‘ଦଙ୍ଗଲ୍‌’କୁ ଟପିଲା ‘ରଇସ୍‌’

ମୁମ୍ବାଇ: କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ କିଙ୍ଗଖାନ୍‌ଙ୍କ ଖୁବ୍‌ ଡିମାଣ୍ଡ୍‌ ରହିଛି। ଏହା ଆଉ ଥରେ ପ୍ରମାଣିତ ହୋଇଛି ‘ରଇସ୍‌’ର ରିଲିଜ୍‌ ପରେ।  ରିଲିଜ୍‌ ପରଠାରୁ ଫିଲ୍ମର ରୋଜଗାର ଉଭୟ ଦେଶ ଓ ବିଦେଶରେ ଖୁବ୍‌ ଭଲ ରହିଛି। ରାହୁଲ ଢୋଲକିୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ଦିନର ଆୟ ଆମୀରଙ୍କ ‘ଦଙ୍ଗଲ’କୁ ଟପି ଯାଇଛି। ଖବର ମୁତାବକ ଆମେରିକାର ବକ୍ସ ଅଫିସରେ ରିଲିଜ୍‌ର ପ୍ରଥମ ଦିନରେ ‘ରଇସ୍’ ୩,୪୭,୬୦୩ ଆମେରିକୀୟ ଡଲାର ଆୟ କରିଛି। […]

sharukh

sharukh

Rakesh Mallick
  • Published: Friday, 27 January 2017
  • Updated: 27 January 2017, 01:37 PM IST

Sports

Latest News

ମୁମ୍ବାଇ: କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ କିଙ୍ଗଖାନ୍‌ଙ୍କ ଖୁବ୍‌ ଡିମାଣ୍ଡ୍‌ ରହିଛି। ଏହା ଆଉ ଥରେ ପ୍ରମାଣିତ ହୋଇଛି ‘ରଇସ୍‌’ର ରିଲିଜ୍‌ ପରେ।  ରିଲିଜ୍‌ ପରଠାରୁ ଫିଲ୍ମର ରୋଜଗାର ଉଭୟ ଦେଶ ଓ ବିଦେଶରେ ଖୁବ୍‌ ଭଲ ରହିଛି।

ରାହୁଲ ଢୋଲକିୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ଦିନର ଆୟ ଆମୀରଙ୍କ ‘ଦଙ୍ଗଲ’କୁ ଟପି ଯାଇଛି।

ଖବର ମୁତାବକ ଆମେରିକାର ବକ୍ସ ଅଫିସରେ ରିଲିଜ୍‌ର ପ୍ରଥମ ଦିନରେ ‘ରଇସ୍’ ୩,୪୭,୬୦୩ ଆମେରିକୀୟ ଡଲାର ଆୟ କରିଛି।  ଆମେରିକାରେ ‘ଦଙ୍ଗଲ’ ରିଲିଜ୍‌ର ପ୍ରଥମ ଦିନରେ ୩,୨୮,୨୨୭ ଆମେରିକୀୟ ଡଲାର ଆୟ କରିଥିଲା।

ଅନ୍ୟ ପକ୍ଷେ ୟୁକେରେ ‘ରଇସ’ ୧,୨୬,୦୦୦ ପାଉଣ୍ଡ ରୋଜଗାର କରିଥିବା ବେଳେ ‘ଦଙ୍ଗଲ’ ୧,୨୧,୦୦୦ ପାଉଣ୍ଡ ରୋଜଗାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story