ରିଲିଜ୍‌ ପୂର୍ବରୁ ରାନୁଙ୍କ ନୂଆ ଗୀତ ଭାଇରାଲ୍

ମୁମ୍ବାଇ: ରାନୁ ମଣ୍ଡଳ। ଏ ନାଁ ଏବେ କିଏ ବା ନ ଜାଣେ! ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ତାଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ତାଙ୍କୁ କେବଳ ବଲିଉଡ୍‌ରେ ପରିଚୟ ଦେଇନି, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ମଧ୍ୟ ଦେଇଛି। ଏହି ଗୀତଟି ରିଲିଜ୍‌ ହେବା ପୂର୍ବରୁ ହିଁ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ସେହିପରି ରାନୁଙ୍କ ନୂଆ ଗୀତ ‘ଆଦତ୍’କୁ ଲୋକେ ପସନ୍ଦ କରିଛନ୍ତି। ‘ଆଦତ୍’ ଗୀତର ମେକିଂ […]

ranu2

ranu2

Chinmayee Roy
  • Published: Tuesday, 17 September 2019
  • Updated: 17 September 2019, 12:31 PM IST

Sports

Latest News

ମୁମ୍ବାଇ: ରାନୁ ମଣ୍ଡଳ। ଏ ନାଁ ଏବେ କିଏ ବା ନ ଜାଣେ! ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ତାଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ତାଙ୍କୁ କେବଳ ବଲିଉଡ୍‌ରେ ପରିଚୟ ଦେଇନି, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ମଧ୍ୟ ଦେଇଛି। ଏହି ଗୀତଟି ରିଲିଜ୍‌ ହେବା ପୂର୍ବରୁ ହିଁ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ସେହିପରି ରାନୁଙ୍କ ନୂଆ ଗୀତ ‘ଆଦତ୍’କୁ ଲୋକେ ପସନ୍ଦ କରିଛନ୍ତି। ‘ଆଦତ୍’ ଗୀତର ମେକିଂ ଭିଡିଓ ରିଲିଜ୍ ହେବା ପରେ ଏହା ଶୋଶାଲ୍‌ ମିଡିଆରେ ଧୂମ୍ ମଚାଇ ଦେଇଛି। ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୭୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓଟିକୁ ଯିଏ ଦେଖୁଛି ସେ ରାନୁଙ୍କର ପ୍ରଶଂସା ନକରି ରହିପାରୁ ନାହିଁ।

ଏହି ଭିଡିଓଟିକୁ ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ନିଜ ଇନ୍‌ଷ୍ଟାଗ୍ରମ୍‌ ଆକାଉଣ୍ଟରେ ପୋଷ୍ଟ୍‌ କରିଛନ୍ତି। ଏହି ଗୀତଟି ତାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍’ର। ଏହି ଭିଡିଓଟିକୁ ସେ ପୋଷ୍ଟ କରି ଲେଖିଛନ୍ତି, ‘‘ଆଦତ୍’ ଗୀତର ତିଆରି ବେଳେ ମୁଁ ଅନୁଭବ କଲି ଯେ ରାନୁ ମଣ୍ଡଳ ୱାନ୍‌ ସଙ୍ଗ୍‌ ୱାଣ୍ଡର୍ ନୁହନ୍ତି। ଯେତେବେଳେ ଆପଣ ‘ଆଦତ୍‌’ ଗୀତ ଶୁଣିବେ ଆପଣ ବି ମୋ କଥା ଆପେ ଆପେ ମାନିଯିବେ। ତାଙ୍କ କଣ୍ଠ ବହୁତ ସୁନ୍ଦର ଓ ବହୁମୁଖୀ, ଯାହା କି ଏକ ମହାନ୍‌ ପ୍ରତିଭା।”

'ଆଦତ୍’ ବ୍ୟତୀତ ରାନୁ ମଣ୍ଡଳ  ହିମେଶ ରେଶମିୟାଙ୍କ ସହ ମିଶି ‘ଆଶିକି ମେ ତେରୀ’ ଗୀତ ବି ଗାଇଛନ୍ତି। ପୂର୍ବରୁ ଏହାର ଏକ ଟିଜର୍ ମଧ୍ୟ ରିଲିଜ୍‌ ହୋଇସାରିଛି।

https://www.instagram.com/p/B2eaNqHDOAP/?utm_source=ig_web_copy_link

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନ୍‌ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତା ରାତି ଷ୍ଟାର ପାଲଟିଥିବା ରାନୁ ଏବେ ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର୍‌ ହୋଇଯାଇଛନ୍ତି। ରେଳ ଷ୍ଟେସନ୍‌ରେ ରାନୁ ‘ଏକ ପ୍ୟାର୍‌ କା ନଗ୍‌ମା ହୈ’ ଗୀତ ଗାଇବାର ଭିଡିଓ ଏତେ ମାତ୍ରାରେ ଭାଇରାଲ୍‌ ହେଇଥିଲା ଯେ ହିମେଶ ରେଶମିୟାଙ୍କ ସହ ଅନ୍ୟ ବଲିଉଡର ସେଲେବ୍ରିଟିମାନଙ୍କ ପାଖରେ ମଧ୍ୟ ତାଙ୍କ ପ୍ରତିଭା ପହଞ୍ଚିଥିଲା। ସମସ୍ତେ ରାନୁଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ଆଉ ହିମେଶ ପାଦେ ଆଗକୁ ଯାଇ ତାଙ୍କୁ ନିଜ ଫିଲ୍ମରେ ଗାଇବାର ସୁଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story