ବିଗ୍‌ବସ୍‌ ଘରେ ବୟଫ୍ରେଣ୍ଡଙ୍କୁ ଦ୍ୱିତୀୟ ବିବାହ କରିବେ ରଶ୍ମି ଦେଶାଇ!

ମୁମ୍ବାଇ: ଟେଲି ଦୁନିଆରେ ରଶ୍ମି ଦେଶାଇ ହେଉଛନ୍ତି ଅନ୍ୟତମ୍ ହିଟ୍ ଅଭିନେତ୍ରୀ। ବିଶେଷ କରି ‘ଉତ୍ତରନ୍‌’ର ତପସ୍ୟା ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ତେବେ ଗତ କିଛି ଦିନ ହେବ ରଶ୍ମିଙ୍କୁ ନେଇ ଚର୍ଚ୍ଚା ହେଉଛି ଯେ ସେ ବିଗ୍‌ବସ୍‌-୧୩ରେ ସାମିଲ ହେବେ। କୁହାଯାଉଛି ଯେ ରଶ୍ମି କୁଆଡ଼େ ଏହି ଶୋ’ରେ ନିଜ ବୟପ୍ରେଣ୍ଡଙ୍କ ସହ ପ୍ରତିଯୋଗୀ ଭାବେ ସାମିଲ ହେବ। କେବଳ ଏଥିକି ନୁହେଁ, ବିଗ୍‌ବସ୍‌ ଘରେ ତାଙ୍କର ବାହାଘର […]

bigboss

bigboss

Chinmayee Roy
  • Published: Thursday, 19 September 2019
  • Updated: 19 September 2019, 12:35 PM IST

Sports

Latest News

ମୁମ୍ବାଇ: ଟେଲି ଦୁନିଆରେ ରଶ୍ମି ଦେଶାଇ ହେଉଛନ୍ତି ଅନ୍ୟତମ୍ ହିଟ୍ ଅଭିନେତ୍ରୀ। ବିଶେଷ କରି ‘ଉତ୍ତରନ୍‌’ର ତପସ୍ୟା ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ତେବେ ଗତ କିଛି ଦିନ ହେବ ରଶ୍ମିଙ୍କୁ ନେଇ ଚର୍ଚ୍ଚା ହେଉଛି ଯେ ସେ ବିଗ୍‌ବସ୍‌-୧୩ରେ ସାମିଲ ହେବେ। କୁହାଯାଉଛି ଯେ ରଶ୍ମି କୁଆଡ଼େ ଏହି ଶୋ’ରେ ନିଜ ବୟପ୍ରେଣ୍ଡଙ୍କ ସହ ପ୍ରତିଯୋଗୀ ଭାବେ ସାମିଲ ହେବ। କେବଳ ଏଥିକି ନୁହେଁ, ବିଗ୍‌ବସ୍‌ ଘରେ ତାଙ୍କର ବାହାଘର ବି ହୋଇପାରେ।

ସୂଚନା ଅନୁଯାୟୀ, ରଶ୍ମି ଟେଲି ‌ଅଭିନେତା ଅରହାନ୍‌ ଖାନ୍‌ଙ୍କୁ ଡେଟ୍ କରୁଛନ୍ତି। ଅରହାନ୍ ଜଣେ ମଡେଲ୍‌ ଓ ଅଭିନେତା ହେବା ସହ ଜଣେ ହୀରା ବ୍ୟବସାୟୀ ମଧ୍ୟ। ଅରହାନ୍ ଓ ରଶ୍ମି ପ୍ରଥମେ ଭଲ ବନ୍ଧୁ ଥିଲେ। ହେଲେ ଏବେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଛି। ବହୁତ ଦିନ ହେଲାଣି ସେମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି। ଆଉ ଏବେ ସେମାନେ ନିଜ ସମ୍ପର୍କୁ ଆଗକୁ ବଢ଼ାବାକୁ ପ୍ରସ୍ତୁତ ହୋଇଗଲେଣି। ବିଗ୍‌ବସ୍‌-୧୩ରେ ଦୁହେଁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଖୋଲାଖୋଲି ଘୋଷଣା କରିବା ସହ ବିବାହ ମଧ୍ୟ କରିବେ ବୋଲି କୁହାଯାଉଛି।

ପୂର୍ବରୁ ମଧ୍ୟ କିଛି ଅଭିନେତ୍ରୀ ବିଗ୍‌ବସ୍‌ ଘରେ ବାହା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମୋନାଲିସା ଓ ସାରା ଖାନ୍‌ଙ୍କ ନାଁ ରହିଛି। ତେବେ ରଶ୍ମି ଏହି ତାଲିକାରେ ସାମିଲ ହେବେ ନା ନାହିଁ, ତାହା ସମୟ ହିଁ କହିବ। ରଶ୍ମି ପୂର୍ବରୁ ଅଭିନେତା ନନ୍ଦିଶ ସନ୍ଧୁଙ୍କୁ ବାହା ହୋଇଥିଲେ। ହେଲେ କିଛି ଦିନ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଯାଇଥିଲେ। ଅବଶ୍ୟ ସେମାନେ ପରେ ପୁଣି ଏକାଠି ରହିବାକୁ ଚେଷ୍ଟା କରିଥିଲେ। ତେବେ ତାହା ସମ୍ଭବ ହେଲା ନାହିଁ। ତେଣୁ ସବୁ ଦିନ ପାଇଁ ସେମାନେ ଅଲଗା ହୋଇଗଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story