ବିଗ୍ ବସ୍ ଘରେ ଠୁମକା ଲଗେଇଲେ ସବ୍ୟସାଚୀ

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଶୋ’ ‘ବିଗ୍ ବସ୍’ ଘରେ ସବୁବେଳେ ଝଗଡ଼ା ଦେଖିବାକୁ ମିଳିଥାଏ। କିନ୍ତୁ କିଛି ପ୍ରତିଯୋଗୀ ଏମିତି ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କର ମନୋରଞ୍ଜନ କରିଥାନ୍ତି। ଏମିତି ଜଣେ ପ୍ରତିଯୋଗୀ ହେଉଛନ୍ତି ଓଡ଼ିଶାର ସବ୍ୟସାଚୀ ଶତପଥୀ। ସବ୍ୟସାଚୀ  ‘ବିଗ୍ ବସ୍’ ଘରେ ପଡ଼ୋଶୀ ଥିଲେ। କିନ୍ତୁ ଏବେ ମୁଖ୍ୟ ଘରର ପରିବାର ସହ ସାମିଲ ହୋଇଯାଇଛନ୍ତି। ଅକ୍ଟୋବର ୧୩ରେ ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ସେ ଫିଲ୍ମ ‘ଉମରାଓ ଜାନ୍’ର ‘ଦିଲ୍ […]

sabya

sabya

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 01:35 PM IST

Sports

Latest News

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଶୋ’ ‘ବିଗ୍ ବସ୍’ ଘରେ ସବୁବେଳେ ଝଗଡ଼ା ଦେଖିବାକୁ ମିଳିଥାଏ। କିନ୍ତୁ କିଛି ପ୍ରତିଯୋଗୀ ଏମିତି ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କର ମନୋରଞ୍ଜନ କରିଥାନ୍ତି। ଏମିତି ଜଣେ ପ୍ରତିଯୋଗୀ ହେଉଛନ୍ତି ଓଡ଼ିଶାର ସବ୍ୟସାଚୀ ଶତପଥୀ। ସବ୍ୟସାଚୀ  ‘ବିଗ୍ ବସ୍’ ଘରେ ପଡ଼ୋଶୀ ଥିଲେ। କିନ୍ତୁ ଏବେ ମୁଖ୍ୟ ଘରର ପରିବାର ସହ ସାମିଲ ହୋଇଯାଇଛନ୍ତି। ଅକ୍ଟୋବର ୧୩ରେ ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ସେ ଫିଲ୍ମ ‘ଉମରାଓ ଜାନ୍’ର ‘ଦିଲ୍ ଚିଜ୍ କ୍ୟା ହେ’ ରେ ଠୁମକା ଲଗେଇ ଥିଲେ। ତାଙ୍କ ନାଚ ଦେଖି ପରିବାର ଲୋକେ ବହୁତ ହସୁ ଥିଲେ। ପ୍ରତିଯୋଗୀ ସ୍ୱପ୍ନାଙ୍କୁ ଏତେ ମଜା ଲାଗିଥିଲେ ଯେ ସେ ହସି ହସି ତଳେ ବସି ପଡ଼ିଥିଲେ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସବ୍ୟସାଚୀ ଜଣେ ଦମଦାର୍ ପ୍ରତିଯୋଗୀ। ସେ ବିଗ୍ ବସ୍ ଷ୍ଟେଜରେ ବିନା କିଛି ସଙ୍କୋଚରେ ନିଜ ବିଷୟରେ ସେ କହିଥିଲେ,“ମୁଁ ହେଉଛି ବାଏସେକ୍ସୁଆଲ। ମୋ ବିଷୟରେ ଯିଏ ଯାହା କହିଲେବି ମତେ କିଛି ଫରକ ପଡେନାହିଁ।” ଯଦିଓ ସେ ବିଗ୍ ବସ୍‌ରେ ଜଣେ ସାଧାରଣ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ, କିନ୍ତୁ ଓଡ଼ିଶାରେ ସେ ବହୁତ ଲୋକପ୍ରିୟ। ଅନେକ କୁକିଙ୍ଗ୍ ଶୋ’ ସେ ହୋଷ୍ଟ କରିଛନ୍ତି। ‘ଓଟିଭି’ରେ ପ୍ରସାରିତ କୁକିଙ୍ଗ୍ ଶୋ’ରେ ସେ ଅନେକ ଦିନ ଧରି ଉପସ୍ଥାପକ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story