହା ବୁଝାପଡ଼ୁଛି।

ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ ପରିବାର ଖୁବ୍‌ଶୀଘ୍ର ବଡ଼ ହେବ। ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ସେବଠାରୁ ସେ ମା’ ହେବାକୁ ଉତ୍ସୁକ ଅଛନ୍ତି। ଛୁଆମାନଙ୍କୁ ସେ ଖୁବ୍ ଭଲ ପାଆନ୍ତି। ସେ ସବୁବେଳେ ଜନନୀ ହେବାର ସ୍ୱପ୍ନ ଦେଖୁଥିଲେ। ଆଉ ଯେତେବେଳେ ବି ସମୟ ଆସିବ ସେମିତି ହିଁ ହେବ।

ଗତ ବର୍ଷ ଡିସେମ୍ବର ମାସରେ ପ୍ରିୟଙ୍କା ଆମେରିକୀୟ ଗାୟକ ନିକ୍ ଜୋନାସ୍‌ଙ୍କୁ ବାହା ହୋଇଥିଲେ। ବାହାଘର ପରଠାରୁ ସେ ବେଶ୍ ଖୁସି ଅଛନ୍ତି। ବାହାଘର ପରେ ତାଙ୍କ ଜୀବନ ଏକ ପ୍ରକାର ସନ୍ତୋଷ ବା ତୃପ୍ତିରେ ଭରିଯାଇଛି ବୋଲି ସେ କହିଛନ୍ତି। ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ବି ଦୁଇ ସପ୍ତାହରେ ଥରେ ସେମାନେ ପରସ୍ପରକୁ ଭେଟନ୍ତି ବୋଲି ପ୍ରିୟଙ୍କା ନିକଟରେ ଏକ ସାକ୍ଷାତକାରରେ କହିଥିଲେ।

ପ୍ରିୟଙ୍କା ସବୁବେଳେ ନିକ୍‌ଙ୍କ ସହିତ ରହିବାକୁ ଚାହାନ୍ତି ଓ ସବୁକାମ ସାଙ୍ଗ ହୋଇ କରିବାକୁ ବି ଚାହାନ୍ତି। ତେବେ ସେ ଗୋଟିଏ କାମ ନିକ୍‌ଙ୍କ ସହିତ କରିବା ପାଇଁ ଚାହାନ୍ତି ନାହିଁ। ସେ ତାଙ୍କ ସହିତ ଗୀତ ଗାଇବାକୁ ଚାହାନ୍ତି ବୋଲି କହିଛନ୍ତି। କାରଣ ନିକ୍‌ଙ୍କ ସହିତ ଗୀତ ଗାଇବାର ସାହସ ତାଙ୍କଠାରେ ନାହିଁ ବୋଲି ପିସି କହିଛନ୍ତି।

ସୂଚନାଯୋଗ୍ୟ, ଏଇ ଶୁକ୍ରବାର ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ ରିଲିଜ୍ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଆୟ କରିଛି। ପ୍ରାୟ ତିନି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ପ୍ରିୟଙ୍କା ବଲିଉଡ୍‌କୁ କମ୍‌ବ୍ୟାକ୍ କରିଛନ୍ତି। ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ସେ ଭାରତ ଆସି ପ୍ରାୟ ୧୫ ଦିନ ଧରି ଏହାର ପ୍ରମୋସନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story