ରାକ୍ଷୀ ଏବେ ରାନୁଙ୍କ ଫ୍ୟାନ୍‌

ମୁମ୍ବାଇ: ରାକ୍ଷୀ ଶାୱନ୍ତ୍ ଆଜିକାଲି ନିଜ ସିକ୍ରେଟ୍‌ ୱେଡିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ସୋଶାଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ ଯେ ସେ ବିବାହ କରିସାରିଛନ୍ତି। ତାଙ୍କ ସ୍ୱାମୀ ଜଣେ ଏନ୍‌ଆର୍‌ଆଇ ଯାହାଙ୍କ ନାଁ ଋତେଶ। ଏବେ ପୁଣି କିଛିଦିନ ପୂର୍ବେ ତାଙ୍କର ଏକ ନୂଆ ଆଇଟମ୍ ଗାତ ‘ଛପନଛୁରୀ’ ରିଲିଜ୍‌ ହୋଇଛି। ଏହାକୁ  ପ୍ରମୋଟ କରିବା ପାଇଁ ରାକ୍ଷୀ କୌଣସି ବି ମଉକା ଛାଡ଼ୁ ନାହାନ୍ତି। ଏବେ ସେ ସୋଶାଲ ମିଡିଆ ସେନ୍‌ସେଶନ୍ ରାନୁ […]

rakhi

rakhi

Chinmayee Roy
  • Published: Monday, 09 September 2019
  • Updated: 09 September 2019, 11:39 AM IST

Sports

Latest News

ମୁମ୍ବାଇ: ରାକ୍ଷୀ ଶାୱନ୍ତ୍ ଆଜିକାଲି ନିଜ ସିକ୍ରେଟ୍‌ ୱେଡିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ସୋଶାଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ ଯେ ସେ ବିବାହ କରିସାରିଛନ୍ତି। ତାଙ୍କ ସ୍ୱାମୀ ଜଣେ ଏନ୍‌ଆର୍‌ଆଇ ଯାହାଙ୍କ ନାଁ ଋତେଶ। ଏବେ ପୁଣି କିଛିଦିନ ପୂର୍ବେ ତାଙ୍କର ଏକ ନୂଆ ଆଇଟମ୍ ଗାତ ‘ଛପନଛୁରୀ’ ରିଲିଜ୍‌ ହୋଇଛି। ଏହାକୁ  ପ୍ରମୋଟ କରିବା ପାଇଁ ରାକ୍ଷୀ କୌଣସି ବି ମଉକା ଛାଡ଼ୁ ନାହାନ୍ତି। ଏବେ ସେ ସୋଶାଲ ମିଡିଆ ସେନ୍‌ସେଶନ୍ ରାନୁ ମଣ୍ଡଳଙ୍କ ଫ୍ୟାନ୍‌ ପାଲଟି ଯାଇଛନ୍ତି। ଆଉ ନିଜର ଏକ ଗୀତ ଗାଇବା ଲାଗି ତାଙ୍କୁ ଅଫର୍ ଦେଇଛନ୍ତି।

https://www.instagram.com/p/B2CcSyrh0m2/?utm_source=ig_web_copy_link

ସୂଚନା ଅନୁଯାୟୀ, ରାକ୍ଷୀ ଏବେ ରାନୁ ମଣ୍ଡଳଙ୍କ ପ୍ରଶଂସା କରି ତାଙ୍କୁ ଏକ ଗୀତର ଅଫର୍ ଦେଇଛନ୍ତି। ସେ ଚାହୁଁଛନ୍ତି ରାନୁ ତାଙ୍କ ନୂଆ ଗୀତ ‘ଛପନଛୁରୀ’ର ରିମିକ୍ସ ଗାଆନ୍ତୁ। ରାନୁ ମଣ୍ଡଲଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ବଲିଉଡରେ ଗାଇବାର ସୁଯୋଗ ଦେଇଥିବା  ହିମେଶ ରେଶମିୟାଙ୍କୁ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

https://www.instagram.com/p/B1eVI_cjQS3/?utm_source=ig_web_copy_link

https://www.instagram.com/p/B16GjPEjxCT/?utm_source=ig_web_copy_link

https://www.instagram.com/p/B1xxoiNDyA_/?utm_source=ig_web_copy_link

ରାନୁ ମଣ୍ଡଳ ହେଉଛନ୍ତି ସେହି ମହିଳା ଯିଏ ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେସନ୍‌ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ସୋଶାଲ ମଡିଆରେ ଭାଇରାଲ୍‌ ହେଉଥିବା ରାନୁଙ୍କ ଭିଡିଓ ବଲିଉଡ୍ ସେଲେବ୍ରିଟିଙ୍କ ପାଖରେ ମଧ୍ୟ ପହଞ୍ଚିଥିଲା।

ଏହାପରେ ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିୟା ରାନୁଙ୍କ ଗୀତରେ ପ୍ରଭାବିତ ହୋଇ ନିଜ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ ପାଇଁ ରାନୁଙ୍କ ସହ ୩ଟି ଗୀତ ରେକର୍ଡ଼ କରିସାରିଲେଣି। ଏହା ବ୍ୟତୀତ ସୋନୁ ନିଗମଙ୍କ ଭଳି ଗାୟକ ବି ତାଙ୍କ ସହିତ ଗୀତ ଗାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅନେକ ଲାଇଭ୍‌ ଶୋ’ ପାଇଁ ବି ରାନୁଙ୍କ ପାଖକୁ ଅଫର୍‌ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story