ରଣଦୀପ୍‌ ହୁଡ୍ଡା ହେଲେ ଅଗ୍ନିସମ ବିଭାଗର ବ୍ରାଣ୍ଡ ଆମ୍ବାସାଡର

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ ଫାୟାର ଆଡଭାଇଜରି କାଉନ୍‌ସିଲ( ଏସ୍‌ଏଫ୍‌ଏସ୍‌ସି) ଫିଲ୍ମ ଅଭିନେତା ରଣଦୀପ୍‌ ହୁଡ୍ଡାଙ୍କୁ ଭାରତରେ ଅଗ୍ନିସମ ବିଭାଗର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ମୁମ୍ବାଇ ଦମକଳ ସେବାର ମୁଖ୍ୟ ଅଗ୍ନିସମ ଅଧିକାରୀଙ୍କ କହିବାନୁଯାୟୀ ପ୍ରତ୍ୟେକ ସେବା ପାଇଁ ଜଣେ ବ୍ରାଣ୍ଡ ଆମ୍ବାସାଡର ରହିଥାନ୍ତି। ଏଥିପାଇଁ ଅଭିନେତା ହୁଡ୍ଡାଙ୍କୁ ବ୍ରାଣ୍ଡ ଆମ୍ବାସାଡର ରୂପେ ଚୟନ କରାଯାଇଛି। ସେ ଭବିଷ୍ୟତରେ ବିଭିନ୍ନ ଅଗ୍ନି ସୁରକ୍ଷା ଅଭିଯାନରେ ସାମିଲ ହେବେ। ତେବେ ଖବର ମୁତାବକ ପୂର୍ବରୁ ମଧ୍ୟ ରଣଦୀପ୍‌ ଅଗ୍ନିସମ  […]

randeep-hooda

randeep-hooda

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 02:13 PM IST

Sports

Latest News

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ ଫାୟାର ଆଡଭାଇଜରି କାଉନ୍‌ସିଲ( ଏସ୍‌ଏଫ୍‌ଏସ୍‌ସି) ଫିଲ୍ମ ଅଭିନେତା ରଣଦୀପ୍‌ ହୁଡ୍ଡାଙ୍କୁ ଭାରତରେ ଅଗ୍ନିସମ ବିଭାଗର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି।

ମୁମ୍ବାଇ ଦମକଳ ସେବାର ମୁଖ୍ୟ ଅଗ୍ନିସମ ଅଧିକାରୀଙ୍କ କହିବାନୁଯାୟୀ ପ୍ରତ୍ୟେକ ସେବା ପାଇଁ ଜଣେ ବ୍ରାଣ୍ଡ ଆମ୍ବାସାଡର ରହିଥାନ୍ତି। ଏଥିପାଇଁ ଅଭିନେତା ହୁଡ୍ଡାଙ୍କୁ ବ୍ରାଣ୍ଡ ଆମ୍ବାସାଡର ରୂପେ ଚୟନ କରାଯାଇଛି। ସେ ଭବିଷ୍ୟତରେ ବିଭିନ୍ନ ଅଗ୍ନି ସୁରକ୍ଷା ଅଭିଯାନରେ ସାମିଲ ହେବେ।

ତେବେ ଖବର ମୁତାବକ ପୂର୍ବରୁ ମଧ୍ୟ ରଣଦୀପ୍‌ ଅଗ୍ନିସମ  ବିଭାଗର ବ୍ରାଣ୍ଡ ଆମ୍ବାସାଡର ରହିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos