ରିଲିଜ୍ ହେଲା ବଜରଙ୍ଗୀ ଭାଇଜାନର ଆଉ ଏକ ଗୀତ “ଭରଦେ ଝୋଲି ମେରି”

ମୁମ୍ୱାଇ:  ରିଲିଜ ହୋଇଛି  ବଜରଙ୍ଗୀ ଭାଇଜାନର ଗୀତ ‘ଭରଦେ ଝୋଲି ମେରି”। ରିଲିଜ୍ ପୂର୍ବରୁ ଏହି ଗୀତକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଏହି ଗୀତଟିକୁ  ଗାଇଛନ୍ତି  ଅଦନାନ୍  ସାମି । ଏହା ଏକ କୱାଲୀ ସଙ୍ଗ। କାଶ୍ମୀରର ପ୍ରାକୃତିକ ପରିବେଶରେ ପ୍ରସ୍ତୁତ ହୋଇଛି ଏହି ଗୀତ। ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ବଜରଙ୍ଗୀ ଭାଇଜାନର ଏହି କୱାଲୀ ସଙ୍ଗଟିକୁ। ପପୁଲାର ସିଙ୍ଗର ଅଦନାମ ସାମି ଅନେକ ଦିନ ପରେ ବ୍ୟାକ୍ କରିଛନ୍ତି  ଏହି ଗୀତ ଜରିଆରେ।

bajaragi

bajaragi

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 12:56 PM IST

ମୁମ୍ୱାଇ:  ରିଲିଜ ହୋଇଛି  ବଜରଙ୍ଗୀ ଭାଇଜାନର ଗୀତ ‘ଭରଦେ ଝୋଲି ମେରି”। ରିଲିଜ୍ ପୂର୍ବରୁ ଏହି ଗୀତକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଏହି ଗୀତଟିକୁ  ଗାଇଛନ୍ତି  ଅଦନାନ୍  ସାମି । ଏହା ଏକ କୱାଲୀ ସଙ୍ଗ। କାଶ୍ମୀରର ପ୍ରାକୃତିକ ପରିବେଶରେ ପ୍ରସ୍ତୁତ ହୋଇଛି ଏହି ଗୀତ। ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ବଜରଙ୍ଗୀ ଭାଇଜାନର ଏହି କୱାଲୀ ସଙ୍ଗଟିକୁ। ପପୁଲାର ସିଙ୍ଗର ଅଦନାମ ସାମି ଅନେକ ଦିନ ପରେ ବ୍ୟାକ୍ କରିଛନ୍ତି  ଏହି ଗୀତ ଜରିଆରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos