ବିଗ୍‌ବି ସବୁଠାରୁ ବଡ଼ ଠକ: ରାମଗୋପାଲ ବର୍ମା

ମୁମ୍ୱାଇ: ବିଗ୍‌ବି ଅମିତାଭ ବଚ୍ଚନ ହେଉଛନ୍ତି ସବୁଠାରୁ ବଡ଼ ଠକ। ଏହା ଆମେ କହୁନୁ। କହିଛନ୍ତି ରାମଗୋପାଲ ବର୍ମା। ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସରକାର ୩’ରେ ନଜର ଆସିବେ ବିଗ୍ ବି। ଏହି ଫିଲ୍ମର ପ୍ରମୋସନ ପାଇଁ ଅମିତାଭଙ୍କର ଏକ ସାକ୍ଷାତକାର ନେଇଛନ୍ତି ରାମଗୋପାଲ।  ଏହି ସାକ୍ଷାତକାର ମେ’ ୮ ରେ ରିଲିଜ୍‌ହେବ। ରାମଗୋପାଲ ବର୍ମା ସାକ୍ଷାତକାରର କିଛି ଫଟୋ  ଓ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। ଏହି ସାକ୍ଷାତକାର ସମୟରେ ରାମଗୋପାଲ କଡ଼ା ଭାଷାରେ ଅମିତାଭଙ୍କ […]

ramgopal

ramgopal

Rakesh Mallick
  • Published: Friday, 05 May 2017
  • Updated: 05 May 2017, 09:27 AM IST

Sports

Latest News

ମୁମ୍ୱାଇ: ବିଗ୍‌ବି ଅମିତାଭ ବଚ୍ଚନ ହେଉଛନ୍ତି ସବୁଠାରୁ ବଡ଼ ଠକ। ଏହା ଆମେ କହୁନୁ। କହିଛନ୍ତି ରାମଗୋପାଲ ବର୍ମା। ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସରକାର ୩’ରେ ନଜର ଆସିବେ ବିଗ୍ ବି। ଏହି ଫିଲ୍ମର ପ୍ରମୋସନ ପାଇଁ ଅମିତାଭଙ୍କର ଏକ ସାକ୍ଷାତକାର ନେଇଛନ୍ତି ରାମଗୋପାଲ।  ଏହି ସାକ୍ଷାତକାର ମେ’ ୮ ରେ ରିଲିଜ୍‌ହେବ। ରାମଗୋପାଲ ବର୍ମା ସାକ୍ଷାତକାରର କିଛି ଫଟୋ  ଓ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି।

ଏହି ସାକ୍ଷାତକାର ସମୟରେ ରାମଗୋପାଲ କଡ଼ା ଭାଷାରେ ଅମିତାଭଙ୍କ ସହ କଥା ହୋଇଛନ୍ତି। ତାଙ୍କ ମୁହଁରୁ କିଛି ପ୍ରଶ୍ନ ଶୁଣି ଅମିତାଭ୍‌ ମଧ୍ୟ ରାଗି ଯାଇଥିବା ଦେଖିବାକୁ ମିଳିଛି। ବିଗ୍‌ବିଙ୍କ ଉଚ୍ଚତାକୁ ନେଇ ସେ ଏକ ପ୍ରଶ୍ନ କରିଥିଲେ।  ଏହି ପ୍ରଶ୍ନ ଶୁଣି ଅମିତାଭ ତାଙ୍କୁ କହିଥିଲେ ତୁମର ପ୍ରଶ୍ନଟି ମୂର୍ଖତାର ପରିଚୟ।

ସାକ୍ଷାତକାର ନେବା ବେଳେ ରାମଗୋପାଲ ଅମିତାଭ୍‌ଙ୍କୁ ସବୁଠାରୁ ବଡ଼ ମିଛୁଆ ବ୍ୟକ୍ତିର ଆୱାର୍ଡ ମଧ୍ୟ ଦେଇ ଦେଇଛନ୍ତି।

ଏହି ଫିଲ୍ମ ମେ’ ୧୨ ରେ ରିଲିଜ୍‌ ହେବ। ଫିଲ୍ମରେ ୟାମୀ ଗୌତମଙ୍କୁ ଦେଖିବାକୁ ମିଳିବ। ସେ ଏହି ଫିଲ୍ମରେ ଅନ୍ନୁ କରକରେ ଭୂମିକାରେ ଅଭିନୟ କରିବେ।  ଯିଏ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ସରକାରଙ୍କଠାରୁ ନେବାକୁ ଚାହୁଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story