ରିଲିଜ୍‌ ହେଲା ‘ବେଫିକର’

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ‍‘ବେଫିକର’। ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଚୋପ୍ରା। ଏଥିରେ ରଣବୀରଙ୍କୁ ଜଣେ ଦିଲ୍ଲୀର ଯୁବକ ଓ ବାଣୀ ଜଣେ ଫ୍ରାନ୍ସ ନିବାସୀ ଭାରତୀୟ ବଂଶୋଦ୍ଭବ ଭୂମିକାରେ ନଜରକୁ ଆସୁଛନ୍ତି।

ପ୍ୟାରିସରେ ଉଭୟେ ପରସ୍ପରକୁ ଭେଟିବା ପରେ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଫିଲ୍ମଟି ଉଭୟ ପ୍ୟାରିସ ଓ ମୁମ୍ବାଇରେ ସୁଟିଂ କରାଯାଇଛି। ବେଫିକରରେ ମ୍ୟୁଜିକ ବିଶାଳ-ଶେଖର ଯୋଡି କମ୍ପୋଜ କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More