ରନିଙ୍ଗ୍‌ ସାଦୀ ଡଟ୍‌କମ୍‌ର ପ୍ରଥମ ଲୁକ୍‌ ରିଲିଜ୍‌

ମୁମ୍ବାଇ: ତାପସୀ ପନ୍ନୁଙ୍କ ‘ରନିଙ୍ଗ୍‌ ସାଦୀ ଡଟ୍‌କମ୍‌’ର ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଏହାର ପ୍ରଥମ ଲୁକ୍‌କୁ ଟ୍ୱିଟ୍‌ କରି ରିଲିଜ୍‌ କରାଯାଇଛି। ଫିଲ୍ମରେ ତାପସୀ ମଜାଦାର ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମୀତ ରୟ। ଫିଲ୍ମଟି ଫେବୃଆରୀ ୩ରେ ରିଲିଜ୍ ହେବ। ନିକଟରେ ତାପସୀ ଅକ୍ଷୟ କୁମାରଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ନାମ ଶବାନା’ର ସୁଟିଂ କାମ ସାରିଛନ୍ତି। ଏହା ବ୍ୟତୀତ ସେ ଡାଭିଡ୍ ଧାୱନଙ୍କ ‘ଜୁଡୱା’ର ସିକ୍ୱେଲରେ ବରୁଣ ଧାୱନଙ୍କ […]

running-shaadi-com

running-shaadi-com

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 02:07 PM IST

Sports

Latest News

ମୁମ୍ବାଇ: ତାପସୀ ପନ୍ନୁଙ୍କ ‘ରନିଙ୍ଗ୍‌ ସାଦୀ ଡଟ୍‌କମ୍‌’ର ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଏହାର ପ୍ରଥମ ଲୁକ୍‌କୁ ଟ୍ୱିଟ୍‌ କରି ରିଲିଜ୍‌ କରାଯାଇଛି। ଫିଲ୍ମରେ ତାପସୀ ମଜାଦାର ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମୀତ ରୟ। ଫିଲ୍ମଟି ଫେବୃଆରୀ ୩ରେ ରିଲିଜ୍ ହେବ।

ନିକଟରେ ତାପସୀ ଅକ୍ଷୟ କୁମାରଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ନାମ ଶବାନା’ର ସୁଟିଂ କାମ ସାରିଛନ୍ତି।

ଏହା ବ୍ୟତୀତ ସେ ଡାଭିଡ୍ ଧାୱନଙ୍କ ‘ଜୁଡୱା’ର ସିକ୍ୱେଲରେ ବରୁଣ ଧାୱନଙ୍କ ସହ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story