ରାଣୀ ମୁଖାର୍ଜୀଙ୍କର ବାପାଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ବାପା ରାମ ମୁଖାର୍ଜୀଙ୍କର ୮୫ ବର୍ଷ ବୟସରେ ହୃଦଘାତରେ ଆଜି ପରଲୋକ ହୋଇଛି। ଭୋର ପ୍ରାୟ ୪ଟା ସମୟରେ ତାଙ୍କର ନିଧନ ହୋଇଛି। ତାଙ୍କର ପାର୍ଥିବ ଶରୀରକୁ ସକାଳ ୧୦ଟା ୩୦ମିନିଟରେ ତାଙ୍କ ବାସଭବନ ଜାନକୀ କୁଟୀରକୁ ନିଆଯାଇଥିଲା। ଦିନ ପ୍ରାୟ ଦୁଇଟା ସମୟରେ ମୁମ୍ବାଇସ୍ଥିତ ଭିଲେ ପାର୍ଲେର ପୱନ ହଂସ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସୂଚନା ଅନୁଯାୟୀ ରାମ ମୁଖାର୍ଜୀ ମୁମ୍ବାଇର ବ୍ରିଚ୍ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 03:47 PM IST

Sports

Latest News

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ବାପା ରାମ ମୁଖାର୍ଜୀଙ୍କର ୮୫ ବର୍ଷ ବୟସରେ ହୃଦଘାତରେ ଆଜି ପରଲୋକ ହୋଇଛି। ଭୋର ପ୍ରାୟ ୪ଟା ସମୟରେ ତାଙ୍କର ନିଧନ ହୋଇଛି। ତାଙ୍କର ପାର୍ଥିବ ଶରୀରକୁ ସକାଳ ୧୦ଟା ୩୦ମିନିଟରେ ତାଙ୍କ ବାସଭବନ ଜାନକୀ କୁଟୀରକୁ ନିଆଯାଇଥିଲା। ଦିନ ପ୍ରାୟ ଦୁଇଟା ସମୟରେ ମୁମ୍ବାଇସ୍ଥିତ ଭିଲେ ପାର୍ଲେର ପୱନ ହଂସ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସୂଚନା ଅନୁଯାୟୀ ରାମ ମୁଖାର୍ଜୀ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅନେକ ଦିନ ହେଲା ସେ ଅସୁସ୍ଥ ଥିଲେ। ରାଣୀ ମୁଖାର୍ଜୀଙ୍କ ଘରେ ଦୁର୍ଗା ପୂଜାରେ ସେ ଶେଷଥର ପାଇଁ ନଜର ଆସିଥିଲେ।

ରାମ ସୁଖାର୍ଜୀ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ଥିଲେ। ସେ ଅନେକ ହିନ୍ଦୀ ଓ ବଙ୍ଗୀୟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେ ମୁମ୍ବାଇର ଫିଲ୍ମାଳୟ ଷ୍ଟୁଡିଓର ସଂସ୍ଥାପକ ସଦସ୍ୟମାନଙ୍କ ମଧ୍ୟରୁ ଜଣେ।  ରାଣୀ ମୁଖାର୍ଜୀଙ୍କର ପ୍ରଥମ ଫିଲ୍ମ ‘ବିଏର ଫୁଲ’ର ନିର୍ମାଣ ଏବଂ ନିର୍ଦ୍ଦେଶନା ସେ ହିଁ ଦେଇଥିଲେ। ଏହି ଫିଲ୍ମଟି ୧୯୯୬ ମସିହାରେ ପରଦାକୁ ଆସିଥିଲା। ୧୯୯୭ ମସିହାରେ ଆସିଥିବା ହିନ୍ଦୀ ଫିଲ୍ମ ‘ରାଜା କି ଆଏଗି ବାରାତ୍’ର ପ୍ରଡ୍ୟୁସର ମଧ୍ୟ ରାମ ମୁଖାର୍ଜୀ ଥିଲେ।

୧୯୬୪ ମସିହାରେ ଆସିଥିବା ଦିଲୀପ୍ କୁମାର ଓ ବୈଜୟନ୍ତି ମାଲାଙ୍କ ଫିଲ୍ମ ‘ଲିଡର’ର ନିର୍ଦ୍ଦେଶନା ମଧ୍ୟ ରାମ ମୁଖାର୍ଜୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story