ଜନ୍ମଦିନ ପାଳନ ନ କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କଲେ ରଜନୀକାନ୍ତ

ମୁମ୍ବାଇ: ଡିସେମ୍ବର ୧୨ ତାରିଖରେ ନିଜର ଜନ୍ମଦିନ ପାଳନ ନକରିବାକୁ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫ୍ୟାନ ମାନଙ୍କୁ ଅନୁରୋଧ କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ବିୟୋଗରେ ରଜନୀକାନ୍ତ ତାଙ୍କର ଚଳିତବର୍ଷ ଜନ୍ମଦିନ ପାଳନ ନକରିବା ପାଇଁ ନିପତ୍ତି ନେଇଛନ୍ତି। ଏହି ଖବର ରଜନୀକାନ୍ତଙ୍କ ମ୍ୟାନେଜର ରିଆଜ ଅହମ୍ମଦ ଟ୍ୱିଟ୍‌ର ମାଧ୍ୟମରେ ଜଣାଇଛନ୍ତି। ପ୍ରଂଶସକମାନେ ତାଙ୍କର କୌଣସି ପୋଷ୍ଟର ଏବଂ ବ୍ୟାନର ଆଦି ନ ଲଗାଇବାକୁ ରଜନୀକାନ୍ତ ଅନୁରୋଧ କରିଥିବା ସେ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି।

rajnikant

rajnikant

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 01:34 PM IST

Sports

Latest News

ମୁମ୍ବାଇ: ଡିସେମ୍ବର ୧୨ ତାରିଖରେ ନିଜର ଜନ୍ମଦିନ ପାଳନ ନକରିବାକୁ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫ୍ୟାନ ମାନଙ୍କୁ ଅନୁରୋଧ କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ବିୟୋଗରେ ରଜନୀକାନ୍ତ ତାଙ୍କର ଚଳିତବର୍ଷ ଜନ୍ମଦିନ ପାଳନ ନକରିବା ପାଇଁ ନିପତ୍ତି ନେଇଛନ୍ତି।

ଏହି ଖବର ରଜନୀକାନ୍ତଙ୍କ ମ୍ୟାନେଜର ରିଆଜ ଅହମ୍ମଦ ଟ୍ୱିଟ୍‌ର ମାଧ୍ୟମରେ ଜଣାଇଛନ୍ତି। ପ୍ରଂଶସକମାନେ ତାଙ୍କର କୌଣସି ପୋଷ୍ଟର ଏବଂ ବ୍ୟାନର ଆଦି ନ ଲଗାଇବାକୁ ରଜନୀକାନ୍ତ ଅନୁରୋଧ କରିଥିବା ସେ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story