ମାର୍କେଟ୍ ଗରମ କଲା ରାଣୀଙ୍କ ଜ୍ୟାକେଟ୍

ମୁମ୍ବାଇ: ପାର୍ଟି ହେଉ ଅବା ଇଭେଣ୍ଟ ବଲିଉଡର କଳାକାର ମାନେ ନିଜର ଫ୍ୟାସନେବଲ୍ ଡ୍ରେସ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ବିବାହ ଏବଂ ବଡ ପାର୍ଟି ଛାଡନ୍ତୁ, ଆଜିକାଲି ଏୟାରପୋର୍ଟ ଲୁକ୍ ଅର୍ଥାତ ବିମାନଯାତ୍ରା ସମୟରେ ପିନ୍ଧୁଥିବା ଡ୍ରେସ୍ ପାଇଁ ସେଲିବ୍ରେଟି ମାନେ ଚର୍ଚ୍ଚାକୁ ଆସୁଛନ୍ତି। ଏଥିରେ ରାଣୀ ମୁଖାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ବିମାନ ଯାତ୍ରା କରିବାକୁ ଯିବା ପୂର୍ବରୁ ରାଣୀ ଦେଖା ଦେଇଥିଲେ ମୁମ୍ବାଇ ବିମାନ ବନ୍ଦରରେ। ସେହି ସମୟରେ ସେ ଏକ […]

rani jacket

rani jacket

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 04:45 PM IST

Sports

Latest News

ମୁମ୍ବାଇ: ପାର୍ଟି ହେଉ ଅବା ଇଭେଣ୍ଟ ବଲିଉଡର କଳାକାର ମାନେ ନିଜର ଫ୍ୟାସନେବଲ୍ ଡ୍ରେସ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ବିବାହ ଏବଂ ବଡ ପାର୍ଟି ଛାଡନ୍ତୁ, ଆଜିକାଲି ଏୟାରପୋର୍ଟ ଲୁକ୍ ଅର୍ଥାତ ବିମାନଯାତ୍ରା ସମୟରେ ପିନ୍ଧୁଥିବା ଡ୍ରେସ୍ ପାଇଁ ସେଲିବ୍ରେଟି ମାନେ ଚର୍ଚ୍ଚାକୁ ଆସୁଛନ୍ତି। ଏଥିରେ ରାଣୀ ମୁଖାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି।

ନିକଟରେ ବିମାନ ଯାତ୍ରା କରିବାକୁ ଯିବା ପୂର୍ବରୁ ରାଣୀ ଦେଖା ଦେଇଥିଲେ ମୁମ୍ବାଇ ବିମାନ ବନ୍ଦରରେ। ସେହି ସମୟରେ ସେ ଏକ କଳା ରଙ୍ଗର ଲେଦର ଜ୍ୟାକେଟ୍ ପିନ୍ଧିଥିଲେ। ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହାର ଦାମ୍ ୧୪୯୫ ପାଉଣ୍ଡ, ଯାହା ଭାରତୀୟ ମୁଦ୍ରାରେ ୧ଲକ୍ଷ ୩୦ହଜାର ଟଙ୍କା ହେବ।

ଯଦିଓ ସେଲିବ୍ରେଟି ମାନଙ୍କ ପାଇଁ ଦାମି ଡ୍ରେସ୍ ପିନ୍ଧିବା କିଛି ବଡ କଥା ନୁହେଁ। ପୂର୍ବରୁ ଦାମି ଡ୍ରେସ୍ ପିନ୍ଧି ମଧ୍ୟ ଅନେକ ଅଭିନେତ୍ରୀ ଚର୍ଚ୍ଚାରେ ରହିଛନ୍ତି।

ସୂଚନାଯୋଗ୍ୟ ଯେ ରାଣୀ ଶେଷଥର ପାଇଁ ୨୦୧୪ରେ ଫିଲ୍ମ 'ମର୍ଦାନୀ'ରେ ନଜର ଆସିଥିଲେ। ତେବେ ଝିଅ ଆଦିରାର ଜନ୍ମ ପରେ ତା'ର ପାଳନ ପୋଷଣ ପାଇଁ ସେ କିଛି ଦିନ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ଖୁବ୍ ଶୀଘ୍ର ୟଶରାଜ ପ୍ରଡକ୍ସନର ନୂଆ ଫିଲ୍ମ 'ହିଚ୍‌କି'ରେ ସେ କମ୍‌ବ୍ୟାକ କରୁଛନ୍ତି।ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ପି ମଲହୋତ୍ରା। ଆସନ୍ତା ବର୍ଷ ଫେବୃଆରି ୨୩ରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story