ପୁଣି ଥରେ ମିଙ୍ଗଲ ହେଲେ ରାଖୀ, ପାଇଗଲେ ଆଉ ଜଣେ ସୁଇଟ ହାର୍ଟ

ମୁମ୍ବାଇ: ପୁଣି ଥରେ ମିଙ୍ଗଲ ହେଲେ ବି- ଟାଉନ୍‌ର ଡ୍ରାମା କୁଇନ ରାଖୀ ସାୱନ୍ତ। ପାଇଗଲେ ନୂଆ ପ୍ରେମିକ । କହିଲେ, ଭଗବାନ ଛପର ଫାଡିକି ଦେଇଛନ୍ତି। ଜୀବନରେ ପ୍ରଥମ ଥର ଏପରି ଯୁବକଙ୍କୁ ପାଇଛି, ଯେକି ମୋତେ ଭଲ ପାଉଛନ୍ତି। ସ୍ୱାମୀ ରିତେଶ ଛାଡ଼ି ଚାଲିଯିବା ପରେ ଦୀର୍ଘ ଦିନ ବିଚ୍ଛେଦ ନିଆଁରେ ଜଳୁଥିବା ରାଖୀଙ୍କ ମୁହଁରେ ଏବେ ପୁଣି ଥରେ ହସ ଫୁଟିଛି।  ପୁଣି ଥରେ ପ୍ରେମରେ ପଡ଼ିବା ପରେ ରାଖୀଙ୍କ ପାଦ ଖୁସିରେ […]

rakhi

rakhi

Niharika Rout
  • Published: Monday, 16 May 2022
  • Updated: 16 May 2022, 10:51 AM IST

Sports

Latest News

ମୁମ୍ବାଇ: ପୁଣି ଥରେ ମିଙ୍ଗଲ ହେଲେ ବି- ଟାଉନ୍‌ର ଡ୍ରାମା କୁଇନ ରାଖୀ ସାୱନ୍ତ। ପାଇଗଲେ ନୂଆ ପ୍ରେମିକ । କହିଲେ, ଭଗବାନ ଛପର ଫାଡିକି ଦେଇଛନ୍ତି। ଜୀବନରେ ପ୍ରଥମ ଥର ଏପରି ଯୁବକଙ୍କୁ ପାଇଛି, ଯେକି ମୋତେ ଭଲ ପାଉଛନ୍ତି।

ସ୍ୱାମୀ ରିତେଶ ଛାଡ଼ି ଚାଲିଯିବା ପରେ ଦୀର୍ଘ ଦିନ ବିଚ୍ଛେଦ ନିଆଁରେ ଜଳୁଥିବା ରାଖୀଙ୍କ ମୁହଁରେ ଏବେ ପୁଣି ଥରେ ହସ ଫୁଟିଛି।  ପୁଣି ଥରେ ପ୍ରେମରେ ପଡ଼ିବା ପରେ ରାଖୀଙ୍କ ପାଦ ଖୁସିରେ ତଳେ ଲାଗୁ ନାହିଁ।  ରିତେଶଙ୍କୁ ବିବାହ ପରେ ତାଙ୍କୁ ଦୀର୍ଘ ଦିନ ମିଡିଆ ସମ୍ମୁଖରୁ ଲୁଚାଇଥିବା ରାଖୀ ଏଥର କିନ୍ତୁ କିଛି ଲୁଚାଇବା ମୁଡରେ ନାହାନ୍ତି। ଏପରିକି ପାପାରାଜିଙ୍କ ସମ୍ମୁଖରେ ନିଜ ନୂଆ ପ୍ରେମିକଙ୍କୁ ପରିଚିତ କରାଇ ତାଙ୍କ ସହ ଖୁବ୍‌ ଖୁସି ଥିବା କହିଛନ୍ତି ରାଖୀ।

ଆଦିଲ ନାମକ ଯୁବକଙ୍କ ସହ ରାଣୀଙ୍କ ଲଭ୍‌ କନେକସନ୍‌ ଚାଲିଥିବା ବେଳେ ଉପରବାଲା ଛପର ଫାଡ଼ିକି ଦେଇଥିବା କହିଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌ । ଆଦିଲ ଜଣେ ସୁଇଟହାର୍ଟ, ସେ  ମୋତେ ବିଏମ୍‌ଡବ୍ଲ୍ୟୁ କାର୍‌ ଉପହାର ଦେଇଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ରାଖୀ ।

[caption id="attachment_734499" align="aligncenter" width="650"]rakhi ନିଜ ନୂଆ ବୟଫ୍ରେଣ୍ଡ ଆଦିଲ ଓ ନୂଆ କାର୍‌ ସହ ରାଖୀ ସାୱନ୍ତ ।[/caption]

ଏବେ ରାଖୀଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ରାକ୍ଷୀ ଦୁନିଆ ସାମନରେ ଆଦିଲଙ୍କୁ ନିଜ ବୟଫ୍ରେଣ୍ଡ ହିସାବରେ ପରିଚିତ କରାଉଛନ୍ତି। ଏଥିସହ ଆଦିଲ ହିଁ ତାଙ୍କୁ ପ୍ରକୃତ ପ୍ରେମ କରୁଥିବା ଡେଙ୍ଗୁରା ପିଟିଛନ୍ତି ରାଖୀ।

ରିତେଶଙ୍କ ସହ ବିଚ୍ଛେଦ ପରେ ଡିପ୍ରେସନକୁ ଚାଲି ଯାଇଥିବା ବେଳେ ଆଦିଲ ହିଁ ଏପରି ବ୍ୟକ୍ତି ଯିଏ ମୋତେ ସେଥିରୁ ବାହାର କରିଥିଲେ ବୋଲି କହିଛନ୍ତି ରାଖୀ। ଏଥିସହ ସେ କହିଛନ୍ତି,  ମୁଁ ଏକ ଛୋଟ କାର୍‌ ଚଢ଼ୁଥିବା ବେଳେ ଆଦିଲ ଓ ତାଙ୍କ ଭଉଣୀ ମୋତେ ବିଏମ୍‌ଡବ୍ଲ୍ୟୁ ଉପହାର ଦେଇଛନ୍ତି। ଫାଇନାଲି ମୁଁ  ମୋତେ ଭଲ ପାଉଥିବା ଏକ ପିଲା ପାଇଗଲି ବୋଲି କହିବା ସହ ଆଦିଲଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଦୁନିଆ ସମ୍ମୁଖରେ କହିଛନ୍ତି ରାଖୀ ସାୱନ୍ତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story